ଦୁନିଆର ୫ଟି ସବୁଠାରୁ ସୁନ୍ଦର ନୋଟ, ଭାରତୀୟ ନୋଟ ସ୍ଥାନ ଜାଣି ଆପଣ ହେଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ବଞ୍ଚିବା ପାଇଁ ହେଲେ ଆମର ପଇସା ନିହାତି ଦରକାର । ଲୋକମାନେ ବିଭିନ୍ନ ଉପାୟରେ ପଇସା ରୋଜଗାର କରିଥାନ୍ତି । ପଇସା ଦୁଇ ପ୍ରକାର ଥାଏ ଯଥା ନୋଟ ଏବଂ ମୁଦ୍ରା । ଦୁନିଆର ବିଭିନ୍ନ ଦେଶରେ ଅଲଗା ଅଲଗା ନୋଟ ବ୍ୟବହାର କରାଯାଇ ଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଦେଶର ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଭାରତୀୟ ନୋଟ ସେଥିରେ କେଉଁ ଜାଗାରେ ଅଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

୧- ଫିଜି ର ନୋଟ

ଫିଜିୟନ ଡଲାର ନୋଟ କୁ ଦୁନିଆର ସବୁଠାରୁ ସୁନ୍ଦର ନୋଟ ବୋଲି କୁହାଯାଇ ଥାଏ । ଏହି ସୁନ୍ଦର ନୋଟ ଦେଖିଲେ ତାକୁ ସାଇତି ରଖିବା ପାଇଁ ଇଚ୍ଛା ହୋଇଥାଏ ।

୨- ମାଲେଶିୟା ର ନୋଟ

ମାଲେଶିୟା ଦେଶ ଦେଖିବା ପାଇଁ ଯେତେ ସୁନ୍ଦର ଅଟେ ତାର ନୋଟ ଦେଖିବା ପାଇଁ ସେତିକି ସୁନ୍ଦର ଅଟେ । ଏହି ନୋଟକୁ ଦୁନିଆର ଦ୍ଵିତୀୟ ସୁଦର ନୋଟ ବୋଲି କୁହାଯାଇ ଥାଏ । ମାଲେଶିୟା ଦେଶର ସବୁ ନୋଟ ମଧ୍ୟରୁ ୫୦ ଟଙ୍କିଆ ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଏହାକୁ ଧରିବା ପାଇଁ ସବୁ ଲୋକ ମାନେ ବହୁତ ଭଲ ପାଇଥାନ୍ତି ।

୩- ପାପୁଆ ନ୍ୟୁ ଗିନି ଔନ୍ସ ନୋଟ

ପାପୁଆର ସବୁ ନୋଟ ମଧ୍ୟରୁ ୨୦ ଔନ୍ସ ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଏହାକୁ ଦେଖି ମନ ବହୁତ ଖୁସି ହୋଇ ଯାଇଥାଏ ।

୪- ନ୍ୟୁଜିଲ୍ୟାଣ୍ଡ ଡଲାର

ଡଲାର କୁ ଇଣ୍ଟରନେସନାଲ ନୋଟ ବୋଲି କୁହାଯାଇଥାଏ । ଦୁନିଆର ଅଧିକାଂଶ ଦେଶ ଏମିତି ଅଛି ଯେଉଁଠି ଡଲାର ର ବ୍ୟବହାର କରାଯାଇ ଥାଏ । ଏହି ସବୁ ଡଲାର ଭିତରୁ ନ୍ୟୁଜଲ୍ୟାଣ୍ଡ ର ଚଢେଇ ଏବଂ ଫୁଲ ହେଇଥିବା ଡଲାର ସବୁଠାରୁ ସୁନ୍ଦର ଅଟେ ।

୫- ଭାରତୀୟ ୫୦୦ ଟଙ୍କା ନୋଟ

ଭାରତରେ କିଛି ଦିନ ପୂର୍ବରୁ ନୂଆ ୫୦୦ ଏବଂ ୨୦୦୦ ନୋଟ ଲାଗୁ କରାଯାଇଛି । ସେଥିମଧ୍ୟରୁ ୫୦୦ ଟଙ୍କିଆ ନୋଟ ଦେଖିବା ପାଇଁ ବହୁତ ସୁନ୍ଦର ଅଟେ । ଭାରତର ୫୦୦ ଟଙ୍କିଆ ନୋଟକୁ ଦୁନିଆର ପଞ୍ଚମ ସୁନ୍ଦର ନୋଟ ବୋଲି କୁହାଯାଇଥାଏ । ଏହି ନୋଟକୁ ଦୁନିଆରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।