ସ୍ତ୍ରୀ ର ଏହି ଫଟୋକୁ ଦେଖି ସ୍ଵାମୀ ମାଗିଲା ଛାଡପତ୍ର, ଜୁମ୍ କରି ଦେଖନ୍ତୁ, ହୋସ ଉଡିଯିବ ଆପଣଙ୍କର

କହିବାକୁ ଗଲେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ବହୁତ କୋମଳ ହୋଇଥାଏ । ଏହା ମଧ୍ୟରେ ଯଦି ସନ୍ଦେହ ଆସି ଯାଇଥାଏ ତେବେ ଭଲ ଭଲ ସମ୍ପର୍କ ବି ଭାଙ୍ଗି ଯାଇଥାଏ । କିଛି ଏମିତି ହିଁ ବାକ୍ୟା ଏଠି ହୋଇଛି । ଇଣ୍ଟର୍ନେଟରେ ବର୍ତ୍ତମାନ ସମୟରେ ଏକ ଫଟୋ ବହୁତ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଫଟୋରେ ଏକ ମହିଳା ନିଜର ବିନ୍ଦାସ ଅନ୍ଦାଜରେ ବସିଥିବାର ନଜର ଆସୁଛି ।

କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ଏହି ମହିଳା ସହିତ ଏକ କାହାଣୀ ବି ଭାଇରାଲ ହେଉଛି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ଫଟୋକୁ ବହୁତ ଶେୟାର କରାଯାଉଛି । ଏହା ପରେ କୁହାଯାଉଛି କି ଏହି ଫଟୋକୁ ଦେଖିବା ପରେ ମହିଳାର ସ୍ଵାମୀ ତାକୁ ଛାଡପତ୍ର ମାଗିଛି ।

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ମହିଳା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ସୂଚନା ମିଳି ନାହିଁ । ଖବର ଅନୁସାରେ ମହିଳା ଜଣକ ନିଜ ସ୍ଵାମୀକୁ ନିଜର କିଛି କାମ ଅଛି ବୋଲି କହି କିଛି ଦିନ ପାଇଁ ବାହାରକୁ ଯାଇଥିଲା । ଏହା ପରେ ମହିଳା ଯେଉଁ ହୋଟେଲରେ ରହିଥିଲା ସେହି ହୋଟେଲରୁ ନିଜର ଏକ ଫଟୋ କ୍ଲିକ କରି ନିଜର ସ୍ଵାମୀକୁ ପଠାଇଲା । କିନ୍ତୁ ସ୍ଵାମୀ ପତ୍ନୀର ପ୍ରଥମ ଫଟୋ ଦେଖିବା ପରେ ଅଚାନକ କିଛି ଅନ୍ୟ ଫଟୋର ଡିମାଣ୍ଡ କରିଲା ।

ସ୍ଵାମୀର ଡିମାଣ୍ଡ ଶୁଣି ପତ୍ନୀ କିଛି ବି ବୁଝି ପାରିଲା ନାହିଁ ଓ ସେ ନିଜ ସ୍ଵାମୀକୁ ନିଜର କିଛି ଅଲଗା ଫଟୋ ପଠାଇଦେଲା । ଯାହାକୁ ଦେଖି ସ୍ଵାମୀର ଗୋଡ ତଳୁ ମାଟି ଖସିଗଲା । ଯେତେବେଳ ସ୍ଵାମୀ ପତ୍ନୀର ଫଟୋକୁ ଜୁମ୍ କରି ଦେଖିଲା ତେବେ ତାହର ସନ୍ଦେହ ବିଶ୍ଵାସରେ ବଦଳି ଗଲା ଓ ସେ ସଙ୍ଗେ ସଙ୍ଗେ ପତ୍ନୀକୁ ଛାଡପତ୍ର ଦେବା ପାଇଁ କହିଲା ।

ଶେଷରେ ସ୍ଵାମୀକୁ କଣ ଦେଖା ଗଲା ଦ୍ଵିତୀୟ ଫଟୋରେ ?

ଯେତେବେଳେ ସେ ଫଟୋକୁ ଜୁମ୍ କରି ଦେଖିଲା ତେବେ ତାକୁ ନିଜ ପତ୍ନୀର ପଛ ପଟେ ଅନ୍ୟ ଏକ ବ୍ୟକ୍ତି ଥିବାର ଅନୁଭବ ହେଲା । ସନ୍ଦେହ ହେବା ପରେ ସେ ସଙ୍ଗେ ସଙ୍ଗେ ହୋଟେଲକୁ ଫୋନ ଲଗାଇଲା ଯାହା ପରେ ତାକୁ ଜଣା ପଡିଲା କି ତାହାର ପତ୍ନୀ ସହିତ ସେହି ରୁମରେ ଅନ୍ୟ ଏକ ବ୍ୟକ୍ତି ବି ରହିଛି । ଏହା ପରେ ସେ ନିଜ ପତ୍ନୀକୁ ଛାଡପତ୍ର ମାଗିଲା ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।