ପୋଲିସକୁ ଆଇନ ପଢାଇଲେ Priyanka Gandhi, ଭାଇରାଲ ହେଲା Video

ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ହୋଇଥିବା ହିଂ-ସା-କା-ଣ୍ଡ-କୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏଥିପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାତ୍ରା ବିଳମ୍ବିତ ରାତିରେ ଲକ୍ଷ୍ମୀପୁରରେ ପହଞ୍ଚିଥିଲେ ଓ ପୀ-ଡି-ତ-ଙ୍କ ପରିବାରକୁ ଭେଟିବା ପାଇଁ ଉଦ୍ୟମ କରିଥିଲେ ପ୍ରିୟାଙ୍କା ଗାନ୍ଧୀ । କିନ୍ତୁ ଭୋର ପ୍ରାୟ ସାଢେ ୫ଟା ସମୟରେ ସୀତାପୁରର ହରଗାଓଁରେ ତାଙ୍କୁ ପୋଲିସ ଅଟକାଇ ଥିଲେ । ପ୍ରିୟଙ୍କା ଗାଡିରୁ ଓହ୍ଲାଇ କିଛି ସମୟ ଚାଲି ଚାଲି ଯାଇଥିଲେ । ଏହି ସମୟରେ ପୋ-ଲି-ସ ସହ ପ୍ରିୟଙ୍କାଙ୍କ ଯୁ-କ୍ତି-ତ-ର୍କ ହୋଇଥିଲା ।

ଏହାପରେ ପୋ-ଲି-ସ ତାଙ୍କୁ ନିଜ ହେପାଜତରେ ନେଇଛି । ପ୍ରିୟଙ୍କାଙ୍କୁ ସୀତାପୁର ଗେଷ୍ଟ ହାଉସ ନିଆଯାଇଛି । ତେବେ ପ୍ରିୟଙ୍କାଙ୍କୁ ଗି-ର-ଫ କରାଯାଇ ଥିବା ଯୁବ କଂଗ୍ରେସ ନେତା ଅ-ଭି-ଯୋ-ଗ କରିଛନ୍ତି । ପୀ-ଡି-ତ-ଙ୍କ ପରିବାର ଲୋକଙ୍କୁ ତାଙ୍କୁ ଭେଟିବାକୁ ଦିଆଯାଇ ନାହିଁ ବୋଲି ପ୍ରିୟଙ୍କା ଅ-ଭି-ଯୋ-ଗ କରିଛନ୍ତି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ, ଜୟନ୍ତ ଚୌଧୁରୀ ସମେତ ଅନ୍ୟ ବିରୋଧୀ ନେତା ଆଜି ଲକ୍ଷ୍ମୀପୁର ଯିବାର କାର୍ଯ୍ୟକ୍ରମ ରହିଛି ।

ତେବେ ସରକାର ଚାଷୀଙ୍କ ସ୍ଵର ଦ-ବେ-ଇ-ବା-କୁ ଚେଷ୍ଟା କରୁଥିବା କହିଛନ୍ତି ପ୍ରିୟଙ୍କା । ପୋ-ଲି-ସ ତାଙ୍କୁ ପୀ-ଡି-ତ-ଙ୍କ ପରିବାରକୁ ଭେଟିବାକୁ ରୋକିବା ବେଳେ ପ୍ରିୟଙ୍କା ପୋ-ଲି-ସ ଉପରେ ଚି-ଲା-ଇ-ଥି-ଲେ । କେଉଁ ଆଧାରରେ ତାଙ୍କୁ ରୋକାଯାଉଛି ଏବଂ କେଉଁ ଆଧାରରେ ତାଙ୍କୁ ଗି-ର-ଫ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସେ କେବଳ ଦୁଇଜଣ ବ୍ୟକ୍ତିଙ୍କ ସହ ଆସିଥିବା ବେଳେ ସେଠାରେ କୌଣସି ଭିଡ କରି ନଥିବା ଏବଂ କୌଣସି ନି-ୟ-ମ ଭ-ଙ୍ଗ କରି ନଥିବା କଥା ପୋ-ଲି-ସ-କୁ କହିଥିଲେ ।

ତେବେ ପୋ-ଲି-ସ ତଥାପି ତାଙ୍କ କଥା ନ ଶୁଣି ତାଙ୍କୁ ନିଜ ହେପାଜତରେ ନେଇ ଯାଇଥିଲା । ସେ ଜଣେ ସାଂସଦ ହୋଇଥିବାରୁ ତାଙ୍କ ପ୍ରତି ପୋ-ଲି-ସ-ର ଏଭଳି ବ୍ୟବହାରକୁ କ-ଡା ନି-ନ୍ଦା କରିଛନ୍ତି କଂଗ୍ରେସ ଦଳର ଅନ୍ୟ ନେତା ମାନେ । ପୋ-ଲି-ସ ତାଙ୍କୁ ଧ-କ୍କା ମା-ରି-ଥି-ବା ଏବଂ ଜ-ବ-ର-ଦ-ସ୍ତ ତାଙ୍କୁ ନେଇ ଯାଇଥିବା କଥା ଅ-ଭି-ଯୋ-ଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କାଙ୍କ ନାମରେ ୱା-ରେ-ଣ୍ଟ ବାହାର କରି ତା’ପରେ ତାଙ୍କୁ ଆ-ରେ-ଷ୍ଟ କରିବାକୁ ଆସିଲେ ସେ ପୋ-ଲି-ସ ସହ ଯିବାକୁ ରାଜି ଅଛନ୍ତି ବୋଲି କହିଥିଲେ ।

କିନ୍ତୁ ବିନା କୌଣସି ୱା-ରେ-ଣ୍ଟ-ରେ କେଉଁ ଆଧାରରେ ତାଙ୍କୁ ରୋକା ଯାଉଛି ସେ ପ୍ରଶ୍ନ କରିଥିଲେ । ତେବେ ବର୍ତ୍ତମାନ ଏହି ବିଷୟ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।