ମାଧୁରୀ ଶେୟର କରିଲେ ୧୬ ବର୍ଷ ପୁଅର ଲେଟେସ୍ଟ ଫୋଟୋ, ଲୁକରେ ଦେଉଛନ୍ତି ବଡ ବଡ – ହିରୋଙ୍କୁ ମାତ, ଫୋଟୋ ଶେୟର କରି ମାଧୁରୀ କହିଲେ…

ମାଧୁରୀ ଦୀକ୍ଷିତ ବଲୀଉଡର ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି ନିଜର ହସ ଦ୍ଵାରା ଲକ୍ଷ ଲକ୍ଷ ଲୋକ ମାନଙ୍କୁ ନିଜର ଦିବାନା କରି ଦିଅନ୍ତି । ତାଙ୍କର ଡାନ୍ସ ବି ଲୋକମାନଙ୍କୁ ବହୁତ ପସନ୍ଦ ଲାଗେ । ଫିଲ୍ମର ଏକ ସଫଳ ପାରି ଖେଳି ସାରିଥିବା ମାଧୁରୀ ଦୀକ୍ଷିତ ଜଲ୍ଦି ହିଁ ଫିଲ୍ମ ‘କଳଙ୍କ’ରେ ନଜର ଆସିବେ । ମାଧୁରୀ ୧୯୯୯ ମସିହାରେ ଆମେରିକାର ଫେମସ ସର୍ଜନ ଡକ୍ଟର ଶ୍ରୀରାମ ନେନେଙ୍କ ସହ ବିବାହ କରିଥିଲେ ।

କହିଦେଉଛୁ ଯେ ଯେତେବେଳେ ତାଙ୍କର ବାହାଘର ହେଲା ସେତେବେଳେ ଶ୍ରୀରାମଙ୍କୁ ଅନ୍ଦାଜ ନଥିଲା କି ମାଧୁରୀ ଭାରତର ଏତେ ବଡ ଷ୍ଟାର ଅଟନ୍ତି । ବାହାଘର ପରେ ମାଧୁରୀଙ୍କର ଦୁଇଟି ପୁଅ ହେଲା ଯାହାଙ୍କର ନାମ ଆରିନ ଏବଂ ରେୟାନ ଅଟେ । ବର୍ତ୍ତମାନ ହିଁ ମାଧୁରୀ ସୋସିୟାଲ ମିଡିୟାରେ ନିଜ ବଡ ପୁଅ ଆରିନଙ୍କର ଫଟୋ ପୋସ୍ଟ କରିଛନ୍ତି । ଏବଂ ଲେଖିଛନ୍ତି କି ତାଙ୍କୁ ବିଶ୍ଵାସ ହିଁ ହେଉ ନାହିଁ କି ସମୟ ଏତେ ଜଲ୍ଦି ବୀତି ଗଲା ।

୧୬ ବର୍ଷର ହେଲେ ଆରିନ

ଆରିନ ବର୍ତ୍ତମାନ ୧୬ ବର୍ଷର ହୋଇଗଲେଣି । ବର୍ତ୍ତମାନ ସେହି ଦିନ ଆଉ ଦୂର ନାହିଁ ଯେତେବେଳେ ଜଲ୍ଦି ହିଁ ଆରିନ ବଲୀଉଡରେ ଡେବ୍ୟୂ କରିବେ । ବର୍ତ୍ତମାନ ଠାରୁ ହିଁ ଆରିନ ନିଜର ସୁନ୍ଦର ଲୁକ କାରଣରୁ ଚର୍ଚାରେ ଆସି ଯାଇଛନ୍ତି । ମାଧୁରୀ ଦୀକ୍ଷିତ ପ୍ରାୟତଃ ସୋସିୟାଲ ମିଡିୟାରେ ନିଜର ଏବଂ ନିଜ ପରିବାରଙ୍କର ଫଟୋ ଶେୟାର କରିଥାନ୍ତି ।

କଳଙ୍କରେ ଆସିବେ ନଜର

ଗୋଟିଏ ସମୟ ଥିଲା ଯେତେବେଳେ ମାଧୁରୀ ଦୀକ୍ଷିତ ବଲୀଉଡରେ ରାଜ କରୁଥିଲେ । କିନ୍ତୁ ଆଜି ବି ତାଙ୍କର ଫିଲ୍ମ ଦେଖିବା ପାଇଁ ସିନେମାଘରେ ଭିଡ ଲାଗିଯାଏ । ବର୍ତ୍ତମାନ ହିଁ ତାଙ୍କର ଫିଲ୍ମ ‘କଳଙ୍କ’ର ଟ୍ରେଲର ରିଲିଜ ହୋଇଛି । ଏଥିରେ ଦର୍ଶକମାନେ ତାଙ୍କର ଲୁକର ବହୁତ ପ୍ରଶଂସା କରୁଛନ୍ତି ।

ମାଧୁରୀ ବିବାହ କରିବା ପରେ ଆମେରିକାରେ ସେଟଲ ହୋଇଗଲେ । କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ଏକ ଘର ନେଇ ସାରିଛନ୍ତି । ବର୍ତ୍ତମାନ ମାଧୁରୀ ନିଜର ସ୍ଵାମୀ ଏବଂ ପୁଅ ମାନଙ୍କ ସହ ପେଣ୍ଟ ହାଉସରେ ରହୁଛନ୍ତି । ମାଧୁରୀ ପରିବାର ଏବଂ କ୍ୟାରିୟର ମଧ୍ୟରେ ଭଲ ସନ୍ତୁଳନ ରଖିବାରେ ମାହିର ଅଟନ୍ତି ।

ଦେଖନ୍ତୁ ଫଟୋ –

ପୋଷ୍ଟଟି ଭଲ ଲାଗିଥିଲେ ଲାଇକ ଓ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।