ତାରକ ମେହତା କା ଉଲ୍ଟା ଚଷମାର ବବିତାଜି ଙ୍କ ରିଅଲ ଲାଇଫ ଫ୍ୟାମିଲି, ଘର, ସମ୍ପତ୍ତି

ସବ ଟିଭିରେ ଆସୁଥିବା ସିରିୟଲ ‘ତାରକ ମେହତା କା ଉଲ୍ଟା ଚଷମା’ ଆପଣ ସମସ୍ତଙ୍କର ଫେବରେଟ ସିରିୟଲ ମଧ୍ୟରୁ ଗୋଟିଏ ଅଟେ । ଏହା ଏକ କମେଡି ସିରିୟଲ ଅଟେ । ଯାହାକି ବହୁତ ବର୍ଷ ହେବ ଦର୍ଶକମାନଙ୍କୁ ମନୋରଞ୍ଜନ କରି ଆସୁଛି । ଏଥିରେ ନଜର ଆସୁଥିବା କଳାକାରମାନଙ୍କୁ ବି ଦର୍ଶକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏଥିରେ ପ୍ରାୟତଃ ସମସ୍ତେ ମୁଖ୍ୟ କଳାକାର ରୂପରେ ନଜର ଆସନ୍ତି । କିନ୍ତୁ ଜେଠାଲାଲ ଓ ଦୟାଙ୍କ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଲୋକମାନେ ଅଧିକ ଭଲ ପାଆନ୍ତି ।

କେବଳ ଏହି ଦୁଇ ଜଣଙ୍କୁ ଏହି ସିରିୟଲରେ ନଜର ଆସୁଥିବା ଅନ୍ୟ କଳାକାରମାନଙ୍କୁ ବି ଲୋକମାନେ ବହୁତ ପସନ୍ଦ କରନ୍ତି ଓ ତାଙ୍କର ପ୍ରଶଂସା ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସିରିୟଲରେ ନଜର ଆସୁଥିବା ବାବିତାଙ୍କ ବିଷୟରେ କହିବୁ ।

କହିବାକୁ ଗଲେ ବାବିତଙ୍କ ଅସଲ ନାମ ମୁମୁନମୁନ ଦତ୍ତ ଅଟେ । ବାବିତାଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୮୭ ଦୁର୍ଗାପୁର ୱେଷ୍ଟ ବେଙ୍ଗଲରେ ହୋଇଥିଲା । ଏମିତିରେ ସେ ବର୍ତ୍ତମାନ ୩୨ ବର୍ଷର ହୋଇଯାଇଛନ୍ତି ଓ ସେ ନିଜର ସ୍କୁଲ ଶିକ୍ଷା ଅକ୍ସ୍ଫୋର୍ଡ ମଡେଲ ସିନିୟର ସେକଣ୍ଡାରୀ ସ୍କୁଲ କାନପୁର ଉତ୍ତର ପ୍ରଦେଶରେ ପୁରା କରିଛନ୍ତି । ଏହା ପରେ ମୁମ୍ବାଇରେ ନିଜର କଲେଜ ଶିକ୍ଷା ପୁରା କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ଇଂଗ୍ଲିଶରେ ମଏ କରିଛନ୍ତି । ବାବିତା ନିଜର କ୍ୟାରିୟରର ଆରମ୍ଭ ଜଣେ ମଡେଲ ରୂପରେ ଆରମ୍ଭ କରିଥିଲେ ।

ଏହା ପରେ ସେ ୨୦୦୪ରେ ‘ହମ ସବ ବାରାତି’ରେ ମିଠିର କିରଦାରରେ ନଜର ଆସିଥିଲେ । ଏହା ଶୋ ପରେ ସେ ୨୦୦୮ରେ ‘ତାରକ ମେହତା କା ଉଲ୍ଟା ଚଷମା’ରେ ବାବିତା କିରଦାରରେ ନଜର ଆସିଲେ । ବର୍ତ୍ତମାନ ସମୟରେ ବି ଏହି ଶୋ ପ୍ରସାରିତ ହେଉଛି ଓ ବାବିତା ବି ଏହି ଶୋ ରେ ନଜର ଆସୁଛନ୍ତି । ସେ ଏହି ଶୋ ର ସବୁଠୁ ପପୂଲାର କ୍ୟାରେକ୍ଟର ମଧ୍ୟରୁ ଜଣେ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ବାବିତା ଟିଭି ସିରିୟଲ ଛଡା ଫିଲ୍ମରେ ବି କାମ କରିଛନ୍ତି ।

ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପିତା ଜଣେ ସିଙ୍ଗର ଥିଲେ ଯିଏକି ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି ଓ ବର୍ତ୍ତମାନ ସେ ତାଙ୍କର ମାଙ୍କ ସହ ମୁମ୍ବାଇରେ ଏକ ଫ୍ଲାଟରେ ରହୁଛନ୍ତି ଓ କହିଦେଉଛୁ କି ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଂଗଲ ଅଛନ୍ତି । ଯଦି ତାଙ୍କର କାର କଲେକ୍ସନ ବିଷୟରେ କହିବା ତେବେ ତାଙ୍କ ପାଖରେ ଟୋୟୋଟା କାର ଅଛି । ଯାହାର ମୂଲ୍ୟ ୨୩ ଲକ୍ଷ ଟଙ୍କା ଅଟେ । ଏହା ପରେ ତାଙ୍କ ପାଖରେ swift dzire ଅଛି । ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ଅଟେ ।

ଆପଣଙ୍କୁ କହିଦେଉଛୁ କି ସେ ଗୋଟିଏ ଏପିଶୋଡ ପାଇଁ ୫୦ ହଜାର ଟଙ୍କା ନିଅନ୍ତି । ବାବିତାଙ୍କ ମୋଟ ସମ୍ପତ୍ତି ୧୦ କୋଟି ଟଙ୍କା ଅଟେ । ଏହା ସହିତ କହିଦେଉଛୁ କି ଯଦି ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ ଫୋଲଇଙ୍ଗ ବିଷୟରେ କହିବା ତେବେ ତାଙ୍କର ଭଲ ଫ୍ୟାନ ଫୋଲଇଙ୍ଗ ଅଛି । ସେ ସବୁଦିନ ନିଜର ଇନଷ୍ଟାଗ୍ରାମରେ ନିଜର ନୂଆ ନୂଆ ଫଟୋ ଶେୟାର କରିଥାନ୍ତି । ଏହି ଫଟୋ ବି ବହୁତ ଭାଇରାଲ ହୋଇଥାଏ । ଲାଇକ ଓ କାମେଣ୍ଟ ବି ମିଳିଥାଏ । କହିବାକୁ ଗଲେ ବାବିତାଙ୍କୁ ଫଟୋସୁଟ କରିବା ପାଇଁ ବହୁତ ଭଲ ଲାଗେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।