ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି, ସ୍ଵାମୀ ଅନ୍ୟ ତୃତୀୟ ଜଣଙ୍କୁ ଖୋଜିଥାଏ ! କାରଣ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବିବାହ ପରେ ସାତ ଜନ୍ମର ସମ୍ପର୍କରେ ବାନ୍ଧି ହେବା ପରେ ଉଭୟ ଉଭୟଙ୍କ ସହ ସାତ ଜନ୍ମ ସାଥି ହୋଇ ଚାଲିବାର ନିସ୍ପତି ନେଇଥାନ୍ତି । କିନ୍ତୁ ଏହି ନିସ୍ପତି ମଝିରେ ବ୍ୟତିକ୍ରମ ଦେଖା ଦେଇଥାଏ ବହୁତ ଜଣଙ୍କ ଦାମ୍ପତ୍ୟ ଜୀବନରେ । ତେବେ ଏହା କାହିଁକି ହୋଇଥାଏ ବିବାହର କିଛି ଦିନ ପରେ ସ୍ଵାମୀ ସ୍ତ୍ରୀ ଛଡା ତୃତୀୟ ଜଣଙ୍କୁ କାହିଁକି ଚାହିଁଥାଏ । ଏହା ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ।

ଆଗରୁ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଭଲ ପାଇବା କମିବା ପରେ ପିଲାଟି କୋଳକୁ ଆସିଯାଉଥିଲା । ଯାହା ଫଳରେ ବାପା ମାର ସ୍ନେହ ବନ୍ଧନରେ ବାନ୍ଧି ହୋଇ ସ୍ଵାମୀ ସ୍ତ୍ରୀ ପରସ୍ପର ଠାରୁ ଅଲଗା ହେବାର କଥା ଭାବୁନଥିଲେ । କିନ୍ତୁ ଆଜି ଏହକି ସମସ୍ତ କଥାରେ ବହୁତ ବେଶି ବ୍ୟତିକ୍ରମ ଦେଖିବା ପାଇଁ ମିଳିଛି । କେହି ମଧ୍ୟ ଛୁଆ ମୁହଁ ଚାହିଁ ସମ୍ପର୍କ ରଖି ରହିବା ପାଇଁ ଚାହୁଁ ନାହାନ୍ତି ଅଳ୍ପ କିଛି ଝଗଡା ହେଲେ ବି ଦୂରେଇ ଯିବାର ନିସ୍ପତି ସଙ୍ଗେ ସଙ୍ଗେ ନେଇ ଯାଉଛନ୍ତି ଆଜିର ଯୁବପିଢୀ ।

2005 ମସିହାରେ ଏନେଇ ଏକ ଆଇନ ଗଠିନ କରାଗଲା । ଏହି ଆଇନ ଗଠନ କରାଗଲା ଘରୋଇ ହିଂ-ସା ନିମନ୍ତେ । ଏହାପରେ ଅନେକ ଘଟଣା ସାମ୍ନାକୁ ଆସିଲା । ଏହି ଘରୋଇ ହିଂ-ସା ଆଇନରେ ପ୍ରଥମେ ଅଭିଯୋଗ ଦେଖି ପୋଲିସ କୌଣସି ପଦକ୍ଷେପ ନେଇ ନଥାଏ । ପ୍ରଥମେ ଘରୋଇ ହିଂ-ସା ଆଇନ ଅନୁଯାୟୀ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଆପଶ ବୁଝାବଣା ପାଇଁ କିଛି ସମୟ ଦିଆଯାଏ ।

ଯଦି ଏହାପରେ ମଧ୍ୟ କୌଣସି ସମାଧାନ ହୋଇନଥାଏ । ତେବେ ପୋଲିସ ହୋଇଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ହ୍ୟୁମାନଙ୍କ ମାମଲାରେ ଯଦି ଏହି ଆପଶ ବୁଝାବଣା ସମ୍ଭବ ହୁଏ ତେବେ ତାଙ୍କ ଘର ନ ଭାଙ୍ଗି ପୁଣି ଭଲ ସମ୍ପର୍କଟିଏ ଗଢି ଉଠିବ । ଯଦି ସମଧାନ ନ ହୁଏ ତେବେ ହ୍ୟୁମାନଙ୍କ ନାମରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଏହାର ତଦନ୍ତ କରିବା ଆରମ୍ଭ କରିବ ।

ଆଇନ ଅନୁଯାୟୀ ଯଦି ସ୍ଵାମୀ ସ୍ତ୍ରୀ ଅଲଗା ବି ହୁଅନ୍ତି ତେବେ ସେମାନଙ୍କ ପିଲାର ଭରଣ ପୋଷଣ ଦାୟିତ୍ଵ ବାପାକୁ ଦିଆ ଯାଇଥାଏ ଏବଂ ପିଲାର ଭଲ ମନ୍ଦ ବୁଝିବା ପାଇଁ ସୁଯୋଗ ଦିଆଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।