ଅଦ୍ଭୁତ ଫଟୋଶପ କରି ଏହି ବ୍ୟକ୍ତି ଇଣ୍ଟର୍ନେଟରେ ହୋଇଗଲେ ଭାଇରାଲ, ବଲୀଉଡର ସବୁ ଷ୍ଟାରମାନଙ୍କ ସହିତ ଫୋଟୋରେ ଅଛନ୍ତି ସେ, ଆପଣ ଟିକିଏ ବି ଜାଣିପାରିବେ ନାହିଁ କି ଏଡିଟିଙ୍ଗ ହେଇଛି ବୋଲି, ଦେଖନ୍ତୁ

କେତେକ ଲୋକ ବଲୀଉଡ ଷ୍ଟାରମାନଙ୍କ ସହ ଫଟୋ ଉଠାଇବା ପାଇଁ ଇଛା ରଖନ୍ତି । କିଛି ଲୋକ ବଲୀଉଡ ଷ୍ଟାରମାନଙ୍କର ଅଟୋଗ୍ରାଫକୁ ବି ନିଜ ପାଖରେ ରଖିଥାନ୍ତି । କିନ୍ତୁ ସମସ୍ତଙ୍କର ଏହି ଇଛା ପୁରା ହୋଇ ନଥାଏ । କିଛି ଲୋକ ହିଁ ହୋଇଥାନ୍ତି ଯାହାଙ୍କର ସ୍ଵପ୍ନ ପୁରା ହୋଇଥାଏ । କିନ୍ତୁ ଆଜିକାଲି ସୋସିୟାଲ ମିଡିୟାରେ ଗୋଟିଏ ବ୍ୟକ୍ତି ବହୁତ ଭାଇରାଲ ହେଉଛି ।

ଯିଏ ନିଜର ଯୋଗ୍ୟତା ବଳରେ କେତେକ ଷ୍ଟାରଙ୍କ ସହିତ ନିଜର ଫଟୋକୁ ଫଟୋଶପ କରିଛନ୍ତି । ଏହି ବ୍ୟକ୍ତି ନିଜର ଇଂସ୍ଟାଗ୍ରାମ ପେଜ @unseenfriend ରେ ନିଜର ଏଡିଟିଂ ହୋଇଥିବା ଫଟୋ ଦେଇଛନ୍ତି । ଏହି ବ୍ୟକ୍ତି ବଡ ବଡ ଷ୍ଟାରମାନଙ୍କ ସହିତ ନିଜର ଫଟୋ ଏହିଭଳି ଭବାରେ ଫଟୋଶପ କରିଛନ୍ତି କି ଆପଣଙ୍କୁ ଏହି ଫଟୋ ସତ ବୋଲି ଲାଗିବ ।

ବେଳେ ବେଳେ ଆପଣ ଏହି ଫଟୋକୁ ଦେଖି ଧୋକା ଖାଇ ଯିବେ । ସୂଚନା ଅନୁସାରେ ଏହି ବ୍ୟକ୍ତି ଫିଲ୍ମ ଷ୍ଟାରମାନଙ୍କର ବହୁତ ବଡ ଫ୍ୟାନ ଅଟେ ଏବଂ ନିଜର ଇଛାକୁ ପୁରା କରିବା ପାଇଁ ସେ ଷ୍ଟାରମାନଙ୍କ ସହ ନିଜର ଫଟୋକୁ ଏଡିଟିଂ କରି ଛାଡିଛନ୍ତି । ଏହି ଫଟୋକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଆପଣ ହସିବେ ।

ଆମକୁ ବିଶ୍ଵାସ ଅଛି କି ଏହି ଫଟୋ ଗୁଡିକ ଦେଖିବା ପରେ ଆପଣ ଏହି ବ୍ୟକ୍ତିର ଯୋଗ୍ୟତାକୁ ପ୍ରଶଂସା କରିବେ ।

ଆଶାକରୁଛୁ ଏହି ଫୋଟୋସବୁ ଆପଣାକୁ ନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଲେ ସେଆର କରିବେ ଅଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।