SSR ମାମଲା- ରିୟା ସଲମାନ ବିଷୟରେ କଲା ବଡ ଖୁଲାସା, କହିଲେ ସଲମାନଙ୍କ ପାର୍ଟିରେ ବି…

ସୁଶାନ୍ତ ସିଂଜ ରାଜପୁତଙ୍କ କେସରେ ଓ ଡ୍ରଗ କେସରେ ରିୟା ଚକ୍ରବତୀ ବର୍ତ୍ତମାନ ସମୟରେ ଜେଲରେ ଅଛନ୍ତି । ଏମିତିରେ ରିୟା ଚକ୍ରବତୀ ଜେଲରେ ସବୁଦିନ ଗୋଟିଏ ପରେ ଗୋଟିଏ ବଡ ଖୁଲାସା କରୁଛନ୍ତି । ରିୟା ସବୁଦିନ କୌଣସି ନା କୌଣସି ବଲୀଉଡ ଷ୍ଟାର ଓ ଡ୍ରଗ ବ୍ୟାପର କରୁଥିବା କିଛି ଲୋକମାନଙ୍କର ନାମ CBIକୁ କହୁଛନ୍ତି ଓ ଅନ୍ୟ ପଟେ ସିବିଆଇ ବି ସେହି ଲୋକମାନଙ୍କୁ ଜେରା କରିବାରେ ଲାଗିଛି ।

ସୂତ୍ର ଅନୁସାରେ ବର୍ତ୍ତମାନ ହିଁ ରିୟା ଏକ ବଡ ଖୁଲାସା କରିଛନ୍ତି ।  ସୂତ୍ର ଅନୁସାରେ କୁହାଯାଉଛି କି ରିୟା କହିଛନ୍ତି କି ସେ ବି କରଣ ଜୋହାରଙ୍କ ଦ୍ଵାରା ଆୟୋଜିତ କରାଯାଉଥିବା ଏମିତି କିଛି ପାର୍ଟିରେ ସାମିଲ ଥିଲେ ଯେଉଁ ପାର୍ଟିରେ ଡ୍ରଗ ସାମିଲ ଥିଲା ।

ଏହା ଛଡା କରଣ ଜୋହାରଙ୍କ ପାର୍ଟିର ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେହି ପାର୍ଟିରେ ବି ରିୟା ଚକ୍ରବତୀ ସାମିଲ ଥିଲେ । କିନ୍ତୁ କୁହାଯାଉଛି କି ସେହି ଭିଡିଓରେ ରିୟା ଚକ୍ରବତୀଙ୍କ ଚେହେରା ଆସି ନ ଥିଲା । କାରଣ ସେହି ସମୟରେ ରିୟା ଚକ୍ରବତୀ ବହୁତ ମଦ ପିଇଥିଲେ । କିନ୍ତୁ ଯେତେବେଳେ ସେହି ଭିଡିଓ ଓ ସେହି ଭିଡିଓରେ ନଜର ଆସୁଥିବା ଷ୍ଟାରଙ୍କ ବିଷୟରେ CBI ଓ NCBର ଟିମ ରିୟା ଚକ୍ରବତୀଙ୍କୁ ଜେଲରେ ଜେରା କରିଲେ ତେବେ ରିୟା ବହୁତ ବଡ ଖୁଲସା କରିଲେ ।

ରିୟା କହିଲେ କି କରଣ ଜୋହାରଙ୍କ ସବୁ ପାର୍ଟିରେ ସବୁ ଷ୍ଟାରମାନେ ଡ୍ରଗ ଓ କୋକିନ ସେବନ କରୁଥିଲେ । ଆପଣଙ୍କୁ କହିଦେଉଛୁ କି ଏହିଭଳି କାମ କେବଳ କରଣ ଜୋହାରଙ୍କ ପାର୍ଟିରେ ହେଉ ନ ଥିଲା, ଏହିଭଳି କାମ ସବୁ ବଡ ବଡ ଷ୍ଟାରଙ୍କ ପାର୍ଟିରେ ହେଉଥିଲା । ଏହି ସୂଚନାର ଆଧାରରେ ବର୍ତ୍ତମାନ ସିବିଆଇ ଟିମ କରଣ ଜୋହାର ଓ ଦୀପିକା ପାଦୁକୋଣଙ୍କୁ ଜେରା କରିବା ପାଇଁ ପ୍ରସ୍ତୁତି କରୁଛି ।

ଏହି ଖବର ଯେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିଲା ତେବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାକୁ ଲାଗିଛି କି ରିୟା ଚକ୍ରବତୀଙ୍କ ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ କେଉଁଠି ନା କେଉଁଠି ଏହି ସବୁ ଷ୍ଟାରଙ୍କ ହାତ ଅଛି । ଏହା ସହିତ ବିଗ ବସକୁ ନେଇ ବି ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ବିଗ ବସର ଏମିତି କିଛି ପାର୍ଟି ଅଛି ଯେଉଁଥିରେ ରିୟା ଚକ୍ରବତୀ ଯାଇ ଥିଲେ ସେଠି ବି ତାଙ୍କୁ ଏହିଭଳି କିଛି ପାର୍ଟି ଦେଖିବାକୁ ମିଳିଥିଲା ।

ଏମିତିରେ CBI ବର୍ତ୍ତମାନ ସଲମାନ ଖାନଙ୍କୁ ଏହି ସମ୍ବନ୍ଧରେ ଜେରା କରିପାରେ । ବର୍ତ୍ତମାନ ସମୟ ହିଁ କହିବ କି ଏହି ମାମଲାରେ ଆଉ କାହାର କାହାର ନାମ ସାମ୍ନାକୁ ଆସିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।