ଦୈନିକ ରାଶିଫଳ 25 ମଇ 2023, ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 25 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ଆଜି କାମ କାର୍ଯ୍ୟ ରେ ଅବହେଳା କରନ୍ତୁ ନହିଁ । ନଚେତ ହାନି ହୋଇପାରେ । ଯଦି ପାରିବାରରେ କାହାର ସମସ୍ଯା ହୋଇଛି ତେବେ ତାହାର ସମାଧାନ କରନ୍ତୁ । ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ଆପଣ ନିଜର ଏମିତି କିଛି ଭାବନା ବ୍ୟକ୍ତ କରିବେ ଯାହା ଆପଣ ନିଜେ ଅନୁଭବ କରୁଛନ୍ତି । କିନ୍ତୁ ତାହାକୁ ଲୁଚାଇ ରଖିଥିଲେ । ଆପଣଙ୍କୁ ନିଜର କ୍ଷମତା ଓ ବୁଝାମଣା ଦ୍ଵାରା ଜୀବନ କୁ ସୁଖମୟ ବନାଇବାରେ ସାହାର୍ଯ୍ୟ ମିଳିବ ।

ବୃଷ ରାଶି : ଆପଣ କିଛି ଜରୁରୀ ସାମନା କ୍ରୟ କରିପାରନ୍ତି । ଯାହା ଆପଣଙ୍କ ପାଇଁ ସମସ୍ଯା ଉତପନ କରିପାରେ । ସନ୍ତାନ ଙ୍କ ଦାୟିତ୍ଵ ଆପଣ ନିଭାଇବେ । ବିଜନେସ ରେ ଆପଣଙ୍କର ବୃଦ୍ଧି ହେବ । କାରଣ ଆପଣ ନିଜ ଚେଷ୍ଟା ରେ ସଫଳ ହେବେ । ଆଜି ପୁରୁଣା ସମ୍ପର୍କ ରେ ସୁଧାର ଆସିବ । ଯେଉଁଥି ରେ ଆପଣଙ୍କୁ ବଡ ସଫଳତା ମିଳିପାରେ । ବିଦେଶରେ ରହୁଥିବା କୌଣସି ପରିଜନ ଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିପାରେ ।

ମିଥୁନ ରାଶି : ଜୀବନ ସାଥିଙ୍କ ସହଯୋଗ ମିଳିଲେ ଆପଣଙ୍କ ମନ ପ୍ରସନ୍ନ ହେବ । କାରୋବାର ରେ ନୂଆ ଯୋଜନାର ଆରମ୍ଭ ହୋଇପାରେ । ଆର୍ଥିକ ଦ୍ରୁଷ୍ଟି ରୁ ଆଜି ଦିନ ଟି ଶୁଭ ଅଛି । ଏହି ରାଶିର ବ୍ୟାପାରୀ ଙ୍କୁ ଆଜି ଉନ୍ନତି ମିଳିବାର ଅବସର ମିଳିପାରେ । ଆଜି ଦିନ ଟି ଆପଣଙ୍କ ପାଇଁ କିଛି ବେହତର ଅବସର ନେଇକି ଆସିବ । ଯଦି ଆପଣ ପାର୍ଟନରସିପ ରେ ବ୍ୟାପାର କରୁଛନ୍ତି ତେବେ ଆପଣଙ୍କୁ ନିଜ ସାଥିଙ୍କ ଉପରେ ଭରସା କରିବାକୁ ହେବ ।

କର୍କଟ ରାଶି : ଆପଣ ଅଧିକରୁ ଅଧିକ ଟଙ୍କା କମାଇବା ଅପେକ୍ଷା ପଇସାର ସ୍ଥିତି ରେ ସ୍ଥିରତା ଆଣିବାକୁ ଚେଷ୍ଟା କରନ୍ତୁ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ମନାନ୍ତର ହୋଇପାରେ । ଘରୋଇ ଖର୍ଚ୍ଚ ବଢିପାରେ । ଆଜି ଧନ ବୃଦ୍ଧି ହେବାର ଯୋଗ ଅଛି । ବ୍ୟକ୍ତିଗତ ଜୀବନରେ ଆଜି ତାଳମେଳ ରହିବାର ଜରୁରତ ଅଛି । କିଛି କଠିନ ସ୍ଥିତି ହୋଇପାରେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।

ସିଂହ ରାଶି : ଅବିବାହିତ ଜାତକ ଙ୍କ ପାଇଁ ଖୁସି ଖବର ମିଳିବାର ନଜର ଆସୁଛି । କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ ନୂଆ କରି ଆରମ୍ଭ କରିବାର ନଜର ଆସୁଛି । ଅନେକ ପ୍ରକାର ରୋଚକ ବିଚାର ଓ ଯୋଜନା ବନାଇବେ । କ୍ରୋଧ ଉପରେ କାବୁ କରନ୍ତୁ । ଘର ପରିବାରରେ ସ୍ଥିତି ଭଲ ରହିବ । ସକାଳର ପ୍ରସନ୍ନତା ଅନୁଭବ ହେବ । ବନ୍ଧୁ ତଥା ପ୍ରିୟଜନ ଙ୍କ ସହ ମିଶି ଭୋଜନର ଆନନ୍ଦ ନେବେ । କୌଣସି କାମର ପରିଣାମ ଆପଣଙ୍କୁ ମିଳିପାରେ ।

କନ୍ୟା ରାଶି : ବୈବାହିକ ଜୀବନ ପାଇଁ ଆଜି ଦିନ ଟି ଖୁବ ମହତ୍ଵ ପୂର୍ଣ୍ଣ ହେବାର ଅନୁମାନ କରା ଯାଉଛି । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । କୌଣସି କାମ ପୁରା ହେବାରୁ ଆପଣ ପ୍ରସନ୍ନ ହେବେ । ଶାରୀରିକ ମୋ ମାନସିକ ରୂପରେ ଆପଣ ପ୍ରସନ୍ନତା ଅନୁଭବ କରିବେ । ଆଜି କୌଣସି ଭଲ ଡିଲ ହାତକୁ ଆସିପାରେ । କାରୋବାରେ ମନ ମୁତାବକ ସଫଳତା ମିଳିବ । ଏହି ରାଶିର ଯେଉଁ ଜାତକ ବିଜ୍ଞାନ କ୍ଷେତ୍ରରେ ଜଡିତ ଅଛନ୍ତି ଆଜି ସେମାନଙ୍କୁ ନୂଆ ସନ୍ଧାନ କ୍ଷେତ୍ରରେ ବଡ ସଫଳତା ମିଳିପାରେ ।

ତୁଳା ରାଶି : ସନ୍ତାନ ଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିପାରେ । ଆପଣଙ୍କର ଅଟକିଥିବା କାର୍ଯ୍ୟ ହୋଇପାରେ । ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କ ଭାଇ ବନ୍ଧୁ ଙ୍କ ଠାରୁ ପ୍ରେମ ଓ ସହଯୋଗ ମିଳିବ । ଆଜି ଆପଣ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଏହି ପ୍ରକାରରେ କରିଲେ ଆପଣଙ୍କ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ପାରିବେ । ଆପଣଙ୍କର ସବୁ ଆର୍ଥିକ ସ୍ଥିତି ଦୂର ହେବ । ଆପଣ ସେହି ଚେଞ୍ଜ ଉପରେ ଧ୍ୟାନ ଦିଅନ୍ତୁ ଯାହା ଆପଣ ନିଜେ ଇଗନୋର କରୁଛନ୍ତି ।

ବିଛା ରାଶି : ପାରିବାରିକ ଜୀବନ ସୁଖ ଶାନ୍ତି ରେ ବ୍ଯତୀତ ହେବ । ଆଜି ଆପଣଙ୍କର ଉନ୍ନତି ର ନୂଆ ଅବସର ମିଳିବ । ଆଜି ଆପଣଙ୍କୁ ସଫଳତା ମିଳିପାରେ । ନିଜକୁ ଶାନ୍ତ ବଜାୟ ରଖନ୍ତୁ । ଅନେକ ପ୍ରକାରର ଅନୁଭବ ଆପଣଙ୍କୁ ମିଳିପାରେ । ଆପଣ ବ୍ଯବସାୟିକ କ୍ଷେତ୍ରରେ ଭଲ ପ୍ରଗତି କରିବେ । ମନ କଥା କହିବାକୁ ସୁବିଧା ହେବ । ଘର ଲୋକେ ଆପଣଙ୍କୁ ଭରପୁର ପ୍ରେମ ଦେବେ । କାର୍ଯ୍ୟ କ୍ଷେତ୍ରରେ ଲାଭ ହେବାରୁ ଆପଣଙ୍କ ମନ ପ୍ରସନ୍ନ ହେବ ।

ଧନୁ ରାଶି : ଆଜି ଶିକ୍ଷା ସହ ଜଡିତ ଲୋକଙ୍କୁ ଖୁସି ଖବର ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟ ର ସଫଳତା ରେ ଆପଣ ଈର୍ଷା କରନ୍ତୁ ନହିଁ । ବ୍ୟବସାୟ କରୁଥିଲେ ଆପଣଙ୍କୁ ବ୍ୟବସାୟିକ ଉପରେ କାମ କରିବାର ଅବସର ମିଳିବ । ଜଲ୍ଦି ଆପଣଙ୍କୁ କାରୋବାର ରେ ନୂଆ ଦିଶା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଲଗା ପରିଚୟ ମିଳିବ । ଆପଣ ନିଜ ରାଗ ଉପରେ କାବୁ ରଖନ୍ତୁ ।

ମକର ରାଶି : ଧର୍ଯ୍ୟ ଧରିବାକୁ ଚେଷ୍ଟା କରନ୍ତୁ । ଘରେ ଶାନ୍ତି ର ମାହୋଲ ରହିବ । ସନ୍ତାନ ଙ୍କ ଠାରୁ ସୁଖଦ ଖବର ମିଳିପାରେ । ପରିବାରରେ ଉଶ୍ଚାହ ର ପରିବେଶ ରହିବ । ଆଜି କୌଣସି କାମକୁ ନେଇ ବନ୍ଧୁ ସାହାର୍ଯ୍ୟ ମାଗି ପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆପଣଙ୍କୁ ଧନ ଜନିତ ମାମଲାରେ ପଜେଟିଭ ପରିଣାମ ମିଳିବ । ଘରେ ଚେଞ୍ଜେସ ଆସିପାରେ । ନୂଆ ଘର କ୍ରୟ କରିବାକୁ ଚେଷ୍ଟା କରିଲେ ସଫଳ ହେବେ ।

କୁମ୍ଭ ରାଶି : ଦିନ ସାରା ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ । ଘରୁ ବାହାରିବା ସମୟରେ ମାତା ପିତା ଙ୍କ ଆଶୀର୍ବାଦ ନିଅନ୍ତୁ । ଆଜି ଦିନ ଟି ଆପଣଙ୍କ ପାଇଁ ଚିନ୍ତାଜନକ ରହିପାରେ । ଅଫିସରେ ଆପଣଙ୍କୁ ଭଲ ଖବର ମିଳିପାରେ । ଆପଣଙ୍କୁ ଆପଣଙ୍କ ମନ ମୁତାବିକ ପ୍ରୋଜେକ୍ଟ ଉପରେ କାମ କରିବାର ଅବସର ଦିଆଯିବ । ଆପଣଙ୍କର ଟ୍ରାନ୍ସଫର ମଧ୍ୟ ହୋଇପାରେ । ତରବର ହୋଇ ନିସ୍ପତି ନିଅନ୍ତୁ ନାହିଁ । ନଚେତ ଜୀବନରେ ଅନୁତାପ କରିବାକୁ ପଡିପାରେ ।

ମୀନ ରାଶି : କିଛି ସମୟ ଆରାମ ପାଇଁ ବାହାର କାରଣରୁ । ଅଧିକ କାମ କାରଣରୁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ଆଜି ଆପଣଙ୍କୁ ଚାକିରି ବା ବ୍ୟାପାରରେ ବଡ ସଫଳତା ମିଳିବ । ଏହାର ସୂଚନା ଆପଣ ଦ୍ଵିପହର ଭିତରେ ପାଇବେ । ଆର୍ଥିକ ମାମଲା ପାଇଁ ଦିନ ଶୁଭ ଅଛି । ବ୍ଯବସାୟିକ କାର୍ଯ୍ୟ ରେ କିଛି ଚେଞ୍ଜ ଆସିପାରେ । ପରିବାର ରେ ଆପଣଙ୍କ ଗୁଣର ତାରିଫ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।