ଗଙ୍ଗା ଭଳି ପବିତ୍ର ହେଇଥାନ୍ତି ଏହି 5 ନାମର ଝିଅ

ଝିଅ ମାନଙ୍କ ମନରେ କେତେବେଳେ କଣ ଚାଲିଥାଏ ଏହା ବୁଝିବା କଷ୍ଟକର ଅଟେ । ସେଥିପାଇଁ ଝିଅ ମାନଙ୍କୁ ଏକ ପହେଲି ବୋଲି କୁହାଯାଏ । ଯାହାର ରହସ୍ୟ ଜାଣିବା ସହଜ ନୁହେଁ । ସେଥିପାଇଁ ଲୋକକଥା ରହିଛି ଭଗବାନ୍ ଯେଉଁଠି ସ୍ତ୍ରୀ କୁ ବୁଝି ପାରିଲେନି ମନୁଷ୍ୟ କେମିତି ବୁଝିବ । କାରଣ ଝିଅଙ୍କ ବ୍ୟବହାର ଏପରି ହୋଇଥାଏ ସେ କେତେବେଳେ କେଉଁ କଥାରେ କିପରି ପ୍ରତିକ୍ରିୟା କରିନ୍ତି ତାହା କିଛି ଠିକ୍ ନ ଥାଏ । ସେହିପରି କିଛି ଝିଅ ପାଣି ପରି ସଫା ଓ ଶାନ୍ତ ହୋଇଥାନ୍ତି । ଆସନ୍ତୁ ଦେଖିବା କେଉଁ ୫ ଅକ୍ଷର ରେ ନାମ ଥିବା ଝିଅମାନେ ଅତି ପବିତ୍ର ହୋଇଥାନ୍ତି ।

୧- ‘D’ ଅକ୍ଷର ନାମ ଥିବା ଝିଅ- ଯେଉଁ ଝିଅ ଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥିଙ୍କ ପ୍ରତି ବହୁତ ବିଶ୍ଵସ୍ତ ହୋଇଥାନ୍ତି ଓ ଜଟିଳ ପରିସ୍ଥିତିରେ ମଧ୍ୟ ତାଙ୍କ ହାତ ଧରି ରହିଥାନ୍ତି । ଏମାନଙ୍କ ବ୍ୟବହାର ମଧ୍ୟ କୋମଳ ହୋଇଥିବାରୁ ଏମାନଙ୍କୁ ପବିତ୍ର ମାନାଯାଏ ।

୨- ‘N’ ଅକ୍ଷର ନାମ ଥିବା ଝିଅ

ଏହି ଅକ୍ଷରରେ ନାମ ଥିବା ଝିଅ ମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ପରିବାର ଓ ଜୀବନସାଥି ଙ୍କ ଯଥେଷ୍ଟ ଧ୍ୟାନ ରଖନ୍ତି । ଏମାନେ ନିଜ ପରିବାର ଓ ଜୀବନସାଥି ଙ୍କୁ ବାଧା ଦେଲା ପରି କାମ କେବେ ମଧ୍ୟ କରନ୍ତି ନାହିଁ । ଉତ୍ତମ ସ୍ଵଭାବ ହେତୁ ଏମାନଙ୍କୁ ପବିତ୍ର ମାନାଯାଏ ।

୩- ‘P’ ଅକ୍ଷର ନାମ ଥିବା ଝିଅ

ଯେଉଁ ଝିଅ ଙ୍କ ନାମ ଏହି ଅକ୍ଷରରେ ଥାଏ ସେମାନେ ନିଜ ପରିବାରକୁ ଭଲ ସେ ବାନ୍ଧି ରଖିବା ଜାଣିଥାନ୍ତି । ଏମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନା ର ଧ୍ୟାନ ରଖନ୍ତି । ଏମାନେ ଛୋଟ ବଡ଼ ସମସ୍ତଙ୍କୁ ପ୍ରେମ କରନ୍ତି ଓ କାହାକୁ ମଧ୍ୟ ଦୁଃଖ ଦିଅନ୍ତି ନାହିଁ । ସେଥିପାଇଁ ଏମାନଙ୍କୁ ମଧ୍ୟ ପବିତ୍ର ମାନନ୍ତି ।

୪- ‘V’ ଅକ୍ଷର ନାମ ଥିବା ଝିଅ

ଏମାନେ ନିଜ ପରିବାର ର ମାନ ସମ୍ମାନ ର ଖୁବ୍ ଧ୍ୟାନ ରଖନ୍ତି, ସବୁବେଳେ ସମସ୍ତଙ୍କୁ ଖୁସି ରଖନ୍ତୁ ଓ ସମସ୍ତଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥାନ୍ତି । ସେଥିପାଇଁ ଏମାନଙ୍କୁ ମଧ୍ୟ ପବିତ୍ର ମାନନ୍ତି ।

୫- ‘Y’ ଅକ୍ଷର ନାମ ଥିବା ଝିଅ

ଏହି ଅକ୍ଷରରେ ବହୁତ କମ୍ ଝିଅଙ୍କ ନାମ ଥାଏ । କିନ୍ତୁ ଅନ୍ୟପ୍ରତି ଏହି ଝିଅ ମାନଙ୍କ ସ୍ଵଭାବ ବହୁତ ଉତ୍ତମ ହୋଇଥାଏ । ଏମାନେ କେବେ କାହାକୁ ଅନାଦର କରନ୍ତୁ ଓ ନିଜ ସାଥିଙ୍କୁ ସବୁବେଳେ ଖୁସି ରଖନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।