ଶନି ହେଲେ ବକ୍ରୀ, 4 ରାଶିର ବଦଳିଯିବ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କଣ ରହିବ ଏହାର ପ୍ରଭାବ

ଶନିଦେବଙ୍କୁ ନ୍ୟାୟଦେବତା ବୋଲି ମାନାଯାଏ । ଯିଏ ସମସ୍ତଙ୍କୁ କର୍ମ ଅନୁସାରେ ଫଳ ଦେଇଥାନ୍ତି ଏହା ହିନ୍ଦୁ ଧର୍ମରେ ମାନ୍ୟତା ରହିଛି । ଶନିଦେବଙ୍କୁ ବୈଦିକ ମାନ୍ୟତା ଅନୁସାରେ କ୍ରୋଧୀ ବୋଲି ମାନା ଯାଇଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ଶନିଙ୍କର କୃପା ଦ୍ରୁଷ୍ଟି ଯାହା ଉପରେ ଠାରେ ପଡେ ତାହାର ଅନର୍ଥ ହୋଇଥାଏ । କିନ୍ତୁ ଯାହା ଉପରେ ଶନିଦେବ ପ୍ରଶ୍ନ ହୋଇଥାନ୍ତି ତାହାର ଭାଗ୍ୟ ବଦଳିଯାଏ । ଆଜି ଆମେ ଆପଣ ମାନଙ୍କୁ ଶନିଦେବଙ୍କର ବକ୍ର ଦ୍ରୁଷ୍ଟି କେଉଁ ରାଶି ମାନଙ୍କ ଉପରେ ପଡିବ ସେହି ବିଷୟରେ କହିବାକୁ ଯାଉଛୁ ।

ଶନିଦେବଙ୍କର ବକ୍ର ଦ୍ରୁଷ୍ଟି କେବଳ ଜଣେ ବ୍ୟକ୍ତି ଉପରେ ପଡେ ନାହି ବରଂ ଦେଶ ଦୁନିଆରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଦେଶରେ ଅନେକ ପ୍ରକାର ଭୂମିକମ୍ପ ଆଦି ଘଟଣା ଆପଣ ମାନେ ଦେଖି ସାରିଥିବେ । ଯାହାର ଆରମ୍ଭ କେଉଁ ଠାରୁ ନାଁ କେଉଁ ଠାରୁ ଆରମ୍ଭ ହୋଇ ସାରିଛି । ଦେଶରେ ଅନେକ ପ୍ରକାରର ସମସ୍ଯା ସୃଷ୍ଟି ହୋଇ ସାରିଛି । କହି ରଖୁଚୁ କି ଏହି ସମୟରେ ବାତାବରଣ ଶୀତଳ ଓ ଅଧିକ ପବନ ବୋହିବାର ସମ୍ଭାବନା ରହିଛି ।

ଆସନ୍ତୁ ଜାଣିବା ରାଶି ମାନଙ୍କ ଉପରେ ଶନିଦେବଙ୍କର କିପରି ପ୍ରଭାବ ପଡିବ

ମେଷ ରାଶି : ମେଷ ରାଶିର ଲୋକ ମାନଙ୍କ ବିଷୟରେ କହିବାକୁ ଗଲେ ଦଶମ ସ୍ଥାନରେ ଶନିଙ୍କର ବକ୍ର ଦ୍ରୁଷ୍ଟି ରହୁ ଥିବାରୁ ସେମାନଙ୍କ କାମ ଉପରେ ପ୍ରଭାବ ପଡିବ । କାମ କାର୍ଯ୍ୟକୁ ନେଇ ଅଧିକ ବ୍ୟସ୍ତ ରହିବେ ।

ବୃଷ ରାଶି : ଭାଗ୍ୟରେ କିଛି ନୂଆ ପରିବର୍ତ୍ତନ ହେବାକୁ ସମୟ ଲାଗିବ । ଆର୍ଥିକ ସମସ୍ଯା ଦେଖା ଯାଇପାରେ । ଆପଣଙ୍କର କଠିନ ସମୟ ରହିବ । ତେଣୁ ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ ।

ମିଥୁନ ରାଶି : ଧନ ସମ୍ଭଧୀୟ କିଛି ସମସ୍ଯା ହୋଇପାରେ । ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ କମ ରହିବ ।

କର୍କଟ ରାଶି : ଦାଂପତ୍ଯ ଜୀବନରେ ବିବାଦ, ଧନର ଅଭାବ, ବିବାହରେ ବାଧା ସୃଷ୍ଟି ହେବ ।

ସିଂହ ରାଶି : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଅଧିକ ଖର୍ଚ୍ଚ ହୋଇପାରେ ।

କନ୍ୟା ରାଶି : ସନ୍ତାନ ପକ୍ଷ, ଶିକ୍ଷା ପ୍ରଭାବିତ ହେବ, ନିଜ ଲୋକଙ୍କ ସହ ବିବାଦ ହୋଇପାରେ ।

ତୁଳା ରାଶି : ପରିବାରେ ବିବାଦ, ଆୟରେ ପ୍ରଭା ପଡି, ସୁଖଶାନ୍ତିରେ କମି ଆସିବ ।

ବିଛା ରାଶି : ପରାକ୍ରମରେ କମି ଆସିବ, ଭାଇ ଭଉଣୀ ସହ ଝଗଡା ହୋଇପାରେ ।

ଧନୁ ରାଶି : ବଚନ ଉପରେ ନିୟନ୍ତ୍ରଣ, ଧନର ଅଭାବ, ସମ୍ପତିକୁ ନେଇ ବିବଡା ହୋଇପାରେ ।

ମକର ରାଶି : ମାନସିକ କଷ୍ଟ, ପିତାଙ୍କୁ କଷ୍ଟ ହୋଇପାରେ, ଅଯଥାରେ କାମ କରି ପାରନ୍ତି ।

ମୀନ ରାଶି : ଅଧିକ ଧନ ଖର୍ଚ୍ଚ ହେବ । ଆୟର ନୂଆ ସ୍ରୋତ ମିଳିବ ।

ଶନିଦେବଙ୍କର ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ପ୍ରଭୁ ହନୁମାନଙ୍କର ପୂଜା କରନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।