ବିନୋଦ ଖନ୍ନା ଓ ସୈଫ ଅଲୀ ଖାନଙ୍କୁ ଏକା ସହିତ ଡେଟ କରୁଥିଲେ ଏହି ହିରୋଇନ, ନା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ଦେଖନ୍ତୁ କିଏ

ଆଜି ଆମେ ଆପଣଙ୍କୁ ଏକ ଏମିତି ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଏକ ସହିତ ବଲୀଉଡର ଦୁଇ ଜଣ ଅଭିନେତାକୁ ଡେଟ କରିବାର ପ୍ରତିଭା ରଖୁଥିଲେ । ଆମେ କଥାବାର୍ତ୍ତା କରୁଛୁ ଅମୃତା ସିଂହଙ୍କ ବିଷୟରେ । ଆପଣ ସମସ୍ତେ ଜାଣିଛନ୍ତି କି ଅମୃତା ସିଂହ ସୈଫ ଅଲୀ ଖାନଙ୍କର ପ୍ରଥମ ପତ୍ନୀ ରହି ସାରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗୋଟିଏ ସମୟ ଏମିତି ବି ଥିଲା, ଯେତେବେଳେ ଅମୃତା ସିଂହ ବିନୋଦ ଖନ୍ନାଙ୍କ ଭଳି ସୁପରଷ୍ଟାରଙ୍କୁ ବି ଡେଟ କରୁଥିଲେ ।

ଏମାନେ ପରସ୍ପରକୁ ପ୍ରେମ ବି କରିବାକୁ ଲାଗିଥିଲେ । କିନ୍ତୁ ଯେତେବେଳେ ଅମୃତା ସିଂହଙ୍କର ମାଙ୍କୁ ଏହି ଦୁଇ ଜଣଙ୍କର ସମ୍ପର୍କ ବିଷୟରେ ଜଣା ପଡିଲା ତେବେ ସେ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଲେ । ଏହା ପରେ ଅମୃତା ସିଂହଙ୍କର ସାକ୍ଷାତ ସୈଫ ଅଲୀ ଖାନଙ୍କ ସହିତ ହେଲା ଓ ଦୁଇ ଜଣଙ୍କୁ ପ୍ରଥମ ନଜରରେ ହିଁ ପରସ୍ପରକୁ ପ୍ରେମ ହୋଇଗଲା ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ସୈଫ ଅଲୀ ଖାନ ଅମୃତା ସିଂହଙ୍କ ଠାରୁ ୧୦ ବର୍ଷ ଛୋଟ ଅଟନ୍ତି । ଏହା ପରେ ଦିନେ ଅମୃତା ସିଂହ ସୈଫ ଅଲୀ ଖାନଙ୍କୁ ନିଜ ଘରେ ଡିନର ପାଇଁ ଡାକିଥିଲେ । ମାନେ ଯଦି ସିଧା ଶବ୍ଦରେ କୁହାଯାଏ ତେବେ ସେମାନେ ପରସ୍ପରକୁ ଚାହୁଁ ଥିଲେ । ଏମିତିରେ ଅମୃତା ସିଂହ ବିନଦୋ ଖନ୍ନାଙ୍କୁ ପୂରାପୂରି ଭୁଲି ଯାଇଥିଲେ । ଏହା ପରେ ଯାହା ହେଲା ଆପଣ ତାହା ବିଷୟରେ ବିଶ୍ଵାସ ବି କରି ପାରିବେ ନାହିଁ ।

କହିବାକୁ ଗଲେ ଦିନେ ବିନୋଦ ଖନ୍ନା ଅମୃତା ସିଂହଙ୍କ ଘରକୁ ଗଲେ । ଏମିତିରେ ସେ ସୈଫ ଅଲୀ ଖାନଙ୍କୁ ଅର୍ଧ ନଗ୍ନ ଅବସ୍ଥାରେ ଅମୃତା ସିଂହଙ୍କ ବେଡରୁମରେ ଦେଖି ନେଲେ । ଏହାକୁ ଦେଖି ବିନଦୋ ଖାନ୍ନା ଭଲ ଭାବରେ ବୁଝି ଗଲେ କି ଅମୃତା ସିଂହ ତାଙ୍କୁ ବୋକା ବନାଉଛନ୍ତି । ଏହା ପରେ ସେ ଚୁପଚାପ ସେଠୁ ଚାଲିଗଲେ ଓ ସେ ଅମୃତା ସିଂହଙ୍କ ଠାରୁ ସମସ୍ତ ସମ୍ପର୍କ ଭାଙ୍ଗି ଦେଲେ । ଏହା ପରେ ସୈଫ ଅଲୀ ଖାନ ଅମୃତା ସିଂହଙ୍କୁ ବିବାହ କରି ନେଲେ ଓ ଏହି ଦୁଇ ଜଣଙ୍କର ଦୁଇଟି ସନ୍ତାନ ବି ଅଛି ।

Image courtesy: Google

କିନ୍ତୁ ବିବାହର କିଛି ବର୍ଷ ପରେ ଅମୃତା ସିଂହ ଓ ସୈଫ ଅଲୀ ଖାନଙ୍କର ଛାଡପତ୍ର ହୋଇଗଲା । ପୁଣି ସୈଫ ଅଲୀ ଖାନ କରିନା କପୁରଙ୍କୁ ବିବାହ କରିନେଲେ । କହିବାକୁ ଗଲେ ବିନଦୋ ଖନ୍ନା ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି, କିନ୍ତୁ ତଥାପି ତାଙ୍କର ସ୍ମୃତି ଆଜି ବି ଆମ ସହିତ ଅଛି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।