ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଥରେ ଶୋକର ଛାୟା, ଏବେ ଏବେ ସିରିଏଲ ‘Tarak Mehta Ka Ooltah Chasma’ ର ଏହି ଫେମସ Actor ଙ୍କର ହେଲା ପରଲୋକ

ଟିଭି ଇଣ୍ଡଷ୍ଟ୍ରି ପାଇଁ ଆସିଛି ଆଉ ଏକ ଦୁଃ-ଖ-ଦ ଖ-ବ-ର । ଆଉ ଦେଖିବାକୁ ମିଳିବନି ‘ତାରକ ମେହଟା କା ଉଲଟା ଚଷମା’ ଧାରାବାହିକର ନଟ୍ଟୁ କାକାଙ୍କୁ । କାରଣ ଗତକାଲି ତାଙ୍କର ପ-ର-ଲୋ-କ ଘଟିଛି । ଅଭିନେତା ଘନଶ୍ୟାମ ନାୟକ ତଥା ଟେଲି ପରଦାର ନଟ୍ଟୁ କାକାଙ୍କ ଗତକାଲି ୭୭ ବର୍ଷ ବୟସରେ ଦେ-ହା-ନ୍ତ ହୋଇଯାଇଛି । ଅଭିନେତା ଘନଶ୍ୟାମ ନାୟକ କ-ର୍କ-ଟ ରୋ-ଗ-ରେ ପୀ-ଡି-ତ ହୋଇ ଦୀର୍ଘ ଦିନରୁ ଚି-କି-ତ୍ସି-ତ ହେଉଥିଲେ ।

ଲୋକପ୍ରିୟ ଧାରାବାହିକ ‘ତାରକ ମେହଟା କା ଉଲଟା ଚଷମା’ ର ନିର୍ମାତା ଅସୀତ ମୋଦି ABP ନ୍ୟୂଜ ସହ କଥା ହୋଇ ଘନଶ୍ୟାମ ନାୟକଙ୍କ ମୃ-ତ୍ୟୁ ଖ-ବ-ର ଦେଇଥିଲେ । ତାଙ୍କ ସହ ଘନଶ୍ୟାମ ନାୟକ ପ୍ରାୟ ୨୦୦୧ ମସିହାରୁ ଯୋଡି ହୋଇଥିଲେ ଏବଂ ତାଙ୍କ ସହ ନଟ୍ଟୁ କାକାଙ୍କର ଖୁବ ଗଭୀର ଏବଂ ପାରିବାରିକ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି । ଧାରାବାହିକରେ ଅଭିନୟ କରିବା ପୂର୍ବରୁ ନଟ୍ଟୁ କାକା ବଲିଉଡରେ ଶିଶୁ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି ।

ନଟ୍ଟୁ କାକା ଶତାଧିକ ଗୁଜୁରାଟି ଓ ହିନ୍ଦୀ ଫିଲ୍ମ ଏବଂ ୩୫୦ ରୁ ଅଧିକ ଟେଲି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ତାଙ୍କ ନି-ଧ-ନ ଖବର ଶୁଣି ଅନେକ ଲୋକ ବିଶ୍ବାସ ମଧ୍ୟ କରି ପାରୁ ନାହାନ୍ତି କି ତାରକ ମେହଟା କା ଉଲଟା ଚଷମା ଧାରାବାହିକର ନଟ୍ଟୁ କାକା ଆଉ ନାହାନ୍ତି । ଏହି ଧାରାବାହିକ ଆମ ଦେଶର ଘରେ ଘରେ ଲୋକେ ଦେଖନ୍ତି ଓ ଏହା ଅତି ଲୋକ ପ୍ରିୟ କମେଡି ଧାରାବାହିକ ଅଟେ ।

ଅନେକ ଦିନ ଧରି ନଟ୍ଟୁ କାକା ଗ-ଳା କ-ର୍କ-ଟ ରୋ-ଗ-ରେ ପୀ-ଡି-ତ ଥିଲେ । ଗତ ବର୍ଷ ଏଥିପାଇଁ ନଟ୍ଟୁ କାକା ଙ୍କର ଏକ ଅ-ପ-ରେ-ସ-ନ ମଧ୍ୟ ହୋଇଥିଲା । କିନ୍ତୁ ସେ କ-ର୍କ-ଟ ରୋ-ଗ-ରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରି ନଥିଲେ । ତେବେ ଗତକାଲି ରବିବାର ଦିନ ମଲାଡ ଇଲାକାର ସୂଚକ ହ-ସ୍ପି-ଟା-ଲ-ରେ ଚି-କି-ତ୍ସି-ତ ଅବସ୍ଥାରେ ତାଙ୍କର ନି-ଧ-ନ ହୋଇଛି । ସେ ମୁମ୍ବାଇର ମଲାଡ ଇଲାକାରେ ହିଁ ରହୁଥିଲେ ।

ଲୋକପ୍ରିୟ ଧାରାବାହିକ ‘ତାରକ ମେହଟା କା ଉଲଟା ଚଷମା’ ରେ ନଟ୍ଟୁ କାକାଙ୍କ ଚରିତ୍ରକୁ ମଧ୍ୟ ଲୋକେ ଖୁବ ପସନ୍ଦ କରୁଥିଲେ । ବର୍ତ୍ତମାନ ତାଙ୍କ ନି-ଧ-ନ ଖବରରେ ଟିଭି ଇଣ୍ଡଷ୍ଟ୍ରି ସହ ଦର୍ଶକ ମାନେ ମଧ୍ୟ ନିଜ ଶୋ-କ ପ୍ର-କା-ଶ କରୁଛନ୍ତି । ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।