ଭିଡିଓ : ରାହୁଲଙ୍କ ସଭାରେ ଲାଗିଲା ମୋଦୀ – ମୋଦୀ ର ନାରା, ରାଗିଯାଇ କଂଗ୍ରେସକର୍ମୀ କରି ଦେଲେ ସୀମା ପାର କଲେ ଏମିତି କାମ

ଲୋକସଭା ଇଲେକ୍ସନକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଯୁଧ୍ୟ ଚାଲିଛି । ଯେଉଁଠି ଗୋଟିଏ ପଟେ ବିଜେପି ପାଇଁ ସତ୍ତାରେ ରହିବା ଏକ ଚ୍ୟାଲେଞ୍ଜ ଅଟେ, ଅନ୍ୟ ପଟେ କଂଗ୍ରେସ ଏହି ସତ୍ତାକୁ ନିଜ ହାତରେ ଆଣିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି । ଲୋକସଭା ଇଲେକ୍ସନ ପାଇଁ କଂଗ୍ରେସ ଏବଂ ବିଜେପି ନିଜ ନିଜର ପ୍ରଚାରରେ ଲାଗି ଯାଇଛନ୍ତି । ଏହା ମଧ୍ୟରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କର ପ୍ରଚାର ବର୍ତ୍ତମାନ ଦିନରେ ଟ୍ରେଣ୍ଡ ହେଉଛି ।

ବେଙ୍ଗାଲୁରୁରେ ସୋମବାର ଦିନ ରାହୁଲ ଗାନ୍ଧୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ, କିନ୍ତୁ ତାଙ୍କୁ ଅଳ୍ପ ସମୟ ପାଇଁ ଅପାମନିତ ହେବାକୁ ପଡିଥିଲା । କାରଣ ତାଙ୍କର ଇଲେକ୍ସନ ପ୍ରଚାରରେ ଲୋକମାନେ ବିଜେପିର ନାରା ଲଗାଇଲେ । ଏହା ପରେ ମମାଲା ବଢି ଯାଇ କଂଗ୍ରେସ କାର୍ଯ୍ୟକର୍ତାମାନେ ବିଜେପିର ନାରା ଲଗାଉଥିବା ଲୋକମାନଙ୍କୁ ମାରପିଟ କରିବାକୁ ଲାଗିଲେ ।

ରାହୁଲଙ୍କ ସଭାରେ ଲାଗିଲା ମୋଦୀ ମୋଦୀ ନାରା

ବେଙ୍ଗାଲୁରୁରେ ଯେତେବେଳେ ରାହୁଲ ଗାନ୍ଧୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ, ତେବେ ସେହି ସମୟରେ ଲୋକମାନଙ୍କର ଭିଡ ମଧ୍ୟରେ ମୋଦୀ ମୋଦୀ ନାମର ନାରା ଲାଗିବା ଆରମ୍ଭ ହୋଇଗଲା । ଏହା ଦେଖି ରାହୁଲ କିଛି ସମୟ ପାଇଁ ଅସହଜ ହୋଇଗଲେ ଏବଂ ପୁଣି କିଛି ସମୟ ପରେ ସେ ନିଜର ଭାଷଣ ଜାରି ରଖିଲେ । ଏହା ସହିତ ମୋଦୀ ମୋଦୀ ନାରା ଲଗାଉଥିବା ଲୋକମାନେ ରାହୁଲଙ୍କୁ କହିଲେ କି ଆପଣ କାର୍ଯ୍ୟକ୍ରମ ଛାଡି ଚାଲି ଯାଆନ୍ତୁ । କାରଣ ଏଠି କେବଳ ମୋଦୀ ହିଁ ମୋଦୀ ଅଛନ୍ତି ।

ମୋଦୀ ମୋଦୀ ନାରା ଶୁଣି ରାଗିଗଲେ କଂଗ୍ରେସ

ମୋଦୀ ମୋଦୀ ନାରା ଶୁଣି କଂଗ୍ରେସ କାର୍ଯ୍ୟକର୍ତା ମାନେ ରାଗି ଯାଇ ବିଜେପି ସମର୍ଥକମାନଙ୍କୁ ମାରପିଟ କରିବାକୁ ଲାଗିଲେ । ମାମଲା ଏଠି ଅଟକିଲା ନାହିଁ ମୋଦୀ ମୋଦୀ ନାରା ଲଗାଉଥିବା ଜଣେ ବ୍ୟକ୍ତିଙ୍କୁ କର୍ନାଟକର ପୁଲିସ ଗିରଫ୍ତାର କରିନେଲେ, ଯାହାକୁ ବିଜେପି କଡା ନିନ୍ଦା କରିଲେ । କହିଦେଉଛୁ ଯେ କର୍ନାଟକ ବିଜେପି ଏହି ପୁରା ବାକ୍ୟକୁ ଟ୍ୱିଟର ଉପରେ ଶେୟାର କରିଛି ଏବଂ କଂଗ୍ରେସର ଚେହେରାକୁ ସାମନାକୁ ଆଣିଛି ।

ବିଜେପି ଲଗାଇଲେ କଂଗ୍ରେସ ଏବଂ ଜେଡୀଏସ ଉପରେ ଆରୋପ

କହିଦେଉଛୁ ଯେ କର୍ନାଟକରେ କଂଗ୍ରେସ ଏବଂ ଜେଡୀଏସର ସରକାର ଅଛି, ଏମିତିରେ ବିଜେପି ରାଜ୍ୟସରକାର ଉପରେ ଆକ୍ରମଣ କରିଛି । ବିଜେପିର କହିବା ଅଟେ କି ଏହି ଭିଡିଓ ସଫା ସଫା କହୁଛି କି କର୍ନାଟକରେ କଂଗ୍ରେସ ଏବଂ ଜେଡୀଏସର ରାଜର ଲୋକତନ୍ତ୍ରର କଣ ଦଶା ଅଛି ଏବଂ ଏହି ଭିଡିଓ ଏମାନଙ୍କ ଚେହେରାରୁ ପରଦା ହଟାଇବାର କାମ କରୁଛି । ପୋଷ୍ଟଟିକୁ ସେଆର କରନ୍ତୁ  ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।