ଗାଁରେ ବୁଦା ପଛପଟେ ସ୍ତ୍ରୀକୁ ଅସଂଯତ ଅବସ୍ଥାରେ ଦେଖି ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ…ଆଉ ତା’ ପରେ ଯାହା କରିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ସ୍ଵାମୀ ସ୍ତ୍ରୀ ସମ୍ପର୍କ ହେଉଛି ସବୁଠାରୁ ବିଶ୍ଵାସ ଓ ପ୍ରେମ ର ସମ୍ପର୍କ । ଏହି ସମ୍ପର୍କ କୁ ଖରାପ କରିଛନ୍ତି ଜଣେ ସ୍ତ୍ରୀ । ତେବେ ସ୍ଵାମୀ କୁ ଲୁଚାଇ ପର ପୁରୁଷ ସହ ସମ୍ପର୍କ ରଖିଥିଲେ ସ୍ତ୍ରୀ ।  ତେବେ ଏହି ଭଳି ଚାଞ୍ଚଲ୍ୟକର  ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲାର ଝାରପଡା ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମ ପଞ୍ଚାୟତ ର ପାଣ୍ଡରା ଗ୍ରାମର ଇଟା ଭାଟି ସାହିରେ ଘଟିଛି ।  ସେହି ସାହିର ଅଧିବାସୀ କାନ୍ହୁ ସିଂହ ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ବେଶ ଖୁସିରେ ରହୁଥିଲେ ।

ତେବେ ସେହି ସୁଖର ସଂସାର କୁ ଯେପରି କାହାର ନଜର ଲାଗିଗଲା ।  ନିଜର ସ୍ଵାମୀ ଓ ପିଲାଙ୍କୁ ଛାଡି ପର ପୁରୁଷ ସହ ଅନୟତିକ ସମ୍ପର୍କ ରଖିଥିଲେ ।  ତେବେ ଥରେ ନୁହଁ ଦୁଇ ଥର ନୁହଁ ପ୍ରତେକ ରାତି ରେ ନିଜର ସ୍ଵାମୀ ର ସାଙ୍ଗ ସହ ଅନୟତିକ ସମ୍ପର୍କ ରଖିଥିଲେ ସ୍ତ୍ରୀ ଅଞ୍ଜଲି ସିଂ। ତେବେ ତାଙ୍କର ପର ପୁରୁଷ ସହ ପ୍ରେମ ସମ୍ପର୍କ ର ସମ୍ଭନ୍ଧ ରେ ତାଙ୍କ ସ୍ବାମୀ ସନ୍ଧେହ କରି ଆଗରୁ ବୁଝାଇ ଓ ଚେତାବନୀ ମଧ୍ୟ ଦେଇଥିଲେ ।

ପିଲା ଦୁଇ ଟିଙ୍କୁ ଘରେ ଛାଡି ପ୍ରତେକ ଦିନ ବାହାରେ ସମୟ ବିତାଉଥିଲେ ଅଞ୍ଜଲି । ତେବେ ଗତ କାଲୀ ରାତିରେ ଯେତେ ବେଳେ ତାଙ୍କ ସ୍ଵାମୀ ଆସି ଅଞ୍ଜଲି ଙ୍କୁ ଖୋଜିଥିଲେ ସେ ଘରେ ନ ଥିଲେ ।  ତେବେ ତାଙ୍କୁ ଖୋଜିବାକୁ ଯାଇ ଏକ ଅଜଣା ସ୍ଥାନ ରୁ ନିଜର ସ୍ତ୍ରୀ କୁ ପାଇଥିଲେ କାନ୍ହୁ ।  ତାଙ୍କ ସ୍ତ୍ରୀ ଅସଂଯତ ଅବସ୍ଥା ରେ ଦେଖିଥିଲେ ସ୍ଵାମୀ ।

ଏହା ଦେଖି ନିଜର କ୍ରୋଧ ସମ୍ଭାଳି ପାରି ନ ଥିଲେ ସ୍ଵାମୀ ।  ସେ ସ୍ତ୍ରୀ କୁ ସେଠାରୁ ଆଣି ଘରେ କଚି ଦେଇଥିଲେ ।  ଏହା ପରେ ନିଜର ସ୍ତ୍ରୀ କୁ ବହୁତ ମାଆରିଥିଲେ ।  ତାଙ୍କ ମୁଣ୍ଡକୁ ଧରି ପିଇଟିଇବା ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା ଯାହା ଫଳରେ ସେହି ଘଟଣା ସ୍ଥାନରେ ଅଞ୍ଜଳିଙ୍କ ମୃତ୍ୟୁ ବରଣ ହୋଇଥିଲା ।

ତେବେ ଆଶ୍ଚର୍ଯ୍ୟ କଥା ହେଉଛିକି ହତୟଆ କରିବା ପରେ  ଅଭିଯୁକ୍ତ କାନ୍ହୁ କୁଆଡେ ବି ଯାଇ ନ ଥିଲେ ସେ ସେହି ଠାରେ ନିଜର ସ୍ତ୍ରୀ ର ଶବ ପାଖେ ବସିଥିଲେ ।  ଏହାର ଖବର ଶୁଣି ପଞ୍ଚାୟତ ପୋଲିସ କୁ ଖବର ଦେଇଥିଲେ ତେବେ ୭ ଘଣ୍ଟା ପରେ ପୋଲିସ ଆସି ଘଟଣା ର ତଦନ୍ତ କରିଥିଲେ ।