SSR ମାମଲା- ସୁଶାନ୍ତଙ୍କ ଘଟଣାକୁ ନେଇ ମୁହଁ ଖୋଲିଲେ ଏହି ବଡ଼ ଅଭିନେତ୍ରୀ, କହିଲେ ସାମିଲ ଥିବା ଲୋକଙ୍କ ନାମ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା CBI ଦେଖୁଛି ଏବଂ ଯାଞ୍ଚ ମଧ୍ୟ କରୁଛି । କିନ୍ତୁ ବହୁତ ଦିନରୁ CBI ଚୁପ ରହିଛି ଏବଂ ଏହି ଚୁପି କୌଣସି ମାମୁଲି ଚୁପି ନୁହେଁ । ବରଂ ଏହା ଝଡ଼ ଆସିବା ପୂର୍ବର ଚୁପି ଅଟେ । କାରଣ CBI ହାତରେ ବହୁତ କିଛି ଲାଗିସାରିଛି । ସୁଶାନ୍ତ ଙ୍କ କେଶ ରେ ଆଗାମୀ କିଛି ଦିନରେ ବହୁତ ବଡ଼ କିଛି ହେବାକୁ ଯାଉଛି । ଏହାର ଈଶାରା ଜଣେ ବଡ଼ ଫିଲ୍ମ ଅଭିନେତ୍ରୀ ମଧ୍ୟ ଦେଇଛନ୍ତି ।

ଯିଏ ପ୍ରଥମ ଥର ପାଇଁ ସିଧା ସିଧା ସୁଶାନ୍ତ ଙ୍କୁ ହତ୍ୟା କରିଥିବା ଅପରାଧୀ ମାନଙ୍କ ନା ମଧ୍ୟ କହିଛନ୍ତି । ଏବଂ ଏହା ମଧ୍ୟ କହିଛନ୍ତି କି ଏହି କାମ କୌଣସି ଜଣଙ୍କର ନୁହେଁ । କେବଳ ରିୟା ଚକ୍ରବର୍ତ୍ତୀ ଏ ସବୁ ପଛରେ ନାହିଁ ବରଂ ପୁରା ଗ୍ୟାଙ୍ଗ ପୁରା ଗ୍ରୁପ ସୁଶାନ୍ତ ଙ୍କ ପଛରେ ଥିଲା । ଏବଂ ଏହି ଲୋକମାନେ ସୁଶାନ୍ତ ଙ୍କୁ ହତ୍ୟା କରିଛନ୍ତି । ଏବେ CBI କୁ ମିଳିସାରିଛି ବହୁତ ବଡ଼ ଲିଡ ତେବେ କଣ କହିଛନ୍ତି ଏହି ବଡ଼ ହିରୋଇନ ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ବହୁତ କଥା ସାମ୍ନାକୁ ଆସୁଛି । ଏମ୍ସ ରିପୋଟ ଲିକ ହେବା ପରଠାରୁ ଏହି ମାମଲାରେ ଦୁଇଟି ରାୟ ମଧ୍ୟ ହେବାକୁ ଲାଗିଥିଲା । କି ସୁଶାନ୍ତ ନିଜେ ଆତ୍ମହତ୍ୟା କରିନଥିଲେ । କିନ୍ତୁ ଏବେ CBI କୁ ବହୁତ ବଡ଼ ଲିଡ ମିଳିଛି ଆଊ CBI କୁ ବହୁତ ବଡ଼ ଟିପ ମିଳିଛି । ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଏବଂ ମୁମ୍ବାଇରେ ମଧ୍ୟ ଖାସ ରହୁଥିବା ହିରୋଇନ ଅକ୍ଷରା ସିଂ ସୁଶାନ୍ତ ଙ୍କୁ ନେଇ ଆଗରୁ ମଧ୍ୟ କହୁଥିଲେ କିନ୍ତୁ ଏଥର ସେ ଖୋଲିକରୀ କହିଛନ୍ତି ସମସ୍ତଙ୍କ ନା ନେଇ କି କହିଛନ୍ତି ।

ଅକ୍ଷରା ଗୋଟେ ବଡ଼ ଟିଭି ଚ୍ୟାନେଲ ସାମ୍ନାରେ କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଙ୍କୁ ହତ୍ୟା କରାଯାଇଛି । ଏବଂ ସେ ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ କିଛି ପ୍ରମାଣ CBI କୁ ଦେଇ ସାରିଛନ୍ତି । ଏବଂ ଖୁବ ଶୀଘ୍ର CBI ଏହି ପ୍ରମାଣ ବଳରେ ବଡ଼ ଆକ୍ସନ ନେବ । ଅକ୍ଷରା କହିଛନ୍ତି ସୁଶାନ୍ତ ଙ୍କ ମୃତ୍ୟୁ ପଛରେ କେବଳ ରିୟା, ପିଠାନି, ଦୀପେଶ ବା ମିରାନ୍ଡା ନୁହେଁ ବରଂ ସୁଶାନ୍ତ ଙ୍କ ପଛରେ ପୁରା ଗ୍ୟାଙ୍ଗ ସାମିଲ ଥିଲା ।

ଏବଂ ଏହି ଗ୍ୟାଙ୍ଗ ର ଲୋକ ଧରା ପଡିବେ । ମାନେ ଅକ୍ଷରା ଙ୍କ ଇସାରା ସାହରୁଖ ଖାନ ଏବଂ ଯୁମରାମ ପାଲ ଙ୍କ ଆଡ଼କୁ ରହିଥିଲା । ଅକ୍ଷରା କହିଲେ ଏହି ସବୁ ଲୋକ ଫସିବାକୁ ଯାଉଛନ୍ତି । ସେଥିପାଇଁ ନିଜକୁ ବଞ୍ଚେଇବା ପାଇଁ ଏହି ଲୋକମାନେ ସୁଶାନ୍ତ ଙ୍କ କେଶ କୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କରନ ଜୋହର, ସଲମାନ ଖାନ, ମହେଶ ଭଟ୍ଟ ଏମାନଙ୍କ ଗ୍ୟାଙ୍ଗ ନିଜକୁ ଏବଂ ରିୟା ଚକ୍ରବର୍ତ୍ତୀ କୁ ବଞ୍ଚାଇବା ପାଇଁ ପ୍ଲାନ କରୁଛନ୍ତି ।

ଅକ୍ଷରା ଏହି ମାନଙ୍କ ନା ନେଇ କି କହିଲେ କି ଏମାନେ ସୁଶାନ୍ତ ଙ୍କ କେଶ ରେ ସାମିଲ ଅଛନ୍ତି । ଏବଂ ନିଜକୁ ବଞ୍ଚାଇବା ପାଇଁ ନାଟକ କରୁଛନ୍ତି । ପ୍ରଥମ ଥର ପାଇଁ କୌଣସି ହିରୋଇନ ଏମିତି ନା ନେଇକି ଖୁଲାସା କରିଛନ୍ତି । ଅକ୍ଟୋବର ଶେଷରେ CBI ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ନୂଆ କେଶ ଦର୍ଜ କରିବାକୁ ଯାଉଛି ।

ଏହି କେଶ ରେ ରିୟା ଚକ୍ରବର୍ତ୍ତୀ ଙ୍କ ସହିତ ଆହୁରି ବହୁତ ବଡ଼ ବଡ଼ ଲୋକଙ୍କ ନା ମଧ୍ୟ ସାମିଲ ହୋଇଛି । ଏବଂ ଏହି ସବୁଲୋକ ମାନଙ୍କୁ ଶାସ୍ତି ମିଳିବ । CBI କହିଛିି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିନଥିଲେ ବରଂ ଏହା ହତ୍ୟା ଥିଲା । ଖୁବ ଶୀଘ୍ର ସୁଶାନ୍ତ ଙ୍କ କେଶ ସଳ୍ଭ ହେବାକୁ ଯାଉଛି ଏବଂ ସୁଶାନ୍ତ ଙ୍କ ହତ୍ୟାକାରୀ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି । ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ଏବଂ ଦୋଷୀ ମାନଙ୍କୁ ଦଣ୍ଡ ନିହାତି ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।