ଯେଉଁ ମହିଳାଙ୍କ ହୋଇଥାଏ ଏହି ନାମ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ କେବେ ବି ହୋଇପାରେ, ଏହି ସବୁ ନାମ ହେଇଥାଏ ଅଶୁଭ

ଯେଉଁ ମହିଳାଙ୍କ ନାମ ଏହି ୫ଟି ନାମଥାଏ, ସେଠି ଭୟଙ୍କର ବର୍ବାଦି ଆସିଥାଏ । କହିବାକୁ ଗଲେ ତାର ପୁରା ବଂଶ ନାସ ହୋଇଯାଏଥାଏ । ସେଥିପାଇଁ ଭୁଲରେ ବି କୌଣସି ମହିଳାର ଏହିଭଳି ନାମ କେବେ ବି ରଖନ୍ତୁ ନାହିଁ । ନଚେତ ଅନର୍ଥ ହୋଇପାରେ । ଯଦି ଆପଣ ଏହିଭଳି ରଖୁଛନ୍ତି ତେବେ ଆପଣଙ୍କ ବହୁତ ଅସୁବିଧା ହୋଇପାରେ । ଆପଣମାନେ ପ୍ରାୟତଃ ଦେଖିଥିବେ କି କିଛି ମହିଳାମାନଙ୍କ ଏମିତି ନାମ ଥାଏ, ଯାହାକୁ କହିବାକୁ ଅଳ୍ପ ଅଜବ ଲାଗିଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ବିଷୟରେ କହିବାକୁ ଯାଉଛୁ । ଯାହା ଖାସ କରି ମହିଳାଙ୍କ ନାମ ରଖିବା କଥା ନୁହେଁ । ଶାସ୍ତ୍ର ଅନୁସାରେ ମହିଳାଙ୍କ ଏହି ନାମ ରଖିବା ଦ୍ଵାରା କିମ୍ବା ତାଙ୍କୁ ଏହି ନାମରେ ଡାକିବା ଦ୍ଵାରା ଭୟଙ୍କର ବର୍ବାଦି ହୋଇଥାଏ । ଯେଉଁ ମହିଳାମାନଙ୍କ ନାମ ଏହି ଶବ୍ଦରୁ ଆରମ୍ଭ ହୋଇଥିବ ଓ ସେମାନେ ଯାହା ଘରକୁ ଯିବେ ତାଙ୍କ ଘରେ କେହି ଖୁସିରେ ରହିବେ ନାହିଁ । ଏମିତିରେ ପୁରା ପରିବାର ନଷ୍ଟ ହୋଇଯାଏ । ସେଥିପାଇଁ ଭୁଲରେ ବି ମହିଳାଙ୍କ ଏହି ନାମରେ କେବେ ବି ରଖନ୍ତୁ ନାହିଁ । ନଚେତ କିଛି ବି ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ନାମ ଗୁଡିକ ବିଷୟରେ ।

୧) ଗାନ୍ଧାରୀ :

ଗାନ୍ଧାରୀ ଏକ ବହୁତ ଶକ୍ତିଶାଳି ମହିଳା ଥିଲେ । ତାଙ୍କର ବିବାହ କୌରବଙ୍କ ଘରେ ହୋଇଥିଲା । ଏହି କାରଣରୁ ସେ ବହୁତ ଦୁଖର ସାମ୍ନା କରିଥିଲେ ଓ ତାଙ୍କର ସବୁ ପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ସେଥିପାଇଁ କୌଣସି ବି ବ୍ୟକ୍ତି କୌଣସି ବି ମହିଳାର ନାମ ଗାନ୍ଧାରୀ ରଖି ନ ଥାଏ ଓ ଏହି ନାମ ରଖିବା କାହାକୁ ବି ପସନ୍ଦ ଆସି ନ ଥାଏ ।

୨) କୈକୟୀ :

କୈକୟୀଙ୍କ ସମ୍ବନ୍ଧ ରାଜା ପରିବାରର ସହ ଥିଲା । କିନ୍ତୁ ସେ ଘରର ଚାକରାଣୀ କଥାରେ ନିଜ ପରିବାରରେ ହିଁ ମତଭେଦ ଆଣିଥିଲେ । ଏହି କାରଣରୁ ତାଙ୍କ ପରିବାରରେ ଦୁଖର ଆଗମନ ହୋଇଥିଲା । ସେଥିପାଇଁ କେହି ବି ଏହି ନାମକୁ ରଖିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ତାଙ୍କର ନାମ କୌଣସି ମହିଳାର ରଖୁଛନ୍ତି ତେବେ ଆପଣଙ୍କ ପରିବାରରେ ଯୁଧ୍ୟ ହେବାର ସମ୍ଭାବନା ଅଛି ।

୩) ମନ୍ଦୋଦରୀ :

ମନ୍ଦୋଦରୀର ଅର୍ଥ ହେଉଛି ବୁଦ୍ଧିମାନ, ଦୟାଲୁ ଓ ଗୁଣବତି । କିନ୍ତୁ ସେ ରାବଣଙ୍କ ସ୍ତ୍ରୀ ଥିଲେ । ସେଥିପାଇଁ କୌଣସି ବ୍ୟକ୍ତି ନିଜ ଝିଅର ନାମ ମନ୍ଦୋଦରୀ ରଖନ୍ତି ନାହିଁ ।

୪) ମନ୍ଥରା :

ମନ୍ଥରା କାରଣରୁ ଭଗବାନ ଶ୍ରୀ ରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କୁ ୧୪ ବର୍ଷ ବନବାସ ଯିବାକୁ ପଡିଥିଲା । ଏହି କାରଣରୁ କୌଣସି ବି ବ୍ୟକ୍ତି ନିଜ ଝିଅର ନାମ ମନ୍ଥରା ରଖେ ନାହିଁ ।

୫) ଦ୍ରୋପଦୀ :

ଦ୍ରୋପଦୀ ଜଣେ ରାଜା ପରିବାରର ଝିଅ ଥିଲେ । ଏହା ସତ୍ବେ ବି ଲୋକମାନେ ନିଜ ଝିଅଙ୍କ ନାମ ଦ୍ରୋପଦୀ ରଖନ୍ତି ନାହିଁ । କାରଣ ଦ୍ରୋପଦୀଙ୍କୁ ପଞ୍ଚୁ ପାଣ୍ଡବଙ୍କ ସହ ବିବାହ କରିବାକୁ ପଡିଥିଲା । ଏହି କାରଣରୁ କୌଣସି ବି ମା ନିଜ ଝିଅର ନାମ ଭୁଲରେ ବି ଦ୍ରୋପଦୀ କେବେ ବି ରଖନ୍ତି ନାହିଁ ।

୬) ସୃପଣଖା :

ସୃପଣଖା ରାମାୟଣର ଏକ ଦୁଷ୍ଟ ପାତ୍ର ଅଟେ । ସେ ରାବଣଙ୍କ ଭଉଣୀ ଥିଲା । ସେ ବହୁତ ଯୁଧ୍ୟ କରାଇଛନ୍ତି । ସୁପେ ଭଳି ନଖ ଥିବା ହେତୁ ତାଙ୍କର ନାମ ସୃପନଖା ଥିଲା । ସେଥିପାଇଁ କେହି ବି ନିଜ ଝିଅଙ୍କ ନାମ ସୃପନଖା ରଖନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।