ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ରିୟାଙ୍କୁ ଏନସିବି ପଚାରିଥିଲା ଏହି ୫ଟି କଠିନ ପ୍ରଶ୍ନ ଯାହା ଆଜି ରିୟାଙ୍କର କରିଦେଲା ଏମିତି ଅବସ୍ଥା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପ୍ରଥମେ ସିବିଆଇ ତଦନ୍ତ ପରେ ଏହି କେସର ତଦନ୍ତ ଏନସିବି କରିଥିଲା । ଏହି କେସ ସହ ଜଡିତ ସମସ୍ତ ସାକ୍ଷ ପ୍ରମାଣକୁ ଧ୍ୟାନରେ ରଖିଲେ, ଏହି କେସର ମୁଖ୍ୟ ଆରୋପି ରୂପେ ରିୟା ଚକ୍ରବର୍ତୀଙ୍କୁ ରଖାଯାଇଥିଲା । ଏହାପରେ ଏନସିବି ରିୟାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନର ଜାଲରେ ଫସେଇବା ପାଇଁ ଚେଷ୍ଟା କରିଥିଲା ଯେଉଁଥିରେ ରିୟା ଫସି ମଧ୍ୟ ଯାଇଥିଲେ । ଯେଉଁ ପ୍ରଶ୍ନର ଉତ୍ତର ନ ଦେଇ ପାରିବାରୁ ଆଜି ରିୟା ମୁମ୍ବାଇର ଭାଇକେଲା ଜେଲରେ ଅଛନ୍ତି ।

ଗତ ବୁଧବାର ସକାଳ ସମୟରେ ରିୟାଙ୍କୁ ଜେଲ ନିଆଯାଇଥିଲା । ଜେଲ ର ପ୍ରଥମ ଦିନରେ ରିୟାଙ୍କ ଅବସ୍ତା ହୋଇଯାଇଥିଲା ଖରାପ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରିୟାଙ୍କୁ ପଚରା ହୋଇଥିବା ପାଞ୍ଚଟି କଠିନ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ, ଯାହା ଏନସିବି ରିୟାଙ୍କୁ ପଚାରିଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆପଣଙ୍କ ଘରେ କେଉଁମାନେ ସବୁ ଡ୍ରଗ୍ସ ନେଉଛନ୍ତି ?

ରିୟା- ମୋ ଘରେ କେହି ଡ୍ରଗ୍ସ ନିଅନ୍ତି ନାହିଁ ।

୨. ଆପଣଙ୍କ ଭାଇ ସୋବିକ ବର୍ତ୍ତମାନ ଫସିଯାଇଛି, କଣ ସେ ମଧ୍ୟ ଡ୍ରଗ୍ସ ନେଉଥିଲା ?

ରିୟା- ମୁ ଆଜି ପର୍ଯ୍ୟନ୍ତ ତାକୁ ଡ୍ରଗ୍ସ ନେବାର ଦେଖିନାହିଁ ।

୩. ଆପଣଙ୍କ ପିତା ଓ ମହେଶ ଭଟ୍ଟଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ଓ ସେମାନେ କଣ ସାକ୍ଷାତ କରନ୍ତି ?

ରିୟା- ସେମାନେ ସାଙ୍ଗ ଅଟନ୍ତି ଓ ବେଳେବେଳେ ଚା’ ପିଇବା ବାହାନାରେ ସାକ୍ଷାତ କରିଥାନ୍ତି ।

୪. ତୁମ ପିତା ଓ ମହେଶ ଭଟ୍ଟ ମିଶି ଡ୍ରଗ୍ସର ବ୍ୟାପାର କରୁଥିଲେ ?

ରିୟା- ଆପଣମାନେ ଆମ ଘରେ ଛାପା ମାରିଥିଲେ, ଆପଣଙ୍କୁ କଣ କୌଣସି ଡ୍ରଗ୍ସ ମିଳିଥିଲା ? ଏହାର ଉତ୍ତର ଦେଇ ଏନସିବି କହିଲା କିଏ କହିଲା ଆପଣଙ୍କୁ ଯେ, ଆପଣଙ୍କ ଘରେ ଡ୍ରଗ୍ସ ମିଳିନାହିଁ ।

ରିୟା- ମୁଁ ମିଡିଆରେ ଦେଖିଥିଲି ।

୫. ଆପଣ କେଉଁ ସବୁ ମିଡିଆ ଚ୍ୟାନେଲ ଦେଖୁଛନ୍ତି ଟିକେ କହିବେ ?

ରିୟା- ଏହି କଥାକୁ ମଧ୍ୟ ରିୟା କାଟିଦେଇଥିଲେ ।

୬. ତା ହେଲେ କଣ ଆପଣ ମେଡିକାଲ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି ?

ରିୟା- କାହିଁକି ସାର ? ସୁଶାନ୍ତ ଡ୍ରଗ୍ସ ନେଉଥିଲା ମୁଁ ନୁହେଁ, ଆପଣ କାହିଁକି ମୋର ମେଡିକାଲ ଟେଷ୍ଟ କରିବେ ?

ଏନସିବି-ମ୍ୟାଡମ ଆପଣ ଗିରଫ ହେବେ ସେଥିପାଇଁ ଆପଣଙ୍କ ମେଡିକାଲ ଟେଷ୍ଟ ଆମକୁ ଦରକାର ହେବ ।

୭. ତା ହେଲେ ଯାହାସବୁ ଆପଣଙ୍କର ୱାଟସପ୍ ଚାଟ ଭାଇରାଲ ହୋଇଛି ସେ ସବୁ କଣ ମିଛ ?

ରିୟା- ସାର ସେ ଦିନ ମୋର ୱାଟସପ୍ ହ୍ୟାକ୍ ହୋଇଯାଇଥିଲା । ମୋ ଫୋନରେ କିଏ ଜଣେ ଏମିତି ମେସେଜ କରି ମୋତେ ଫସେଇବାକୁ ଚେଷ୍ଟା କରିଛି ।

ଏହା ଶୁଣିବା ପରେ ଏନସିବି ର ଜଣେ ଅଧିକାରୀ କ୍ରୋଧରେ ଆସି କହିଥିଲେ ରିୟାଙ୍କର ନାର୍କୋଟେଷ୍ଟ କରିବା ପାଇଁ । ଏହା ଶୁଣିବା ପରେ ରିୟାଙ୍କର ହୋସ ଉଡିଯାଇଥିଲା, ରିୟା ଚିନ୍ତାରେ ଆଉ କିଛି କଥା କହି ପାରିଲେ ନାହିଁ । ଯାହାଫଳରେ ରିୟାଙ୍କୁ ଗିରଫ କରାଗଲା ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।