ଏମିତି କଣ ହେଲା କି ଓଡିଆ ଅଭିନେତା Pradyumna Lenka ICU ରେ ହେଲେ ଭର୍ତ୍ତି !

ଓଡିଆ ଫିଲ୍ମ ଜଗତ ପାଇଁ ଆସିଛି ସବୁଠାରୁ ବଡ ଖବର । ଆ-ଇ-ସି-ୟୁ ରେ ଭ-ର୍ତ୍ତି ହୋଇଛନ୍ତି ଓଡିଆ ଫିଲ୍ମ ଜଗତର ଦିଗଜ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା । ସେ ପ୍ରାୟ ୮୦ ଦଶକରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତି ଆସୁଛନ୍ତି । ତାଙ୍କୁ ଆପଣ ଅନେକ ଫିଲ୍ମ ମନାକରେ କାର୍ଯ୍ୟ କରିଥିବାର ଦେଖିଥିବେ । ପ୍ରଦ୍ଯୁମ୍ନ ଲେଙ୍କା ସବୁ ଓଡିଆ ଫିଲ୍ମ ପ୍ରେମୀଙ୍କ ଘରେ ଘରେ ପରିଚିତ ଅଟନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଅଛି ଓ ସେ କଣ ପାଇଁ ଆ-ଇ-ସି-ୟୁ-ରେ ଭର୍ତ୍ତି ହୋଇଛନ୍ତି ଚାଲନ୍ତୁ ଜାଣିବା ।

ଓଲିଉଡର ଏହି ଜ-ବ-ର-ଦ-ସ୍ତ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କାଙ୍କୁ ଆପଣ ଖୁବ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିନେମା ସହ ଅନେକ ଓଡିଆ ଧାରାବାହିକ ମାନଙ୍କରେ ମଧ୍ୟ ଅଭିନୟ କରି ସାରିଛନ୍ତି । ପ୍ରାୟ ୮୦ ଦଶକରୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ନିଜ ନାମ ଅର୍ଜନ କରି ପାରିଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ କେତେକେ ଧାରାବାହିକ ଓ ଫିଲ୍ମରେ ବାପାଙ୍କ ଚରିତ୍ରରେ ଆପଣ ତାଙ୍କୁ ଦେଖିବାକୁ ପାଇ ପାରିବେ । ବର୍ତ୍ତମାନ ସମୟରେ ସେ ‘ହେ ପ୍ରଭୁ’ ଧାରାବାହିକରେ ଅଭିନୟ କରୁଛନ୍ତି ।

ଆଉ ଏହି ଧାରାବାହିକରେ ତାଙ୍କର ଖୁବ ସୁନ୍ଦର ଅଭିନୟ ଦର୍ଶକ ମାନେ ଦେଖିବାକୁ ପାଉଛନ୍ତି । ତେବେ ପ୍ରଦ୍ଯୁମ୍ନ ଲେଙ୍କା ଆ-ଇ-ସି-ୟୁ-ରେ ଭ-ର୍ତ୍ତି ହେବାର ପ୍ରକୃତ କାରଣ ଟି ହେଉଛି, ସେ ଆଗମୀ ଦିନରେ ଏକ ନୂଆ ଓଡିଆ ଚଳଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ନାମ ହେଉଛି ‘ପାପା ତୁମେ ICU ରେ’ । ଏହି ଚଳଚିତ୍ରରେ ଆପଣଙ୍କ ପ୍ରିୟ ଅଭିନେତା ସାତ୍ଵିକ ଏବଂ ରାଧିକାଙ୍କୁ ଆପଣ ଦେଖିବାକୁ ପାରିବେ । ଏହି ଯୋଡି ଆପଣଙ୍କୁ ଖୁବ ପସନ୍ଦ ଆସିବ ।

‘ନୂଆ ବୋହୂ’ ଧାରାବାହିକରେ ଆପଣ ଏହି ଦୁହିଁଙ୍କ ଯୋଡି ନିଶ୍ଚୟ ଦେଖିଥିବେ । ସେମାନେ ନିଜ ଅଭିନୟରେ ଓଡିଶାର ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି । ଏହି ଯୋଡି କରିବାକୁ ଯାଉଥିବା ଓଡିଆ ଫିଲ୍ମ ‘ପାପା ତୁମେ ICU ରେ’ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ । ଏହି ଫିଲ୍ମରେ ବାପାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ପ୍ରଦ୍ଯୁମ୍ନ ଲେଙ୍କା । ତେବେ ଏହି ଫିଲ୍ମର ସୁ-ଟି-ଙ୍ଗ ସମୟରେ ସେ ଆ-ଇ-ସି-ୟୁ-ରେ ଆ-ଡ-ମି-ଟ ହୋଇଛନ୍ତି ।

ତେବେ ତାଙ୍କ ଫିଲ୍ମ ସୁ-ଟି-ଙ୍ଗ ସମୟର ଦୃଶ୍ୟ ଏବଂ ଫ-ଟୋ ଭା-ଇ-ରା-ଲ ହେଉଥିବା ବେଳେ ସେ ପ୍ରକୃତରେ ଏକଦମ ସୁସ୍ଥ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।