ପଠାନି କହିଲା ସବୁ ସତ, ପ୍ଲାନ କରିଥିଲେ ରିୟା, ବ୍ଲାକମେଲିଂ… ସୁଶାନ୍ତଙ୍କୁ ବ୍ୟବହାର କରିଥିଲେ

ରିୟା ଚକ୍ରବର୍ତ୍ତୀ ଙ୍କ ସବୁଠାରୁ ଖାସ ଏବଂ ସୁଶାନ୍ତ ଙ୍କ କେଶ ର ସଷ୍ପେକ୍ଟ୍ ସିଦ୍ଧାର୍ଥ ପିଠାନି କହିଦେଲେ ସବୁ ସତ । ପିଠାନି ରିୟା ଙ୍କ ସବୁ କଳା କାରନାମା ରୁ ପରଦା ଉଠାଇଦେଲେ । କହିଲେ ରିୟା କେମିତି ପ୍ଲାନ୍ ବନାଇଲେ ଏବଂ କିପରି ସୁଶାନ୍ତ ଙ୍କ ବ୍ୟବହାର କଲେ । ରିୟା ଙ୍କ ଆସିବା ଆଗରୁ ଏବଂ ଯିବା ପରେ କେମିତି ଥିଲା ସୁଶାନ୍ତ ଙ୍କ ଅବସ୍ଥା,୧୪ ଜୁନ ରେ କଣ ହୋଇଥିଲା ସବୁ କିଛି କହିଦେଲେ ପିଠାନି ।

ଯାହା ଫଳରେ CBI କୌଣସି ମୁହୂର୍ତ୍ତରେ ରିୟା ଙ୍କୁ ଗିରଫ ମଧ୍ୟ କରିପାରେ । ସିଦ୍ଧାର୍ଥ ପିଠାନି ସରକାରୀ ସାକ୍ଷୀ ପାଲଟି ବାକୁ ମଧ୍ୟ ରାଜି ଅଛନ୍ତି । ଚାଲନ୍ତୁ ଜାଣିବା କଣ କହିଲେ ପିଠାନି ।

ସିଦ୍ଧାର୍ଥ ପିଠାନି ଙ୍କୁ CBI ଗତ ୩ ଦିନ ଧରି ପଚରା ଉଚୁରା କରିଛି । ଚାକର ନିରଜ୍ ଏବଂ ପିଠାନି ଙ୍କ ବୟାନ ରେ ବହୁତ୍ ଅନ୍ତର ଦେଖିବାକୁ ମିଳିଥିଲା । ଏହା ପରେ CBI ପିଠାନି ଙ୍କୁ ବହୁତ କଡ଼ା ଭାବେ ଯାଞ୍ଚ୍ କଲେ । ଏହା ଫଳରେ ପିଠାନି ଡରି କି ସବୁ କିଛି କହିଦେଇଥିଲେ । ସିଦ୍ଧାର୍ଥ ପିଠାନି ଯାହା କହିଲେ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ପିଠାନୀ କହିଛନ୍ତି କି ରିୟା ଯେବେଠୁ ସୁଶାନ୍ତ ଙ୍କ ଜୀବନରେ ଆସିଲେ ସେବେଠୁ ସୁଶାନ୍ତ ଙ୍କ ଜୀବନ ପୁରା ବଦଳି ଯାଇଥିଲା କାରଣ ରିୟା ସୁଶାନ୍ତ ଙ୍କ ସବୁ ନିଷ୍ପତି ନେବାକୁ ଲାଗିଥିଲେ । ରିୟା ଙ୍କ ଆସିବ ପରେ ସୁଶାନ୍ତ ବହୁତ ଚିନ୍ତା ରେ ରହୁଥିଲେ । ଏବଂ ୪ ରୁ ୫ ଥର ସୁଶାନ୍ତ ପିଠାନି ଙ୍କ ସାମ୍ନାରେ କାନ୍ଦି ମଧ୍ୟ ଥିଲେ ।

ପିଠାନି କହିଛନ୍ତି କି ରିୟା କୌଣସି କଥାକୁ ନେଇ ସୁଶାନ୍ତ ଙ୍କୁ ବ୍ଳାକମେଲିଂ କରୁଥିଲେ । ସୁଶାନ୍ତ ପିଠାନି ଙ୍କୁ ଦିରେକ୍ଟ୍ ନୁହଁ କିନ୍ତୁ ଇଶରା ରେ କହିଥିଲେ କି ରିୟା ତାଙ୍କୁ ବ୍ଲାକମେଲିଂ କରୁଛନ୍ତି । ପିଠାନି କହିଛନ୍ତି କି ଗତ ୧ ବର୍ଷରେ ରିୟା ସୁଶାନ୍ତ ଙ୍କ ବହୁତ୍ ପଇସା ଖର୍ଚ୍ଚ କରିଥିଲେ । ରିୟା ସୁଶାନ୍ତ ଙ୍କ କ୍ରେଡିଟ କାର୍ଡ ନିଜ ପାଖରେ ରଖୁଥିଲେ ଏବଂ ସବୁ ବିଲ ର ପଇସା ସେଥିରୁ ଖର୍ଚ୍ଚ କରୁଥିଲେ ।

ରିୟା ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ପସନ୍ଦ କରିନଥିଲେ,ସେଥିପାଇଁ ଯେତେବେଳେ ସୁଶାନ୍ତ ଙ୍କ ଭଉଣୀ ମୁମ୍ବାଇ ଆସିଥିଲେ ରିୟା ଜାଣିଶୁଣି ଝଗଡ଼ା କରିଥିଲେ ଆଊ ସେତେବେଳେ ସୁଶାନ୍ତ ମଧ୍ୟ ରିୟା ଙ୍କୁ ସପ୍ପୋଟ କରିଥିଲେ,କାରଣ ସେତେବେଳେ ରିୟା ଆଊ ସୁଶାନ୍ତ ଙ୍କ ସମ୍ପର୍କ ନୂଆ ଥିଲା ଏବଂ ସୁଶାନ୍ତ ରିୟା ଙ୍କ ସବୁ କଥା ଶୁଣୁଥିଲେ । ରିୟା ସୁଶାନ୍ତ ଙ୍କୁ ଫିଲ୍ମ୍ କରିବାକୁ ଦେଉନଥିଲେ ଏବଂ ନିଜ ସହିତ ହିଁ ଫିଲ୍ମ୍ କରିବାକୁ କହୁଥିଲେ ।

ଯାହା ଦ୍ଵାରା ସୁଶାନ୍ତ ବହୁତ୍ ଚିନ୍ତା ରେ ରହୁଥିଲେ । ପିଠାନି କହିଛନ୍ତି କି ସେ ସେପ୍ଟେମ୍ବର ରେ ମୁମ୍ବାଇ ଛାଡି ହାଇଦରାବାଦ ପଳାଇଥିଲେ ଏବଂ ତାଙ୍କ ଯିବା ପରେ ରିୟା ନିଜର ଚାଲ୍ ଚଳି ଥିଲେ । ଜାନୁଆରୀ ୨୦୨୦ ରେ ସୁଶାନ୍ତ ପିଠାନି ଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ମୁମ୍ବାଇ ଆସିବାକୁ କହିଥିଲେ । ମୁମ୍ବାଇ ଆସିବ ପରେ ରିୟା ପୀଠାନୀ ଙ୍କୁ ସୁଶାନ୍ତ ଙ୍କ ସହିତ ରହିବାକୁ କହିଥିଲେ । ସୁଶାନ୍ତ ପିଠାନି ଙ୍କୁ କହିଥିଲେ କି ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଯାଉଛନ୍ତି ।

କିନ୍ତୁ ରିୟା ଚାହୁଁଥିଲେ କି ସୁଶାନ୍ତ ଫିଲ୍ମ୍ କରିବା ଛାଡନ୍ତୁ ଏବଂ ମୁମ୍ବାଇ ରୁ ବାହାରକୁ ଯାଆନ୍ତି ବୋଲି ସେଥିପାଇଁ ତାଙ୍କ ଭିତରେ ବହୁତ୍ ସମୟ ଝଗଡ଼ା ମଧ୍ୟ ହେଉଥିଲା । ପିଠାନି ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ରିୟା ଚକ୍ରବର୍ତ୍ତୀ ଙ୍କୁ ଛାଡ଼ିବାକୁ ଚାହୁଁଥିଲେ । କିନ୍ତୁ ଏମିତି କିଛି କାରଣ ଥିଲା ଯୋଉଠିପାଇଁ ସେ ବାଧ୍ୟରେ ରିୟା ଙ୍କ ସହିତ ଥିଲେ । ସୁଶାନ୍ତ କହୁଥିଲେ ଚାଷ କରିବି ପରିବାର ଲୋକଙ୍କ ସହିତ ରହିବି କିନ୍ତୁ ଫିଲ୍ମ୍ କରିବିନି କି ମୁମ୍ବାଇ ରେ ରହିବିନି ।

ସେ ସବୁ କିଛି ଛାଡିକି ଯିବାକୁ ଚାହୁଁଥିଲେ କିନ୍ତୁ ରିୟା ଙ୍କୁ ଏ ସବୁ ଭଲ ଲାଗୁନଥିଲା । କିଛି ଏମିତି ଥିଲା କି ସୁଶାନ୍ତ ରିୟା ଙ୍କୁ କିଛି କହିବି ପାରୁନଥିଲେ ଏବଂ ରିୟା ଙ୍କୁ ଛାଡ଼ିବି ପାରୁନଥିଲେ । ପିଠାନି କହିଛନ୍ତି କି ରିୟା ଙ୍କ କୌଣସି ଇଁକମ ନଥିଲା ସେ ସବୁ ଖର୍ଚ୍ଚ ସୁଶାନ୍ତ ଙ୍କ ପଇସାରୁ ହିଁ କରୁଥିଲେ । ପିଠାନି କହିଛନ୍ତି କି ୧୪ ଜୁନ ରେ ସୁଶାନ୍ତ ଯେତେବେଳେ କବାଟ ଖୋଲୁନଥିଲେ ସେତେବେଳେ ସେ ତଳ ଫ୍ଲୋର ରେ ଥିଲେ ଏବଂ ଦିପେଶ ଉପରେ ଥିଲେ ଯେତେବେଳେ ଚାକର କହିଲା କି ସୁଶାନ୍ତ କବାଟ ଖୋଲୁନାହିଁ ସେତେବେଳେ ପିଠାନି ଉପରକୁ ଯାଇଥିଲେ ଏବଂ ତାଲା ବାଲାକୁ ଡାକି କବାଟ ଭାଙ୍ଗିଥିଲେ ।

ପିଠାନି କହିଛନ୍ତି କି ଦିପେଶ ହିଁ ସବୁ କିଛି କରିଛନ୍ତି । ପ୍ରଥମେ ସୁଶାନ୍ତ ଙ୍କୁ ବେହୋସ କରିଲେ ଏବଂ ପାଙ୍ଖରେ ଲଟକାଇଲେ ଏବଂ ପରେ କବାଟ ବାହାରୁ ଲକ କରି ଆସିଥିଲେ । CBI ନିଜର ତଦନ୍ତ ଖୁବ୍ ଜୋର୍ ସୋର୍ ରେ କରିଚାଲିଛି । ଏବଂ କହିଛିି ଖୁବ୍ ଶୀଘ୍ର ସୁଶାନ୍ତ ଙ୍କ କେଶ ସଲଭ ହେବାକୁ ଯାଉଛି । ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ଏବଂ ଦୋଷୀ କୁ କଠୋର ଦଣ୍ଡ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।