SSR ମାମଲା- ୧୧୧ ଦିନ ପରେ ସାମ୍ନାକୁ ଆସିଲା ଅସଲ ସତ! CBI ର ବଡ ଖୁଲସା- କହିଲେ ଏହି 3 ନାମ

କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟାର ରହସ୍ୟ ପାଖାପାଖି ଉଜାଗର ହୋଇ ସାରିଛି । ଲଗାତର CBIର କଡା ଯାଞ୍ଚ ପରେ ଏହା ସ୍ପଷ୍ଟ ଜଣା ପଡି ଯାଇଛି କି ସୁଶାନ୍ତଙ୍କ ମୃତ୍ୟୁ କେମିତି ହୋଇଥିଲା । AIIMS ଫରେନସିକ ଟିମ ନିଜର ଫାଇନାଲ ରିପୋର୍ଟ ତିଆରି କରିସାରିଛନ୍ତି । ଯେଉଁଥିରେ ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ ବିଷୟରେ କୁହାଯାଇଛି । ବର୍ତ୍ତମାନ ଏହା କେବଳ ସମସ୍ତଙ୍କ ସାମ୍ନାକୁ ଆସିବାର ଅଛି । କହିବାକୁ ଗଲେ ସୁଶାନ୍ତ ମୃତ୍ୟୁର ସତ ଆଉ ଅଳ୍ପ ଦିନ ।

ଏହା ସହିତ ସୂଚନା ମିଳୁଛି କି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ ଯିଏକି ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବେ ହିଁ ଆତ୍ମହତ୍ୟା କରିଥିଲେ ତାଙ୍କର କେସକୁ ବି CBI ଗୁପ୍ତ ରୂପରେ ଯାଞ୍ଚ କରୁଛି । ଏହା ସହିତ ଶୁଣିବାକୁ ମିଳୁଛି କି CBIକୁ ଅସଲ ଅପରାଧୀ ମିଳିସାରିଛି ।

ଯେମିତି ହିଁ କିଛି କଡା ପ୍ରମାଣ ମିଳିବ ସେମିତି ହିଁ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯିବ । ହୋଇପାରେ କି ଏହା ପରେ ଆହୁରି ବି କିଛି ସତ ସାମ୍ନାକୁ ଆସିପାରେ । ଲଗାତାର ଯାଞ୍ଚ ପରେ AIIMSର ଡାକ୍ତରମାନେ ଜାଣିସାରିଛନ୍ତି କି ସୁଶାନ୍ତଙ୍କୁ କିଏ ହତ୍ୟା କରିଛି । କହିବାକୁ ଗଲେ କୁପର ହସ୍ପିଟାଲ ଓ ମହାରାଷ୍ଟ୍ର ସରକାରଙ୍କ ଅସଲ ଚେହେରା ବର୍ତ୍ତମାନ ସାମ୍ନାକୁ ଆସି ଯାଇଛି । ବର୍ତ୍ତମାନ ମୁମ୍ବାଇ ପୋଲିସକୁ କେହି ବି ବଞ୍ଚାଇ ପାରିବ ନାହିଁ ।

ଅନ୍ୟ ପଟେ ବଲୀଉଡର ବର୍ବାଦି ବି ଆରମ୍ଭ ହୋଇ ଯାଇଛି । ସଲମାନ ଖାନ ଓ ଆମିର ଖାନଙ୍କର ବି ସୁଶାନ୍ତଙ୍କ କେସରେ ହାତ ଅଛି ବୋଲି ସନ୍ଦେହ କରା ଯାଉଛି । କହିବାକୁ ଗଲେ CBI ଯାହା ସନ୍ଦେହ କରୁଥିଲେ ତାହା ବର୍ତ୍ତମାନ ସତ ପ୍ରମାଣିତ ହେବାକୁ ଯାଉଛି । କାରଣ AIIMSର ଫରେନସିକ ରିପୋର୍ଟ ଓ ସୁଶାନ୍ତଙ୍କ ଛାତ ଉପରେ ଯାଇ CBIର ଯାଞ୍ଚର ରିପୋର୍ଟ ମିଶୁଛି । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ବିସରା ଓ ପୋସ୍ଟମର୍ଟେମ ରିପୋର୍ଟକୁ ବହୁତ ଗଭୀର ଭାବରେ ଯାଞ୍ଚ କରା ଯାଇଛି ।

ସୁଶାନ୍ତଙ୍କ ହତ୍ୟା କେମିତି ହୋଇଛି ଏହା ବିଷୟରେ AIIMSର ଫରେନସିକ ଟିମର ୫ ଜଣ ସଦସ୍ୟ ଜାଣିସାରିଛନ୍ତି ଓ ଏହା ବିଷୟରେ ଜଲ୍ଦି ହିଁ ସମସ୍ତେ ଜାଣି ଯିବେ । କହିବାକୁ ଗଲେ ଯେଉଁ ଘରେ ସୁଶାନ୍ତଙ୍କ ମୃତ ଶରୀର ମିଳିଥିଲା ସେହି ଘରେ ଅନ୍ୟ କେତେକ ଲୋକମାନଙ୍କର ବି ହାତ ଚିହ୍ନ ମିଳିଛି । ଯାହାକି ବହୁତ ଭୟଙ୍କର ସଂକେତ ଦେଉଛି । ଏହା ଛଡା ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ଥିଲା ତାହା ବି ଏକ ପ୍ରକାରର ପ୍ରଶ୍ନ ଛିଡା କରୁଛି ।

ପୋସ୍ଟମର୍ଟେମ ଓ ବିସରା ରିପୋର୍ଟରେ ଭୟଙ୍କର ହେରଫେର ଦେଖିବାକୁ ମିଳିଛି । AIIMSର ରିପୋର୍ଟ ଓ CBIର ରିପୋର୍ଟ ଯଦି ମିଶି ଯିବ ତେବେ ଅସଲ ଅପରାଧୀ ଧରା ପଡିଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।