ଭାରତୀୟ Reserve Bank ର ବଡ ଘୋଷଣା ! ଏହି କାର୍ଡଧାରୀଙ୍କୁ ପ୍ରତିଦିନ ମିଳିବ 500 ଟଙ୍କା, ଦେଖନ୍ତୁ ପୁରା ଖବର…

ବନ୍ଧୁଗଣ, କ୍ରେଡିଡ କାର୍ଡ ଧାରି ଧ୍ୟାନ ଦିଅନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ କ୍ରେଡିଡ କାର୍ଡ ଏବଂ ଡେବିଡ କାର୍ଡ ଜାରି କରିବା ଏବଂ ଏହାର ବ୍ୟବହାର ଉପରେ ନୂଆ ନୋଟିଫିକେସନ ଜାରି କରିଛନ୍ତି । ଏହି ନିର୍ଦ୍ଧେଶ ନାମା ଅନୁଯାୟୀ କ୍ରେଡିଡ କାର୍ଡ ଖାତା ବନ୍ଦ କରିବାରେ ଯଦି ବିଳମ୍ବ ହୁଏ ତେବେ କାର୍ଡ ଜାରି କରିଥିବା ବ୍ୟାଙ୍କ ତରଫରୁ କାର୍ଡ ଧାରକଙ୍କୁ ଜୋରିମାନା ଦେବାକୁ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଡ ଡେବିଡ କାର୍ଡ କୁ ବେସ ଗୁରୁତ୍ଵର ସହିତ ନେଇଛି ।

RBI କ୍ରେଡିଡ ଏବଂ ଡେବିଡ କାର୍ଡ ସହିତ ଜଡିତ ମାଷ୍ଟର ଗାଇଡ ଲାଇନ୍ସ ରେ କୁହାଯାଇଅଛି ଯେ ବିନା ଆବେଦନ ରେ କାର୍ଡ ଜାରି କରିବା କିମ୍ବା ଅପଗ୍ରେଡ କରାଗଲେ କଡା ପଦକ୍ଷେପ ନିଆଯିବ । RBI ର ନିୟମାବଳୀ ରେ କୁହଯାଯାଇଅଛି ଯେ କ୍ରେଡିଡ କାର୍ଡ କୁ ବନ୍ଦ କରିବାର କୌଣସି ମଧ୍ୟ ଆବେଦନ କୁ ବନ୍ଦ କରାଯିବା ପୂର୍ବ ରୁ ପ୍ରଥମେ ଦେଖାଯିବା କି କାର୍ଡ ଧାରି ତାହାର ବକେୟା ପଇଠକ କରିଛି କି ନାହିଁ ?

ବାକି ଥିଲେ ତାହାକୁ ୭ ଦିନ ମଧ୍ୟରେ ପଇଠକ କରିବାକୁ ପଡିବ । କ୍ରେଡିଡ କାର୍ଡ କୁ ବନ୍ଦ କରିବା ନେଇ କାର୍ଡ ଧାରକଙ୍କୁ ଇମେଲ ଏସଏମଏସ ଆଦି ମାଧ୍ୟମରେ ତୁରନ୍ତ ସୂଚନା ଦିଆଯିବ ।କ୍ରେଡିଡ କାର୍ଡ ଜାରି କରୁଥିବା ସଂସ୍ଥା କୁ ଖାତା ବନ୍ଦ କରିବା ପାଇଁ ଆବେଦନ କରିବା ଲାଗି ବିଭିନ୍ନ ପ୍ରକାରର ବାଟ ରହିଛି । ଯଦି କାର୍ଡ ଧାରି କର୍ତ୍ତା ୭ ଦିନ ଭିତରେ କ୍ରେଡିଡ କାର୍ଡ କୁ ବନ୍ଦ କରିବାରେ ବିଫଳ ହେଉଛନ୍ତି ତା’ ହେଲେ ଖାତା ବନ୍ଦ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ପ୍ରତିଦିନ ୫୦୦ ଟଙ୍କା ଜୋରିମାନା ଦେବାକୁ ହେବ ।

ଅବଶ୍ୟ କାର୍ଡ ଧାରିକର କୌଣସି ବକୟା ରହି ନଥିଲେ ଏହି ୫ ଶହ ଟଙ୍କା ମିଳିବ । ଯଦି କ୍ରେଡିଡ କାର୍ଡ ର ଉପଯୋଗ ୧ ବର୍ଷ ରୁ ଅଧିକ ଦିନ ଧରି କରାଯାଇନାହିଁ ତେବେ କାର୍ଡ ଜାରି କର୍ତ୍ତା କାର୍ଡ ଧାରକଙ୍କୁ ଜଣାଇବା ପରେ କ୍ରେଡିଡ କାର୍ଡ ଖାତା କୁ ବନ୍ଦ କରିବା ପ୍ରକ୍ରିୟା କୁ ଆରମ୍ଭ କରିପାରେ । ଯଦି ୩୦ ଦିନ ଭିତରେ କାର୍ଡ ଧାରକଙ୍କ ପକ୍ଷରୁ କୌଣସି ଉତ୍ତର ମିଳୁ ନାହିଁ, ତେବେ କାର୍ଡ ଜାରି କର୍ତ୍ତା ଙ୍କ ଦ୍ଵାରା କାର୍ଡ ଖାତା କୁ ବନ୍ଦ କରିଦିଆଯିବ ।

କାର୍ଡ ଜାରି କର୍ତ୍ତା ଙ୍କୁ ୩୦ ଦିନ ଭିତରେ କ୍ରେଡିଡ ଇନ୍ଫୋର୍ମେସନ କମ୍ପାନୀ ସହିତ କାର୍ଡ ବନ୍ଧ ହେବାର ସୂଚନା ଦେବାକୁ ହେବ । ଏହା ବନ୍ଦ ହେବା ପରେ ଖାତାରେ ଉପଲବ୍ଧ କୌଣସି ମଧ୍ୟ ଜମା ଅର୍ଥ କାର୍ଡ ଧାରକଙ୍କ ବ୍ୟାଙ୍କ ଖାତାକୁ ପଠାଯିବା ଉଚିତ । ବିନା ଆବେଦନ ରେ ଯଦି କ୍ରେଡିଡ ତଥା ଡେବିଡ କାର୍ଡ ଜାରି କରାଯାଏ ତେବେ ବ୍ୟାଙ୍କ ଉପରେ ଲାଗିବ ଦୁଇଗୁଣା ଜୋରିମାନା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।