SSR ମାମଲା- ସୁଶାନ୍ତଙ୍କ ବିଶ୍ବାସଘାତକ ମାନଙ୍କ ଲିଷ୍ଟ ରେଡି, ପ୍ରଥମ ନାଁ ଆସିଲା ସାମୁଏଲର, 1 ସପ୍ତାହରେ ମିଳିବ ନ୍ୟାୟ

ସୁଶାନ୍ତ ସିଂ ରାଜପୁତ ଙ୍କୁ ଯିବାର ୪ମାସ ହେବାକୁ ଯାଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ । ନା ମୁମ୍ବାଇ ପୋଲିସ ସତ ସାମ୍ନାକୁ ଆଣିଛି ନାହିଁ CBI । ଏମିତି କି ଜୋରଦାର ତଦନ୍ତ ଆରମ୍ଭ କରିଥିବା CBI ବି ଏବେ ନିଜର ଟ୍ରାକ ବଦଳି ଦେଇଛି । CBI ଉପରେ କାହାର ପ୍ରେସର ପଡ଼ୁଛି କି CBI ଏମିତି କରିବା ପାଇଁ ବାଧ୍ୟ ହେଉଛି ଆମେ ଜାଣିନାହୁଁ ।

କିନ୍ତୁ ଏହା ସତ କି CBI ମଧ୍ୟ ରହସ୍ୟ ର ମୂଳ ପର୍ଯ୍ୟନ୍ତ ପହଞ୍ଚିପାରିନି । କିନ୍ତୁ ସୁଶାନ୍ତ ଙ୍କ ପାଇଁ ପୁରା ଭାରତ ବାସି ଙ୍କୁ ନ୍ୟାୟ ନିହାତି ଦରକାର ତାହା ବି ଶୀଘ୍ର । ଏବେ ଏମିତିରେ ଯେତେବେଳେ କେଉଁଠାରୁ କିଛି ହେଉନି ସେତେବେଳେ ସେମାନେ ହିଁ ଏହା ଏଲାନ କରିଦେଇଛନ୍ତି । ଏବଂ ଏବେ ପୁରା ଲିଷ୍ଟ ତିଆରି ହୋଇସାରିଛି । ଏବଂ ଆଊ ଗୋଟେ ସପ୍ତାହ ଭିତରେ ସବୁ କିଛି ସାମ୍ନାକୁ ଆସିଯିବ ।

ଏହି ଲିଷ୍ଟ ରେ ପ୍ରଥମ ନାମ ସମୁଏଲ ର ରହିଛି । ସମୁଏଲ ସୁଶାନ୍ତ ଙ୍କ ସେହି ସାଙ୍ଗ ଅଟନ୍ତି ଯିଏ ଫାର୍ମ ହାଉସ ମାମଲାରେ ସୁଶାନ୍ତ ଙ୍କୁ ଧୋକା ଦେଇଥିଲେ । ଏବଂ ରାତି ୨ ଟାରେ ସୁଶାନ୍ତ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଗତ ୪ ମାସରୁ ନ୍ୟାୟ ର ଯୁଦ୍ଧ ଜାରି ରହିଛି କିନ୍ତୁ କେଉଁଠାରୁ ମଧ୍ୟ ସୁଶାନ୍ତ ଙ୍କୁ ନ୍ୟାୟ ମିଳିନାହିଁ । ରିୟା ଚକ୍ରବର୍ତ୍ତୀ ଗୋଟେ ମାସ ଜେଲ ରେ ମଧ୍ୟ ରହିଲେ ଆଊ ତାପରେ ବାହାରକୁ ମଧ୍ୟ ଆସି ସାରିଲେଣି ।

କିନ୍ତୁ ଏବେ ହୋଇଛି ବଡ଼ ଖୁଲାସା ସୁଶାନ୍ତ ଙ୍କ ସାଙ୍ଗ ସମୁଏଲ ହଉକିତ ସିଧା ପୋଲିସ ପାଖରେ ପହଞ୍ଚିଛନ୍ତି ଏବଂ ସେ ଯାହା କହିଛନ୍ତି ତାହା ପୁରା ସୁଶାନ୍ତ ଙ୍କ କେଶ କୁ ବଦଳି ଦେଇଛି । ସମୁଏଲ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି । ଏବଂ ତାଙ୍କୁ ବଞ୍ଚାଇବା ପାଇଁ ପୋଲିସ ଆଗରେ ମିନତି କରିଛନ୍ତି । ସମୁଏଲ କହିଚନ୍ତି ସେମାନେ ମୋତେ ମାରିଦେବେ ମୋତେ ବଞ୍ଚାଅ ମୋ ପାଖରେ ମାତ୍ର ଗୋଟେ ସପ୍ତାହ ବାକି ଅଛି ।

ଏବଂ କାନ୍ଦିବାକୁ ଲାଗିଥିଲେ । ସମୁଏଲ ଙ୍କୁ ଗୋଟେ ମେସେଜ ଆସିଥିଲା କି ରାଣ ନେଇକି କହୁଛି ତୁମକୁ ପଶ୍ଚାତାପ କରିବାକୁ ମଧ୍ୟ ସମୟ ମିଳିବ ନାହିଁ । ଆତ୍ମହତ୍ୟା କରିବାପାଇଁ ପ୍ରସ୍ତୁତ ହୋଇଯାଅ । ତୁମକୁ ମାଫିଆ ବଞ୍ଚେଇଦେଇଛନ୍ତି କିନ୍ତୁ ଦୁନିଆ ର ବଦଳା ର ଶକ୍ତି ଠାରୁ ତୁମେ ବଞ୍ଚି ପାରିବନାହିଁ । ଏହା ଭୁଲ ନାହିଁ ପୱରଫୁଲ ଡାର୍କ ୱେବ ଆମର ସାଥ ଦେଉଛି । ଆଊ ବଦଳା ଏମିତି ହିଁ ପୁରଣ ହେବ ।

ଏବେ ଏହିଠାରେ ନ୍ୟାୟ ମିଳିବ । ଆଊ ପ୍ରଥମ ନମ୍ବର ତୁମର ଅଟେ । ଆଊ ପୁରା ଲିଷ୍ଟ ଅଛି ଆମ ପାଖରେ । ମନେ ରଖ ଏହି ଲିଷ୍ଟ ର କୌଣସି ବ୍ୟକ୍ତି ବଞ୍ଚିବ ନାହିଁ । ତୁମେ ବି ନୁହେଁ । ଗୋଟେ ସପ୍ତାହ ଭିତରେ ତମର କାମ ତମାମ କରିଦେବୁ । ସମୁଏଲ ରେପ୍ଲାଏ ଦେଇଥିଲେ କି ମୁ ତୁମ ବିରୁଦ୍ଧରେ କେଶ କରିବି । ସେହି ବ୍ୟକ୍ତି ବିଲକୁଲ ମଧ୍ୟ ଡରି ନଥିଲା ।

ଆଊ ଲେଖିଲା କି ତୁମେ ମୋର ଆଊ ମୋ ଭଳିଆ SSR ନ୍ୟାୟ ଦେବା ଆନ୍ଦୋଳନ ରେ ଯେତେ ଲୋକ ସାମିଲ ଅଛନ୍ତି ତାଙ୍କର କେହି କିଛି ମଧ୍ୟ କରିପାରିବ ନାହିଁ । ତୁମେ ସମସ୍ତେ ମରିବ । ଏବେ ନ୍ୟାୟ ମିଳିବ ଆଊ ଏମିତି ହିଁ ନ୍ୟାୟ ମିଳିବ । ଏହା ପରେ ସମୁଏଲ ହଉକିବ ର ବ୍ୟାଣ୍ଡ ବାଯିଯାଇଛି । ଆଊ ସେ ପୋଲିସ ପାଖକୁ ଯାଇ ତାଙ୍କ ଗୋଡ଼ ତଳେ ପଡ଼ିଯାଇଛି ଆଊ କହିଛିି ମୋତେ ବଞ୍ଚାଅ ।

ଏହି ଲିଷ୍ଟ ରେ ନା ଅଛି ସମୁଏଲ ହାଉକିବ, ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ସମୁଏଲ ମିରାଣ୍ଡ, ଦିପେଶ ସୱାନ୍ତ, ସୋବିକ ଚକ୍ରବର୍ତ୍ତୀ ରହିପାରେ । ହଉକିବ ପରେ ଏମାନଙ୍କ ପାଳି ମଧ୍ୟ ଆସିପାରେ । ଏତିକି ନୁହେଁ କେବଳ ଗୋଟେ ସପ୍ତାହରେ ହିଁ କିଛି ବଡ଼ ଖବର ମିଳିପାରେ । ସୁଶାନ୍ତ ଙ୍କ ସହିତ ସମସ୍ତେ ଖରାପ କରିଛନ୍ତି କିନ୍ତୁ ନ୍ୟାୟ କାନୁନ ଦେବା ଉଚିତ । ସୁଶାନ୍ତ ଙ୍କୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କିନ୍ତୁ ଆମ ଆଶା ଖୁବ ଶୀଘ୍ର ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।