ଗିରଫ ହେଲେ ଅଭିନେତା M Suman Kumar, ପ୍ରେମିକା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ, ‘ଦୀର୍ଘ 2 ବର୍ଷ ଧରି ମୋ ସହ ଶାରୀରକ ସମ୍ପର୍କ ରଖିବା ପରେ ଏବେ ସେ…’ ଦେଖନ୍ତୁ Video

ଏମ ସୁମନ ହେଉଛନ୍ତି ଜଣେ ଅଭିନେତା ସେ ଏକ ଭଲ ଅଭିନେତା ତାଙ୍କ ସହ ଜୀବନ କାଟିବା ପାଇଁ ହୁଏ ତ ଅନେକ ଝିଅ ମାନେ ସ୍ଵପ୍ନ ଦେଖୁଛନ୍ତି । ମାତ୍ର ସେ ବୋଧେ ହୁଏ ନିଜ ଜୀବନ ସାଥି ବାଛି ନେଇ ଥିଲେ ମାତ୍ର କିଛି ଦିନ ପରେ ବୋଧେ ହୁଏ ତାଙ୍କ ମନ ପରିବର୍ତ୍ତନ ହୋଇ ଯାଇଥିଲା । ଆପଣ ଏବେ ଏହା ଜାଣିକି ବହୁତ ଆଶ୍ଚର୍ଯ୍ୟ ହେବେ କି ଏକ ଯୁବତୀ ଙ୍କୁ ସିରିୟାଲ ରେ କାମ ଦେବା ପାଇଁ କହିକି ତାଙ୍କ ସହ ଅନେକ ଦିନ ଧରି ପ୍ରେମ ସମ୍ପର୍କ ରେ ରହିଥିଲେ ।

ମାତ୍ର କିଛି ଦିନ ପରେ ସେ ତାଙ୍କୁ ଛାଡି ଦେବା ପାଇଁ କହିଥିଲେ । ଦେଖିବା ପାଇଁ ଯିବା ତ ଏହାକୁ ନେଇକି ସୋସିୟାଲ ମିଡିଆରେ ମୁହଁ ଖୋଲିଛନ୍ତି ନିଜେ ଅଭିନେତା ଙ୍କ ପ୍ରେମିକା । ଆପଣ ଏହା ଜାଣିକି ରଖିବା ଭଲ କି ଆମେ ଅନେକ ଯୁବତୀ ମାନେ ଅଛନ୍ତି ଯେଉଁ ମାନେ ଏହାକୁ ନେଇକି ଅନେକ ଜାଲରେ ପଡିକି ବହୁତ ଥର ଧୋକା ଖାଇଛନ୍ତି ।

ଏହା ପରେ ମଧ୍ୟ ଏକ ଯୁବତୀ ତାଙ୍କ ସହ 2 ବର୍ଷ ଧରି ଲିଭିଙ୍ଗ ରିଲେସନ ରେ ଅଛନ୍ତି । ମାତ୍ର ତାଙ୍କ ଏହି କାମ ପାଇଁ ତାଙ୍କ ପରିବାର ସହ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଏବେ ବୁଝିବା ପାଇଁ ଚାହୁଁ ଛନ୍ତି ଏହା ତାଙ୍କ ପ୍ରେମିକା କହିଛନ୍ତି । ସେ ଏହା ଆଗରୁ ଅନେକ ଝିଅ ଙ୍କ ସହ ରହିଛନ୍ତି । ସେ ନିଜ ଘରେ ସବୁ କିଛି ଜଣାଇବା ପରେ ମଧ୍ୟ ସେ ଏହି କଥାରୁ ଓହରି ଯାଇଥିଲେ ମାତ୍ର କିଛି ଦିନ ପରେ ସେ ଏହାକୁ ନେଇକି ଅନେକ ଥର ଝଗଡା ମଧ୍ୟ କରିଛନ୍ତି ।

ତାଙ୍କ ପ୍ରେମିକା ତାଙ୍କୁ ତାଙ୍କ ଅତୀତ କଥା ପଚାରି ନାହାଁନ୍ତି । ଏବେ କିନ୍ତୁ ସେ କହୁଛନ୍ତି କି ସେ ବାହା ହୋଇ ପାରିବେ ନି କାରଣ ହେଉଛି କି ସେ ବୋଧେ ହୁଏ ତାଙ୍କ ର ଆଉ କେଉଁ ଝିଅ ସହ ସମ୍ପର୍କ ହୋଇ ଯାଇଛି 2022 ଆରମ୍ଭ ରୁ ସେ ତାଙ୍କ ପ୍ରେମିକା କୁ ଛାଡିବା ପାଇଁ ଚେଷ୍ଟା କରିଲେଣି ଭୁବନେଶ୍ବର ରେ ଯେଉଁ ଜାଗାରେ ସେ ଅଛନ୍ତି ସେହି ଜାଗାକୁ ସୁମିତ ଆଉ ଯାଉ ନାହାନ୍ତି ।

ତାଙ୍କ ର ଏହି ଭଳି କାମକୁ ମୁ ସପୋର୍ଟ କରିବିନି । ଯେବେଠୁ ତାଙ୍କ ପ୍ରେମିକା ଆସିଛନ୍ତି ସେ ତାଙ୍କ ପାଖରୁ ଅନେକ ପଇସା ନେଇଛନ୍ତି  ଗାଡି ପାଇଁ କ୍ୟାଶ ଓ ବୁଲେଟ ପାଇଁ ମଧ୍ୟ 2 ଲକ୍ଷ ରୁ ଅଧିକା ଟଙ୍କା ନେଇ ସାରିଛନ୍ତି ଯାହାର ପ୍ରମାଣ ସେ ରଖିଛନ୍ତି ।