ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 7 ଅକ୍ଟୋବରର Gold rate

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ କେବଳ କରୋନା ହିଁ କରୋନା ଶୁଣିବାକୁ ମିଳୁଛି । ଏମିତିରେ ଏହି ସଙ୍କଟପୂର୍ଣ ସମୟରେ ଅଧିକାଂଶ ଜିନିଷର ଦାମ ବଢିବାରେ ଲାଗିଛି । ସେହି ସମସ୍ତ ଜିନିଷ ଗୁଡିକ ମଧ୍ୟରେ ସୁନା ଏବଂ ରୂପା ବି ସାମିଲ ଅଛି । କହିବାକୁ ଗଲେ ଗତ କିଛି ଦିନ ହେବ ସୁନା ଓ ରୂପାର ଦାମ ବହୁତ ବୃଦ୍ଧି ପାଇଛି । ଯେଉଁ କାରଣରୁ ଲୋକ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ସାଧାରଣ ଲୋକମାନଙ୍କୁ ବହୁତ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛୁ । କହିବାକୁ ଗଲେ ଆଜି ସୁନା ଗତ କାଲି ଅପକ୍ଷା ପାଖାପାଖି ୫୦୦ ଟଙ୍କା କମ ହୋଇଛି । ଏମିତିରେ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ଚାଳନ୍ତୁ ଜାଣିବା ।

ଆଜି ୭ ଅକ୍ଟୋବର ୨୦୨୦ରେ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୪୮ ଟଙ୍କା, ୮ ଗ୍ରାମକୁ ୩୨,୩୮୪ ଟଙ୍କା, ୧୦ ଗ୍ରାମକୁ ୪୦,୪୮୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୦୪,୮୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲୀ ୧୮ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୪୦,୮୪୪ ଟଙ୍କା ଥିଲା କିନ୍ତୁ ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୪୦,୪୭୫ ଟଙ୍କା ଅଛି । ଏମିତିରେ ଗତ କାଲୀ ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ୧୦ ଗ୍ରାମରେ ୩୬୯ ଟଙ୍କା କମ ହୋଇଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୮୦୫ ଟଙ୍କା, ୮ ଗ୍ରାମକୁ ୩୮,୪୪୦ ଟଙ୍କା, ୧୦ ଗ୍ରାମକୁ ୪୦,୦୫୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୮୦,୫୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୪୮,୪୫୦ ଟଙ୍କା ଥିଲା କିନ୍ତୁ ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୪୦,୦୫୦ଟଙ୍କା ଅଛି । ଏମିତିରେ ଗତ କାଲି ଅପେକ୍ଷା ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମରେ ୪୦୦ ଟଙ୍କା କମ ହୋଇଛି ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୪୧ ଟଙ୍କା, ୮ ଗ୍ରାମକୁ ୪୧,୯୨୮ ଟଙ୍କା, ୧୦ ଗ୍ରାମକୁ ୫୨,୪୧୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୫,୨୪,୧୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୫୨,୮୫୦ ଟଙ୍କା ଥିଲା କିନ୍ତୁ ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୫୨,୪୧୦ଟଙ୍କା ଅଛି । ଏମିତିରେ ଗତ କାଲି ଅପେକ୍ଷା ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମରେ ୪୪୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୦.୨୦ ଟଙ୍କା, ୮ ଗ୍ରାମକୁ ୪୮୧.୬୦ ଟଙ୍କା, ୧୦ ଗ୍ରାମକୁ ୬୦୨ ଟଙ୍କା, ୧୦୦ ଗ୍ରାମକୁ ୬,୦୨୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୦,୨୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ୧ କିଲୋ ଚାନ୍ଦିର ମୂଲ୍ୟ ୬୨,୦୦୦ ଟଙ୍କା ଥିଲା । କିନ୍ତୁ ଆଜି ୬୦,୨୦୦ ଟଙ୍କା ଅଛି । ଏମିତିରେ ଆଜି ଚାନ୍ଦିର ମୂଲ୍ୟ ୧୮୦୦୦ ଟଙ୍କା କମ ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।