ସ୍ତ୍ରୀ Shreya ଆଣିଲେ ସ୍ଵାମୀ Humane Sagarଙ୍କ ନାଁ ରେ ସାଂଘାତିକ ଅଭିଯୋଗ, ଏବେ ପ୍ରଶ୍ନ ଉଠୁଛି ପତି, ପତ୍ନୀ ଓ ସେ ମଧ୍ୟରେ ଦୋଷ କାହାର! 

ନମସ୍କାର ବନ୍ଧୁଗଣ, ଷ୍ଟାର କଳି ଏବେ ରାସ୍ତାରେ ପଡି ଗଡ ଗଡାଉଛି । ଆଜ୍ଞା ହଁ ଆମେ କହୁଛୁ ଓଡିଶାରେ ବେସ ସୁନାମ ଅର୍ଜନ କରିଥିବା ସିଙ୍ଗର ହ୍ୟୁମାନ ସାଗରଙ୍କ ବିଷୟରେ । ଏବେ ତାଙ୍କ ଗୀତ ପାଇଁ ସେ ଚର୍ଚ୍ଚାରେ ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ତଥା ପାରିବାରିକ ମାମଲା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଖବର ଅନୁଯାୟୀ ହ୍ୟୁମାନଙ୍କ ପତ୍ନୀ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଘରୋଇ ହିଂସାର । ତେବେ ଆଉ ଡେରି ନକରି ଏହି ଖବର ପଛରେ କଣ ରହିଛି ପ୍ରକୃତ ସତ ଆସନ୍ତୁ ଜାଣିବା ।

ସ୍ଵାମୀଙ୍କ ଠାରୁ ସୁରକ୍ଷା ପାଇବା ପାଇଁ ଏବଡେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଶ୍ରେୟା । ଜୌତକ ନିଆଁରେ ଜଳିବା ପୂର୍ବରୁ ଆଉ କେଉଁ ନାରୀ ସ୍ଵାମୀ ଉପରେ ଭାଗ ବସାଇବା ପୂର୍ବରୁ ସବୁକିଛି ଠିକ ଠାକ କରିବା ପାଇଁ ଚାହୁଁଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା । କିନ୍ତୁ ଶ୍ରେୟା ହ୍ୟୁମାନଙ୍କ ବିରୋଧରେ ଆଣିଥିବା ବହୁତ ସଙ୍ଗିନ ଅଟେ ।

ସେ ଅଭିଯୋଗ ଆଣିଛନ୍ତି କି ହ୍ୟୁମାନ ତାଙ୍କୁ ମଦ ପିଇ ମାଡ ମାରିବା ସହ ଯୌତୁକ ମାଧବୀ ଦାବି କରନ୍ତି ।  ପ୍ରତି କଥାରେ ଆକ୍ରମଣ ତଥା ଜୀବନରୁ ମାରିଦେବା ପାଇଁ ଧମକ ଦେବାର ଧମକ ମଧ୍ୟ ଦେଉଥିଲେ ହ୍ୟୁମାନ । ଏହା ମଧ୍ୟ ହ୍ୟୁମାନ ସ୍ତ୍ରୀ ଅଭିଯୋଗ କରିଛନ୍ତି କି ହ୍ୟୁମାନ ତାଙ୍କ ଧର୍ମ ବଦଳାଇବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ । କାରଣ ତାଙ୍କ ପତ୍ନୀ ହିନ୍ଦୁ ଥିଲେ ଆଉ ହ୍ୟୁମାନ ଖ୍ରୀଷ୍ଟିୟାନ ।

ଥାନାରେ ପହଞ୍ଚିବା ପରେ ହ୍ୟୁମାନ କହିଛନ୍ତି କି ସେ ସବୁ ଧର୍ମକୁ ଭଲ ପାଆନ୍ତି । ତେଣୁ ସେ ତାଙ୍କ ସ୍ତ୍ରୀକୁ ଖ୍ରୀଷ୍ଟିୟାନ ହେବା ପାଇଁ କେବେ ବାଧ୍ୟ କରିନାହାନ୍ତି । 5 ଲକ୍ଷ 10 ଲକ୍ଷ ତାଙ୍କ ସ୍ତ୍ରୀ ଠାରୁ ଯୌତୁକ ଦାବି କରିବା କଥାର ସେ ଉତ୍ତର ଦେଇଛନ୍ତି କି ଓଡିଶାବାସୀଙ୍କ ଭଲ ପାଇବାରେ ସେ ବହୁତ ଖୁସିରେ ଅଛନ୍ତି ତାଙ୍କର ଦଶ ଲକ୍ଷ କଣ ହେବ ।

ସେ ଏହି କଥାକୁ ମିଥ୍ୟା ବୋଲି କହିଛନ୍ତି । ଏବଂ ତାଙ୍କ ପତ୍ନୀଙ୍କୁ ଜୀବନରୁ ମାରିବା ପାଇଁ କରିଥିବା ଉଦ୍ୟମ କଥାକୁ ସେ କହିଲେ କି ଆରେ ୟାର କାହିଁକି ମାରିବି ମୁଁ, ମୁଁ କଣ ମର୍ଡରର । ତେବେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ କଥାକୁ ସେ ମିଥ୍ୟା ଅଭିଯୋଗ ବୋଲି ମିଡିଆ ସାମ୍ନାରେ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।