ପ୍ରେମ ନା ପାଗଳାମି ? ସ୍ତ୍ରୀର ଶବକୁ ପାଖରେ ରଖି 4 ଦିନ ବିତାଇଲେ ସ୍ଵାମୀ, କହିଲେ ସେ ଉଠିଲେ…ପୁରା Video ଦେଖିଲେ ଆପଣ କାନ୍ଦି ପକେଇବେ

ବିଚ୍ଛେଦ ଅତ୍ୟନ୍ତ ଯ-ନ୍ତ୍ର-ଣା-ଦା-ୟ-କ । ହୁଏ ତ ଏହି କଥାକୁ ଅନୁଭବ କରି ପାରୁଥିଲେ ସୁରେଶ । ସିନ୍ଦୂର ପିନ୍ଧି ସାରା ଜୀବନ ସାଥି ହୋଇ ରହିବାକୁ ପ୍ରତିଜ୍ଞ କରିଥିବା ସୁନିତା କିନ୍ତୁ ଅଧାବାଟରୁ ଠ-କି ଦେଇଥିଲେ ନିଜ ସ୍ଵାମୀଙ୍କୁ । ସଧବା ସୁନିତା ଶ-ବ ପାଲଟିଯିବା ପରେ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ସୁରେଶ । ସ୍ତ୍ରୀ ର ଶ-ବ-କୁ ସ-ତ୍କା-ର କରିବା ପରିବର୍ତ୍ତେ ମ-ଲା ସ୍ତ୍ରୀ ସହ ସମୟ ବିତାଇଥିଲେ । କେତେବେଳେ ସୁଖ ଦୁଃଖ ହେଉଥିଲେ ତ କେତେବେଳେ ଖୁଆଇ ଦେଉଥିଲେ ।

ତେବେ ସ୍ତ୍ରୀ କୁ ହରାଇ ମା-ନ-ସି-କ ଭା-ର-ସା-ମ୍ୟ ହରାଇ ସାରିଥିଲେ କି ସୁରେଶ ? ତାଙ୍କ ମା-ନ-ସି-କ ଅବସ୍ଥା ଦେଖିଲେ ମନେ ହେଉଛି ସେ ସ୍ଵୀକାର କରି ପାରି ନାହାନ୍ତି ସ୍ତ୍ରୀ ର ଏପରି ବିଚ୍ଛେଦ । କାରଣ ଯେତେ ନିଜର ହେଲେ ବି ମ-ଲା ମଣିଷ ପାଖରେ କିଏ କଣ ଏତେ ସମୟ ବିତାଇପାରେ ? ଏ ଘ-ଟ-ଣା ସମ୍ପର୍କରେ ପାଖ ପଡୋଶୀଙ୍କ ଠାରୁ ଖବର ପାଇବା ପରେ ପୋଲିସ ଏ ପ୍ରଶ୍ନର ଉତ୍ତର ଖୋଜୁଛି ସୁରେଶଙ୍କ ଠାରୁ । ସୁନିତା ସବୁ ଦିନ ବାହାରକୁ ବାହାରନ୍ତି । କିନ୍ତୁ ସେଦିନ କିପରି ସକାଳୁ ବାହାରି ନାହାନ୍ତି ବୋଲି ପଡୋଶୀଙ୍କ ମନରେ ସ-ନ୍ଦେ-ହ ହୋଇଥିଲା ।

ଏହା ପରେ ସେମାନେ ଯାଇ ଦେଖିବା ପରେ ଜାଣି ପାରିଥିଲେ କି ସୁନିତା ଆଉ ନାହାନ୍ତି । ସୁନିତାଙ୍କ ମୃ-ତ୍ୟୁ ହୋଇଛି ବୋଲି ସୁରେଶଙ୍କୁ କହିବା ପରେ ସେ ଉତ୍ତର ଦେଇଥିଲେ କି, ‘ନା ସେ ମ-ରି-ନି, ମୁଁ ଲସି ରଖିଛି ସେ ଉଠିଲେ ପିଇବ’ । ସୁରେଶ ନ ଶୁଣିବାରୁ ଏବଂ ମୃ-ତ ଦେହରୁ ଦୁ-ର୍ଗ-ନ୍ଧ ଆସିବାରୁ ପଡୋଶୀ ମାନେ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପରେ ସୁରେଶଙ୍କୁ ପଚରା ଉଚରା କରିବା ସହ ପଡୋଶୀଙ୍କୁ ମଧ୍ୟ ପଚରା ଉଚରା କରିଥିଲା ଓ ସୁନିତାଙ୍କ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ପଠା ଯାଇଥିଲା ।

ତେବେ ସୂତ୍ରରୁ ଜଣାପଡିଛି ସୁନିତା ସୁରେଶଙ୍କ ଦ୍ଵିତୀୟ ପତ୍ନୀ ଥିଲେ । ଉଭୟ ମ-ଦ୍ୟ-ପ ହେବା ସହ ସେମାନଙ୍କ ମଧ୍ୟରେ କ-ଳି-ଝ-ଗ-ଡା ମଧ୍ୟ ହେଉଥିଲା । ସୁନିତାଙ୍କ ମୃ-ତ୍ୟୁ-ର କାରଣ ମଧ୍ୟ ଜଣା ପଡିନାହିଁ । ହେଲେ ମୃ-ତ୍ୟୁ ପରେ ଏଭଳି ଭଲ ପାଇବା ପ୍ରେମ ନା ପା-ଗ-ଳା-ମି ଏହାର ଉତ୍ତର ସମସ୍ତେ ଖୋଜୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।