ଆସିଲା ଡ୍ରଗ ପାର୍ଟିରେ ଗିରଫ Aryan ଙ୍କ ଆରେଷ୍ଟ୍ ମେମୋ ଦସ୍ତଖତ, ପୁଅପାଇଁ Shahrukh ବଡ ବଡ ନେତାଙ୍କୁ କରୁଛନ୍ତି ମିନତୀ, ଦେଖନ୍ତୁ Video

ବନ୍ଧୁଗଣ ଡ୍ର-ଗ ପା-ର୍ଟି କେ-ସ-ରେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଆ-ରେ-ଷ୍ଟ ହେବା ପରେ ସାମ୍ନାକୁ ଆସିଛି ତାଙ୍କର ମେମୋ ଅଫ ଆ-ରେ-ଷ୍ଟ । ଦେଖନ୍ତୁ ଏହି ଚିଠିକୁ ଯାହାକୁ ଲେଖିଛନ୍ତି ବିଶ୍ଵ ବିଜୟ ସିଂହ । ବିଶ୍ଵ ବିଜୟ ସିଂହ ହେଉଛନ୍ତି ଏନସିବି ଜର୍ନାଲ ୟୁନିଟ ମୁମ୍ବାଇର । ଆରିୟାନଙ୍କ ବି-ରୋ-ଧ-ରେ ଜର୍ନାଲ ୟୁନିଟ ଦ୍ଵାରା ଲେଖା ଯାଇଛି ମେମୋ ଓ ଧା-ରା ଲାଗିଛି । ତାଙ୍କ ଉପରେ ଲାଗିଥିବା ଧାରା ଗୁଡିକ ହେଉଛି ‘ସେକ୍ସନ ୪୨ ନାରକୋଟିକ୍ସ ଡ୍ର-ଗ ଆଣ୍ଡ ସା-ଇ-କୋ-ଲୋ-ଜି-କା-ଲ ସବଷ୍ଟାନ୍ସେସ ୧୯୮୫ ଅନୁଯାଇ ।

ଏହା ସହିତ ଲେଖା ଯାଇଛି ଆରିୟାନ ଖାନ ସନ ଅଫ ଶାହରୁଖ ଖାନ ରେସିଡେନ୍ସ ମନତ, ବ୍ୟା-ଣ୍ଡ-ଷ୍ଟା-ଣ୍ଡ, ବାନ୍ଦରା, ମୁମ୍ବାଇ ଅଣ୍ଡର ଆ-ରେ-ଷ୍ଟ ଟୁଡେ ଥାର୍ଡ ଡେ ଅଫ ଅକ୍ଟୋବର ୨୦୨୧’ । ଆରିୟାନ ଖାନଙ୍କୁ ଦୁଇଟି ସମୟରେ ଗି-ର-ଫ କରାଯାଇଛି । ସେହି ମେମୋରେ ଲେଖା ଯାଇଛି ‘ଫର ୟୋର ଇନଭୋଲ୍ବମେଣ୍ଟ ଅଫ କୋନ୍ସୁମ୍ପସନ ସେଲ ଆଣ୍ଡ ପର୍ଚାସ ଅଫ କୋଣ୍ଟ୍ରାବ୍ୟାଣ୍ଡ ପନିସବଲ ଅଣ୍ଡର ଏନଡିପିସି’ ।

ଅର୍ଥାତ ଯାହା ସବୁ ଅବୈଧିଦ ଡ୍ର-ଗ୍ସ ଅଟେ ସେହି ଦଫା ଲାଗିଛି ଏଥିରେ । ୧୯୮୫ ଅନୁଯାଇ ୧୩ ଗ୍ରାମ କୋ-କି-ନ ୫ ଗ୍ରାମ ଏ-ମ-ଡି ୨୧ ଗ୍ରାମ ଚ-ର-ସ, ତା ସହିତ ୨୨ଟି ନି-ଶା ବ-ଟି-କା ଏବଂ ୧ ଲକ୍ଷ ୩୩ ହଜାର ଟଙ୍କା ସିଜ ହୋଇଛି ସେଥିରେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କ କନେକ୍ସନ ରହିଛି ।

ଏହି ସବୁ କାରଣ ପାଇଁ ତାଙ୍କୁ ଆ-ରେ-ଷ୍ଟ କରାଯାଇଛି । ଏହା ସହିତ ଏହି ମେମୋରେ ଦସ୍ତଖତ କରିଛନ୍ତି ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ । ଅନ୍ୟ ପକ୍ଷରେ ଶନିବାର ରାତିରେ ପାର୍ଟିରେ ଯେତେବେଳେ ଶାହରୁଖ ଖାନଙ୍କ ପୁଅ ଧରା ପଡିଲେ ସେତେବେଳେ ସେ ଆଣ୍ଠେଇକି କାନ୍ଦି ପକାଇ ଥିଲେ । କାନ୍ଦିବା ସହ ସେ କହିଥିଲେ, ମୋର ଭୁଲ ହୋଇଯାଇଛି ଓ ମୋତେ ଛାଡି ଦିଅନ୍ତୁ ।

ବର୍ତ୍ତମାନ ଆରିୟାନ ଖାନଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠା ଯିବ ଓ ଚେକ କରାଯିବ ତାଙ୍କ ଶରୀରରେ କୌଣସି ନି-ଶା ଦ୍ର-ବ୍ୟ-ର ଏଲିମେଣ୍ଟ ରହିଛି ନା ନାହିଁ । ଅରିୟାନ ଖାନ ଗି-ର-ଫ ହେବା ସମୟରେ ତାଙ୍କର ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଆରିୟାନ ଏକ ବ୍ୟାଗ ଭିତରେ ହାତ ପୁରାଇଥିଲେ ସେହି ବ୍ୟାଗରେ ନି-ଶା ଦ୍ର-ବ୍ୟ ଥିଲା ଓ ସେହି ବ୍ୟାଗଟି ହେଉଛି ଆରିୟାନଙ୍କର । ଏହି ସମୟରେ ନିଜ ସୁ-ଟି-ଙ୍ଗ-ରୁ ଫେରି ଆସିଛନ୍ତି ଶାହରୁଖ ଖାନ ।

ତାଙ୍କ ଫିଲ୍ମ ସୁ-ଟି-ଙ୍ଗ-କୁ ପଛରେ ଛାଡି ପୁଅକୁ ବଞ୍ଚାଇବା ପାଇଁ ଚାଲି ଆସିଛନ୍ତି ଶାହରୁଖ । ବର୍ତ୍ତମାନ ଯାହା ଖବର ମିଳୁଛି ଶାହରୁଖ ଖାନ ବିଭିନ୍ନ କଲ୍ କରୁଛନ୍ତି ବଡ ବଡ ମନ୍ତ୍ରୀ ମାନଙ୍କୁ । ନିଜ ପୁଅକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ଶାହରୁଖ ଖାନ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।