ପୁରା ପଲଟି ଗଲା ସୁଶାନ୍ତଙ୍କ କେଶ, ବେହୋସ କରିବା ପରେ ଲଟକାଈ ଥିଲେ ସୁଶାନ୍ତଙ୍କୁ, ଦିସାଙ୍କ ଫୋନରୁ ବି ମହା ଖୁଲାସା

ସୁଶାନ୍ତ ଙ୍କ କେଶ କୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମନାକୁ ଆସୁଛି । ଏବେ ଯେଉଁ ନୂଆ ଖୁଲାସା ହୋଇଛି ତାହା CBI ଯାଞ୍ଚ୍ ପରେ ହୋଇଛି । ସୁଶାନ୍ତ ଙ୍କ ଫ୍ଲାଟ୍ କୁ ଯାଇ ଯାଞ୍ଚ୍ କରିଥିଲେ CBI ଏବଂ ଏହି କଥା ସାମ୍ନାକୁ ଆସିଛି କି ସୁଶାନ୍ତ ଙ୍କୁ ପ୍ରଥମେ ବେହୋସ କରାଯାଇଥିଲା ଏବଂ ପରେ ତାଙ୍କୁ ପଙ୍ଖା ରେ ଝୁଲା ଦିଆ ଯାଇଥିଲା ।

ସୁଶାନ୍ତ ଙ୍କ ଘରେ ରହୁଥିବା ସିଦ୍ଧାର୍ଥ ପିଠାନି ଏବଂ ଚାକର ନିରଜ୍ ଙ୍କ ବୟାନ ରେ ବହୁତ ଅନ୍ତର ରହିଛି । ଦୁତିଅ ଚାକର ଦୀପେଶ୍ ଏବଂ ନିରଜ୍ ଙ୍କ ବୟାନ ରୁ ମଧ୍ୟ CBI ଙ୍କୁ ବହୁତ ବଡ଼ ତଥ୍ୟ ମିଳିଛି । CBI ଦିସା ସଲିଆଁନ୍ ଙ୍କ ବିଷୟରେ ମଧ୍ୟ କରିଛି ବଡ଼ ଖୁଲାସା । କି ୧୭ ଜୁନ ପର୍ଯ୍ୟନ୍ତ ଦୀଶା ସଲିଆନ ଙ୍କ ଫୋନ ସୁଇଚ୍ ଅନ ଥିଲା । ଏହି ୩ ଟି ବଡ଼ ଖୁଲାସା ସୁଶାନ୍ତ ଙ୍କ କେଶ କୁ ପୁରା ବଦଳାଇ ଦେଇଛି । ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ଭୟଙ୍କର ଖୁଲାସା କରାଯାଇଛି । ଏମିତି ଖୁଲାସା ଯାହା କେଶ ର ଆଙ୍ଗେଲ କୁ ପୁରା ବଦଳାଇ ଦେଇଛି । CBI ସୁଶାନ୍ତ ଙ୍କ ଫ୍ଲାଟ କୁ ଯାଇଥିଲା ଏବଂ ଥରେ ନୁହଁ ବରଂ ୨ ଥର ଡମୀ ଟେଷ୍ଟ କରିଥିଲା । ପ୍ରଥମ ଥର CBI ଙ୍କୁ କିଛି ଖାସ ତଥ୍ୟ ମିଳିନଥିଲା କିନ୍ତୁ ଦ୍ଵିତୀୟ ଥରରେ CBI ଏହା କହିଛିି କି ପଙ୍ଖା ଏବଂ ବେଡ଼ ଭିତରେ ଯେତିକି ଜାଗା ଅଛି ସେତିକି ରେ ସୁଶାନ୍ତ ଆରାମ ରେ ଆସିପରିଥାନ୍ତେ ।

କିନ୍ତୁ ଏବେ ବଡ଼ ଖୁଲାସା ଏହା ହୋଇଛି କି ସୁଶାନ୍ତ ନିଜେ ଆତ୍ମହତ୍ୟା କରିନଥିଲେ ବରଂ ସୁଶାନ୍ତ ଙ୍କୁ ପାଙ୍ଖାରେ ଲଟକାଇ ଥିଲେ । ଖବର ମିଳିଛି କି ସୁଶାନ୍ତ କୁ ବେହୋସ ଅବସ୍ଥାରେ ପଙ୍ଖା ରେ ଲଟକାଇ ଥିଲେ ନହେଲେ ସୁଶାନ୍ତ ଙ୍କୁ ପ୍ରଥମେ ମାରିଥିଲେ ଏବଂ ତାପରେ ଲଟକାଇ ଥିଲେ । କାରଣ ଫରେନ୍ସି ଏକ୍ସପଟ୍ କୁ ଲଟକି ଥିବା କପଡା ଏବଂ ସୁଶାନ୍ତ ଙ୍କ ବେକ ରେ ଥିବା ଦାଗ ରେ ବହୁତ୍ ଅନ୍ତର ଦେଖା ଯାଇଛି । CBI କହିଛିି ସେହି କପଡା ଦ୍ଵାରା ଏତେ ଗଭୀର ଚିହ୍ନ ହୋଇପାରିବ ନାହିଁ । CBI ଏହା ଦର୍ଶାଇ ଦେଇଛି କି ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ହତ୍ୟା କରାଯାଇଛି ।

ସୁଶାନ୍ତ ଙ୍କ ଫ୍ଲାଟ୍ ରେ ରହୁଥିବା ସିଦ୍ଧାର୍ଥ ପିଠାନି ଏବଂ ଚାକର ନିରଜ୍ ଙ୍କୁ ପଚରା ଉଚୁରା କରିଥିଲା CBI କିନ୍ତୁ ଦୁଇଜଣଙ୍କ ବୟାନ ରେ ବହୁତ ଅନ୍ତର ଦେଖିବାକୁ ମିଳିଥିଲା ଯାହା ପରେ ପଠାନି ଏବଂ ନିରଜ୍ କୁ ଅମ୍ନା ସାମ୍ନା କରିଥିଲେ ଏବଂ ତଦନ୍ତ କରିଥିଲେ । ସବୁଠୁ ବଡ଼ କଥା ପିଠାନି ଏବଂ ନିରଜ୍ ଙ୍କ ସହିତ ଦ୍ଵିତୀୟ ଚାକର ଦିପେଶ୍ ର ବୟାନ ମଧ୍ୟ ଅଲଗା ରହିଛି । ଦିପେଶ ର ମିଛ ଧାରା ପଡ଼ିସାରିଛି । ଏବେ ପିଠାନି ଏବଂ ଦିପେଷ CBI ର କଡ଼ା ନଜର ରେ ଅଛନ୍ତି ।

ବଡ଼ ଖୁଲାସା ହୋଇଛି କି ଡ଼ିସା ସଲିଆନ୍ ଙ୍କ ଫୋନ ୧୭ ଜୁନ ପର୍ଯ୍ୟନ୍ତ ଆକ୍ଟିଭ ଥିଲା । ଦିସା ଙ୍କ ଯିବା ପରେ ମଧ୍ୟ ତାଙ୍କ ଫୋନ ଆକ୍ଟିଭ ଥିଲା ଏବଂ ଏହି ଭିତରେ ଦିସା ଙ୍କ ଫୋନ ରୁ କଲ୍ ମଧ୍ୟ କରାଯାଇଥିଲା । ଦିସା ଙ୍କ ପରିବାର ଲୋକ କହିଛନ୍ତି କି ସେ ଦିସା ଙ୍କ ଫୋନ ପୋଲିସ କୁ ଦେଇଥିଲେ ।

ଯଦି ଦିସା ଙ୍କ ଫୋନ ମୁମ୍ବାଇ ପୋଲିସ ପାଖରେ ଥିଲା ତେବେ ଦିସା ଙ୍କ ଫୋନ କିଏ ବ୍ୟବହାର କରିଥିଲା । ମୁମ୍ବାଇ ପୋଲିସ ଏମିତି କରିଛି କି ମୁମ୍ବାଇ ପୋଲିସ ସେହି ଲୋକଙ୍କୁ ଫୋନ ଦେଇଥିଲା ଯିଏ ସୁଶାନ୍ତ ଙ୍କ କେଶ ର ମୂଳ ନାୟକ ଅଟେ ।
ବର୍ତମାନ ଏହି ୩ ଟି ଖୁଲାସା ସୁଶାନ୍ତ ଙ୍କ କେଶ ସହିତ ଦିସା ଙ୍କ ମୃତ୍ୟୁ ରହସ୍ୟ କୁ ଏକ ବହୁତ୍ ବଡ଼ ମୋଡ଼ ଦେଇଛି ।

ଏବଂ ଜଣା ପଡିଛି କି ଏହି ସପ୍ତାହ ଶେଷ ସୁଦ୍ଧା CBI ବହୁତ ବଡ଼ ଖୁଲାସା କରିବ । ସୁଶାନ୍ତ ଙ୍କ କେଶ କୁ CBI ଆକ୍ସନ ମୋଡ଼ ରେ ତଦନ୍ତ କରିଚାଲିଛି । CBI କହିଛିି ସୁଶାନ୍ତ ଙ୍କ କେଶ ବହୁତ ଶୀଘ୍ର ଶଲଭ ହେବାକୁ ଯାଉଛି । ଏବଂ ସୁଶାନ୍ତ ଙ୍କ ଦୋଷୀ କୁ ଦଣ୍ଡ ମିଳିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।