ପ୍ରଥମ ପୁଅର ନାମ ରଖିଥିଲେ ତଇମୁର ତ ହେଇଥିଲା ଖୁବ ବିବାଦ, ଏବେ ସାମ୍ନାକୁ ଆସିଲା ଦ୍ଵିତୀୟ ପୁଅର ନାମ, ତ ହେଇପାରେ ବବାଲ

ଅଭିନେତ୍ରୀ କରିନା କପୁର ଓ ସେଫ ଅଲ୍ଲୀ ଖାନ ଏବେ ନିଜ ନିୟୁ ବେବି ସହ କ୍ଵାଲିଟି ଟାଇମ ବିତାଉଛନ୍ତି । କରିନା କପୁର ୨୧ ଫେବୃୟାରି ୨୦୨୧ ରେ ଦ୍ଵିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ସେ ଏବେ ଯାଏ ନିଜ ସାନ ପୁଅର ଚେହେରା ମିଡିଆରେ ରିଭିଲ କରି ନାହାନ୍ତି ।

କରିନା ସମୟ ସମୟରେ ସାନ ପୁଅର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ମଧ୍ୟ ତା ମୁହଁ ଲୁଚାଇ ଦେଉଛନ୍ତି । କିନ୍ତୁ ବଡ ପୁଅ ତେମୁର ଜନ୍ମ ହେବା ପରେ ହିଁ ସୋସିଆଲ ମିଡିଆରେ ତା ଚେହେରା ଆସି ଯାଇଥିଲା । ଏହାପରେ ତେମୁରକୁ ଖୁବ ଅଧିକ ଲାଇମ ଲାଇଟ ମିଳିବାକୁ ଲାଗିଥିଲା । ଏପରିକି ଏବେ ସେ ଘରୁ ପାଦ କାଢିବା ମାତ୍ରେ ମିଡିଆ ତାକୁ ଘେରି ନେଉଛନ୍ତି ।

କରିନା ଓ ସେଫ ଚାହୁଁ ନାହାନ୍ତି କି ସେହିପରି ତାଙ୍କ ସାନ ପୁଅ ସହ ମଧ୍ୟ ହେଉ ବୋଲି । ସେଥିପାଇଁ ସେ ଏବେ ପର୍ଯ୍ୟନ୍ତ ସାନ ପୁଅର ଚେହେରା ମିଡିଆ ଠାରୁ ଲୁଚାଇ ରଖିଛନ୍ତି । ଆପଣଙ୍କର ମନେ ଥିବ ତେମୁରଙ୍କ ନାମ ଜଣାପଡିବା ପରେ ତାଙ୍କ ନାମକୁ ନେଇ ଖୁବ ବି-ବା-ଦ ଉଠିଥିଲା ।

ଲୋକମାନେ ନାରାଜ ଥିଲେ କି ସେଫ କରିନା ନିଜ ପୁଅର ନାମ ଜଣେ କୃର ମୁଗଲ ଶାସନଙ୍କ ନାମ ଅନୁସାରେ ରଖିଛନ୍ତି । ଏହାପରେ ସେମାନେ ବୁଝାଇ କହିଥିଲେ ଯେ ସେହି ମୁଗଲ ଶାସକଙ୍କ ନାମ ‘ତିମୁର’ ଥିଲା ଆଉ ସେମାନେ ତାଙ୍କ ପୁଅର ନାମ ‘ତେମୁର’ ରଖିଛନ୍ତି । ଏବେ କରିନାଙ୍କ ଦ୍ଵିତୀୟ ପୁଅ ଜନ୍ମ ହେବା ପରେ ତାଙ୍କ ପ୍ରଶଂସକ ମାନେ ତାଙ୍କ ନାମ ଜାଣିବା ପାଇଁ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

ପ୍ରଥମ ପୁଅର ନାମକୁ ନେଇ ବିବାଦ ହୋଇଥିବାରୁ କରିନା ଓ ସେଫ ନିଜ ଦ୍ଵିତୀୟ ପୁଅର ନାମ ଅନେକ ଦିନ ପର୍ଯ୍ୟନ୍ତ ରିଭିଲ କରି ନ ଥିଲେ । ଜୁଲାଇରେ ଖବର ଆସିଲା କି ସେ ତାଙ୍କ ପୁଅର ନାମ ‘ଜେହ’ ରଖିଛନ୍ତି । କରିନାଙ୍କ ବାପା ରଣଧିର କପୁର କହିଥିଲେ କି ସେଫ ଓ କରିନା ଘରେ ତାଙ୍କ ସାନ ପୁଅକୁ ଜେହ ବୋଲି ଡାକନ୍ତି । ତେବେ ତାଙ୍କ ସାନ ପୁଅର ଅସଲ ନାମ ଏବେ ସାମନାକୁ ଆସିଛି । ନିକଟରେ କରିନା କପୁର ନିଜ ପୁସ୍ତକ “Kareena Kapoor Khan’s Pregnancy Bible: The Ultimate Manual for Moms-To-Be” ଲଞ୍ଚ କରିଛନ୍ତି ।

ଏହି ପୁସ୍ତକ ମାଧ୍ୟମରେ କରିନା ନିଜ ଦ୍ଵିତୀୟ ପୁଅର ନାମ ରିଭିଲ କରିଛନ୍ତି । ପ୍ରେ-ଗ-ନା-ନ୍ସି ପି-ରି-ୟ-ଡ ଉପରେ ଲିଖିତ ଏହି ପୁସ୍ତକରେ କରିନା ନିଜ ଦୁଇ ପୁଅଙ୍କର ଝଲକ ମଧ୍ୟ ଦେଖାଇଛନ୍ତି । ଏହା ସହ କରିନା ଏହି ଦୁଇ ଜଣଙ୍କୁ ନିଜର ଦୁନିଆ ବୋଲି ମଧ୍ୟ କହିଛନ୍ତି । କରିନା ସୋ-ସି-ଆ-ଲ ମି-ଡି-ଆ-ରେ ତେମୁର ଓ ସାନ ପୁଅର ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୋ ଶକ୍ତି, ମୋ ଗର୍ବ, ମୋ ଦୁନିଆ, ମୋ ପ୍ରେ-ଗ-ନା-ନ୍ସି ବୁକ ମୋର ଦୁଇ ସନ୍ତାନଙ୍କ ବିନା ସମ୍ଭବ ନ ଥିଲା ।”

ତେବେ କରିନା ଏବଂ ସେଫଙ୍କ ସାନ ପୁଅର ନାମ ‘ଜାହାଙ୍ଗିର ଅଲ୍ଲୀ ଖାନ’ ରଖାଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଜାହାଙ୍ଗିର ମଧ୍ୟ ଜଣେ ମୁଗଲ ଶାସକ ଥିଲେ । ସେ ପ୍ରସିଦ୍ଧ ମୁଗଲ ଶାସକ ଆକବରଙ୍କ ବଡ ପୁଅ ଥିଲେ । ଆପଣଙ୍କୁ କରିନା ଓ ସେଫଙ୍କ ସାନ ପୁଅର ନାମ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।