ସୋସିଆଲ ମିଡିଆରେ ଉଡାଯାଉଥିଲା ଏହି ଯୋଡ଼ିଙ୍କ ମଜାକ, ସତ ଜାଣି ଉଡିଗଲା ଲୋକଙ୍କ ହୋଶ

ଭଲ ପାଇବା ଅନ୍ଧ ହୋଇଥାଏ ବୋଲି ଆମେ ସବୁବେଳେ କହିଥାଉ ଏବଂ ଶୁଣିଥାଉ । ଲୋକ ମାନେ ଏହା ମଧ୍ୟ କହିଥାନ୍ତି କି ଭଲ ପାଇବାରେ କେବେ ହେଲେ ବି ଧନୀ ଗରିବ ଦେଖାଯାଇ ନଥାଏ କି ରୂପ ରଙ୍ଗ ମଧ୍ୟ ଦେଖାଯାଇ ନଥାଏ କେବଳ ଗୋଟିଏ ଭଲ ହୃଦୟ ଥିବା ମଣିଷ ହିଁ ଦେଖାଯାଇ ଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପ୍ରେମୀ ଯୋଡ଼ିଙ୍କ କିଛି ଫଟୋ ଦେଖିବାକୁ ମିଳୁଛି ଯାହାକୁ ଦେଖି ଲୋକମାନେ ସେମାନଙ୍କର ବହୁତ ମଜାକ ଉଡାଉଛନ୍ତି ।

ପ୍ରେମୀ ଯୋଡ଼ିଙ୍କର ସୋସିଆଲ ମିଡିଆରେ ଉଡ଼ାଯାଇ ଥିଲା ମଜାକ

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ପ୍ରେମୀ ଯୋଡ଼ିଙ୍କର ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖାଯାଇ ଥିଲା କି ଝିଅଟି ବହୁତ ସୁନ୍ଦର ହୋଇଥିବା ବେଳେ ପୁଅଟି ଟିକେ ଶ୍ୟାମଳ ରଙ୍ଗର ଅଟେ । ଏହାକୁ ଦେଖି ଲୋକମାନେ ସେମାଙ୍କର ବହୁତ ମଜାକ ଉଡାଇଥିଲେ ।

ସତ ଜାଣି ଉଡିଗଲା ଲୋକଙ୍କର ହୋସ

ଫଟୋରେ ଥିବା ଦମ୍ପତି ଫିଲ୍ମ ଜଗତର ବହୁତ ଲୋକପ୍ରିୟ ଅଟନ୍ତି । ଯେଉଁ ଶ୍ୟାମଳ ରଙ୍ଗ ଯୁବକଙ୍କର ଲୋକମାନେ ବହୁତ ମଜାକ ଉଡାଉଥିଲେ ସେ ସାଉଥ ଫିଲ୍ମ ଜଗତର ବହୁତ ପ୍ରଖ୍ୟାତ ଡାୟରେକ୍ଟର ଏବଂ ସ୍କ୍ରିନ ପ୍ଲେ ରାଇଟର ଅରୁଣ କୁମାର । ଏହି ସତ ଜାଣିବା ପରେ ଯେଉଁ ଲୋକମାନେ ଏହି ଫଟୋର ମଜାକ ଉଡାଉଥିଲେ ସେମାନଙ୍କର ହୋସ ଉଡିଗଲା ।

ଅରୁଣ କୁମାରଙ୍କର ରାଜା ରାଣୀ ଫିଲ୍ମ ୨୦୧୩ ମସିହାରେ ସାମନାକୁ ଆସିଥିଲା ଏବଂ ଏହା ସୁପରହିଟ ଫିଲ୍ମ ଥିଲା । ଏହି ଫିଲ୍ମରେ ସେ ୫୦୦ ମିଲିୟନ ରୁ ବି ଅଧିକ ଟଙ୍କା କମାଇ ଥିଲେ ।

ସାଉଥ ର ଜଣାଶୁଣା ଡାୟରେକ୍ଟର ଅରୁଣ କୁମାର

ସାଉଥ ର ଏହି ଜଣାଶୁଣା ଡାୟରେକ୍ଟର ଅରୁଣ କୁମାରଙ୍କର ଜନ୍ମ ୨୧ ସେପ୍ଟେମ୍ବର ୧୯୮୬ ମସିହାରେ ତାମିଲନାଡ଼ୁର ମଦୁରେ ଗାଁ ରେ ହୋଇଥିଲା । ତାଙ୍କ ସହିତ ଯେଉଁ ଝିଅର ଫଟୋ ଦେଖିବାକୁ ମିଳିଥିଲା ସେ ତାଙ୍କ ସ୍ତ୍ରୀ କୃଷ୍ଣା ପ୍ରିୟା ଥିଲେ । ସେ ଦୁଇଜଣଙ୍କର ବିବାହକୁ ୮ ବର୍ଷ ହୋଇଗଲାଣି ।

ଅରୁଣ କୁମାର ନିଜର ପ୍ରତିଭା ପାଇଁ ସାଉଥ ଫିଲ୍ମ ଦୁନିଆରେ ଏକ ଖାସ ଭୂମିକା ହାସଲ କରିପାରିଛନ୍ତି । ଅରୁଣ କୁମାର ଏହା ପ୍ରମାଣିତ କରିଦେଇଛନ୍ତି କି ରଙ୍ଗ ଏବଂ ରୂପ ଆପଣଙ୍କୁ କେବେ ହେଲେ ବି ନିଜର ଲକ୍ଷ ହାସଲ କରିବାକୁ ଅଟକାଇ ପାରିବ ନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।