ଶୋଇବା ସମୟରେ କରନ୍ତୁ ନାହିଁ ଏହି ୪ ଟି କାମ, ନଚେତ ଦରିଦ୍ରତା ପଛ ଛାଡିବ ନାହିଁ

ବସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଏହି ୪ ଟି କାମ କେବେ ବି କରନ୍ତୁ ନାହିଁ ନଚେତ ଦରିଦ୍ରତା ଆପଣଙ୍କ ପିଛା ଛାଡିବା ନାହିଁ । କହିବାକୁ ଗଲେ ସମସ୍ତେ ପ୍ରାୟତଃ ଏମିତି ଛୋଟ ଛୋଟ ଭୁଲ କରିଥାନ୍ତି ଯାହାଦ୍ୱାରା ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ସବୁ କାମ କରିବାର ଏକ ସଠିକ ସମୟ ନିର୍ଧାରିତ ହୋଇଛି । କହିବାକୁ ଗଲେ ରାତିରେ ଲୋକମାନେ ଶୋଇବାକୁ ଯିବା ସମୟରେ ଏମିତି କିଛି ଭୁଲ କରି ଦିଅନ୍ତି, ଯାହା କରିବା ଉଚିତ ନୁହେଁ ।

ରାତିରେ ଶୋଇବା ସମୟରେ ଏପରି କୌଣସି କାମ କରିବା କଥା ନୁହେଁ । ଏହିଭଳି କାମ କରିବା ଦ୍ଵାରା ଆପଣଙ୍କ ଧନହାନୀ ହେବା ସହିତ ଦରିଦ୍ର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ କେବେ ବି ମୁଣ୍ଡ ପାଖରେ ମନିପର୍ସ ରଖି ଶୋଇବା କଥା ନୁହେଁ । ଏହିଭଳି କରିବା ଦ୍ଵାରା ଘରର ଖର୍ଚ ବଢିଥାଏ ଏବଂ ବ୍ୟକ୍ତି ଦରିଦ୍ର ହୋଇଯାଏ । ସେଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେ ବି ମନିପର୍ସ କିମ୍ବା ଟଙ୍କା ରଖନ୍ତୁ ନାହିଁ ।

ବ୍ୟକ୍ତିଙ୍କୁ ଭୁଲରେ ବି ଶୋଇବା ସମୟରେ ମୁଣ୍ଡ ପାଖରେ ଜୋତା କିମ୍ବା ଚପଲ ରଖି ଶୋଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ ଭୁଲ ହୋଇଥାଏ । ଏହି କାରଣରୁ ବହୁତ ବଡ ସମସ୍ୟା ଘରକୁ ଆସିଥାଏ ଓ ଏହି କାରଣରୁ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାଆନ୍ତି ।

ବାସ୍ତୁ ଶାସ୍ତ୍ରରେ ଏହା ବିଷୟରେ ବି ଉଲ୍ଲେଖ କରାଯାଇଛି କି ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ କେବେ ବି ନିଜର ମୁଣ୍ଡ ପାଖରେ ସୁନା କିମ୍ବା ଚାନ୍ଦିର ଜିନିଷକୁ ରଖି ଶୋଇବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ସୋଭାଗ୍ୟ ବି ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ।

ଶାସ୍ତ୍ରରେ ଏହା ବି କୁହାଯାଇଛି କି ରାତିରେ ଶୋଇବା ସମୟରେ ବ୍ୟକ୍ତିକୁ ନିଜ ମୁଣ୍ଡ ପାଖରେ କୌଣସି ବି ଧାତୁର ଜିନିଷ କିମ୍ବା ଧାତୁରେ ତିଆରି ଚାବି ରଖିବା ଉଚିତ ନୁହେଁ । ଲୁହା ବ୍ୟତିତ୍ୟ ଅନ୍ୟ କୌଣସି ଧାତୁ ନିର୍ମିତ ଚାବିକୁ ମୁଣ୍ଡ ପାଖରେ ରଖି ଶୋଇବେ ତେବେ ଏହା ଆପଣଙ୍କ ଜୀବନରେ ଅଭାବ ନେଇ ଆସିଥାଏ । ସେଥିପାଇଁ ଅନ୍ୟ କୌଣସି ଧାତୁରେ ନିର୍ମିତ ଚାବିକୁ ମୁଣ୍ଡ ପାଖରେ ରଖି ଶୟନ କରନ୍ତୁ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।