ଭାରତ ଚୀନ ବିରୁଦ୍ଧରେ ଖେଳିଲା ସବୁଠୁ ବଡ କାର୍ଡ, ଜାଣନ୍ତୁ ପୁରା ଖବର

ଆମେରିକା ଓ ସୋଭିୟେତ ୟୁନିୟନ ଦୁଇ ଦେଶ ହିଁ ବହୁତ ଶକ୍ତିଶାଳୀ ଥିଲେ । ଦୁଇ ଦେଶ ପାଖରେ ଶକ୍ତିଶାଳୀ ହଥିୟାର ବି ଅଛି । ଦୁଇ ଦେଶ ସବୁ ଦିଗରେ ଶକ୍ତିଶାଳୀ ବି ଥିଲେ । ଯଦି କଥାବାର୍ତ୍ତା କରିବା ବିଜ୍ଞାନ ଓ ଟେକ୍ନୋଲଜି ବିଷୟରେ ତେବେ ସୋଭିୟେତ ୟୁନିୟନ ଆମେରିକା ଠାରୁ କିଛି କ୍ଷେତ୍ରରେ ଆଗରେ ଥିଲା । କାରଣ ସୋଭିୟେତ ୟୁନିୟନ ହିଁ ପ୍ରଥମେ ସ୍ୟାଟାଲାଇଟ ପଠାଇ ଥିଲା ।

ପ୍ରଥମେ ଜଣେ ବ୍ୟକ୍ତିକୁ ମହାକାଶକୁ ବି ପଠାଇ ଥିଲା ଓ ଏହିଭଳି ହଥିୟାର ମାମଲାରେ ବି ସୋଭିୟେତ ୟୁନିୟନ ଆମେରିକା ଠାରୁ ଗୋଟିଏ ଗୋଡ ଆଗରେ ଥିଲା । କିନ୍ତୁ ଏମିତି କଣ କାରଣ ଥିଲା କି ଆମେରିକା ସୋଭିୟେତ ୟୁନିୟନଙ୍କୁ ପଛରେ ଛାଡି ଦେଲା ।

କହିବାକୁ ଗଲେ ଆମେରିକା ସଠିକ ସମୟରେ ସଠିକ ଖେଳ ଖେଳିଲା ଓ ଏହି କାରଣରୁ ସୋଭିୟେତ ୟୁନିୟନ କମଜୋର ହୋଇଗଲା । ଭାରତ ଓ ଚୀନ ମଧ୍ୟରେ ବି ଭାରତକୁ ଆମେରିକା ଭଳି କିଛି ବଡ ଯୋଜନା ଓ ପଦକ୍ଷେପ ନେବା ଦରକାର । ଚୀନ ଭାରତ ଅପେକ୍ଷା ମଜବୁତ ଅଟେ । କିନ୍ତୁ ଯଦି ଭାରତ ସଠିକ ସମୟରେ ସଠିକ ଯୋଜନା କରି ଚାଲିବ ତେବେ ଚୀନର ବି ପତନ ସୁ ନିଶ୍ଚିତ ଅଟେ । ଆମେରିକା ଭଳି ଭାରତ ବର୍ତ୍ତମାନ ମାଇଣ୍ଡ ଗେମ ଆରମ୍ଭ କରି ଦେଇଛି । ପ୍ରଥମେ ସୀମା ଉପରେ ଓ ବର୍ତ୍ତମାନ ଡିପ୍ଲୋମାଟିକ ସ୍ତରରେ ।

କହିବାକୁ ଗଲେ ଭାରତ ବର୍ତ୍ତମାନ ନିଜର ସବୁଠୁ ମୁଖ୍ୟ କାର୍ଡ ତିବ୍ବତ କାର୍ଡକୁ ଖେଳିବା ଆରମ୍ଭ କରି ଦେଇଛି । କହିବାକୁ ଗଲେ କିଛି ଦିନ ତଳେ ଭାରତର ଜଣେ ସୈନିକ ସହିଦ ହୋଇଯାଇଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପିର ଜଣେ ବଡ ନେତା ରାମ ମାଧବନ ସୀମା ଅଞ୍ଚଳକୁ ଯାଇ ଥିଲେ । କହିବାକୁ ଗଲେ ଯେଉଁ ଯବାନ ସହିଦ ହୋଇଛନ୍ତି ସେ SSFର କମାଣ୍ଡର ଥିଲେ । SSFରେ ସେହି ଯବାନମାନେ ସାମିଲ ହୋଇଥାନ୍ତି ଯେଉଁମାନେ ତିବ୍ବତରୁ ଆସିଥାନ୍ତି ।

ଏମିତିରେ ରାମ ମାଧବନ ନିଜର ଭାଷାନରେ ତାଙ୍କୁ ତିବ୍ବତି ସୈନ୍ୟ ବୋଲି କହିଥିଲେ ଓ ଏହା ସିଧା ସିଧା ଚୀନକୁ ଏକ ଚେତାବନୀ ଥିଲା କି ଯଦି ଚୀନ ନିଜର ସୈନିକମାନଙ୍କୁ ପଛକୁ ନ ନେବ ତେବେ ଭାରତ ନିଜର ତିବ୍ବତ କାର୍ଡ ଖେଳିବା ଆରମ୍ଭ କରିବ । ଏହା ପରେ ଏହି ବୟାନକୁ ଚୀନ ବହୁତ ସିରିୟସରେ ନେଇ ଗ୍ଲୋବାଲ ଟାଇମସ ସହ ଆଲୋଚନା କରି କହିଲା କି ଏହା ତିବ୍ବତର ସୈନ୍ୟ କେମିତି ହୋଇଗଲା ଯେତେବେଳେ କି ସେ ଭାରତର ସୈନ୍ୟ ଅଟେ ।

ଏତିକି ନୁହେଁ ସେ ଭାରତକୁ ଧମକ ବି ଦେଇ ଦେଲେ କି ଯଦି ଭାରତ ତିବ୍ବତ କାର୍ଡ ଖେଳିବ ତେବେ ଆମେ ବି ନର୍ଥ ଇସ୍ଟ କାର୍ଡ ଅର୍ଥାତ ଅରୁଣାଅଞ୍ଚଳ କାର୍ଡ ଖେଳିବୁ । ଆପଣଙ୍କୁ କହିଦେଉଛି କି ନର୍ଥ ଇସ୍ଟ କାର୍ଡକୁ ଚୀନ ୭୦ ବର୍ଷ ହେବ ଖେଳି ଆସୁଛି । ଲଗାତର ଚୀନ ସେହି ସ୍ଥାନରେ ଭାରତ ବିରୋଧି କାର୍ଯ୍ୟ କରୁଛି ଓ ସେଠିକାର ଲୋକମାନଙ୍କୁ ହଥିୟାର ବି ଦେଇଥାଏ । ଏମିତିରେ ଯଦି ଭାରତ ତିବ୍ବତ କାର୍ଡ ଖେଳୁଛି ତେବେ ଭାରତକୁ କିମ୍ବା ଚୀନକୁ ବିଶେଷ କିଛି ଫରକ ପଡିବ ନାହିଁ ।

କିନ୍ତୁ ଭାରତ ଚୀନକୁ ଧମକ ଦେଇ ପାରିବ କି ଯଦି ତୁମେ ଆମ ଅଞ୍ଚଳରେ ବିଦ୍ରୋହ ଆରମ୍ଭ କରିବ ତେବେ ଆମେ ବି ତିବ୍ବତିମାନଙ୍କୁ ହଥିୟାର ଦେଇ ପାରିବୁ । ଆପଣଙ୍କୁ କହିଦେଉଛୁ କି ଚୀନ ବିରୁଦ୍ଧରେ ଭାରତର ତିବ୍ବତ କାର୍ଡ ବହୁତ ହିଁ ପ୍ରଭାବଶାଳି ହେବ । କାରଣ ତିଇବତରେ ପୂର୍ବରୁ ହିଁ ଚୀନ ବିରୁଦ୍ଧରେ ବିଦ୍ରୋହ ଚାଲିଛି । ଅନ୍ୟ ପଟେ ଭାରତର ନର୍ଥ ଇସ୍ଟରେ ପ୍ରାୟତଃ ସ୍ଥିତି ଶାନ୍ତିପୂର୍ଣ ଅଛି । କିନ୍ତୁ ଭାରତକୁ ତିବ୍ବତ କାର୍ଡ ଖେଳିବା ଉଚିତ ଯାହା ଦ୍ଵାରା ଚୀନ କିଛି ମାତ୍ରାରେ ଭୟଭୀତ ହେବ ।

ଏମିତିରେ ଏହି ବିଷୟ ଉପରେ ଆପଣଙ୍କ ରାୟ କଣ ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।