SSR ମାମଲା- 84 ଦିନ ପରେ Riya କହିଲା 3 ବଡ ନାଁ, ସନ୍ଦୀପ ସିଂର କଳା କାରନାମାର ହେଲା ପର୍ଦାଫାସ

ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲସା ହେଉଛି । ବର୍ତମାନ ର ସବୁଠାରୁ ବଡ ଖବର ସିବିଆଇ ଦ୍ଵାରା ଋୟା ଙ୍କୁ ୩ ଦିନର ଜବରଦସ୍ତ ପଚରା ଉଚୁରା ପରେ ଋୟା ଖୋଲିଛନ୍ତି ମୁହଁ ଏବଂ ତିନୋଟି ନା କହୁଛନ୍ତି । ଗିରଫତାର ହେବାପରେ ଋୟା ଉଚିତ ବୁଦ୍ଧି ଶିଖିଛନ୍ତି ଏବଂ ଋଯ ସିବିଆଇ ଡରରେ ସବୁ ଧୀରେ ଧୀରେ କହୁଛନ୍ତି । ଖବର ମିଳିଛି ଋୟା ସନ୍ଦୀପ ସିଂ, ଆଦିତ୍ଯ ଠାକରେ ଙ୍କ ନା ନେଇଛନ୍ତି । ସନ୍ଦୀପ ସିଂ ସେହି ବ୍ୟକ୍ତି ଅଟନ୍ତି ଯିଏ ୧୩ ଜୁନ ରୁ ନେଇ ୧୫ ଜୁନ ପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମମଲାକୁ ସେସ କରିବାକୁ ଚାହିଁଥିଲେ ।

ସୁଶାନ୍ତ ଙ୍କ ପଡୋଶୀ କହିଛନ୍ତି କି ୧୩ ଜୁନ ରାତିରେ ସୁଶାନ୍ତ ଙ୍କ ଘରର ସବୁ ଲାଇଟ ବନ୍ଦ ହୋଇଥିଲା । ଆଊ ଏବେ ରିୟା ମଧ୍ୟ ସନ୍ଦୀପ ସିଂ ଙ୍କ ନା ନେଇସାରିଛନ୍ତି ଆଜି ପୁଲିସ ରିୟା ଙ୍କ ଠାରୁ ସନ୍ଦୀପ ଙ୍କ ବିଷୟରେ ସବୁ କଥା ଆଦାୟ କରିବ । ଏବଂ ଆଦିତ୍ଯ ଠାକରେ ଙ୍କୁ ଯାଞ୍ଚ କରିବାକୁ ଯାଉଛି, ତେବେ ଚଲାନ୍ତୁ ଜାଣିବା ।

ସନ୍ଦୀପ ସିଂ ସୁଶାନ୍ତ ଙ୍କ ବନ୍ଧୁ ବୋଲି କହିଥିଲେ କିନ୍ତୁ ରିୟା କହିଛନ୍ତି ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ସନ୍ଦୀପ ଙ୍କ ହାତ ରହିଛି । ଖବର ମିଳିଛି କି ସୁଶାନ୍ତ ଙ୍କୁ ୬ ମାସ ତଳୁ ଡ୍ରଗ୍ସ ଦେବା ଆରମ୍ଭ କରାଯାଏଥିଲା, ଏବଂ ୧୩ ଜୁନ ରାତିରେ ସୁଆନ୍ତ ଙ୍କୁ ସବୁ ଦିନ ପାଇଁ ଦୁନିଆରୁ ହଟାଇ ଦିଆ ଯାଏଥିଲା । ତେବେ କଣ ୧୩ ଜୁନ ରାତିରେ ସନ୍ଦୀପ ସିଂ ହି ମାରିଥିଲେ ସୁଶାନ୍ତ ଙ୍କୁ ଏହାର ଯାଞ୍ଚ ସିବିଆଇ କରୁଛି ।

ଏଥି ପାଇଁ ସିବିଆଇ ନିଜର ଯାଞ୍ଚ ଖୁବ ଜୋରସୋର ରେ କରିଚାଲିଛି । ବର୍ତମାନ ସିବିଆଇ କୁ ମିଳିଛି ନୂଆ ନା ଏହି ନୂଆ ବ୍ୟକ୍ତି ଜଣଙ୍କ ସେହି ଅଟନ୍ତି ଯାହା ପାଇଁ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୁଲିସ ସୁଶାନ୍ତ ଙ୍କ କେସ କୁ ବନ୍ଦ କରିବାକୁ ଚାହିଁଥିଲେ ସେହି ବ୍ୟକ୍ତି ଜଣଙ୍କ ହେଲେ ଆଦିତ୍ଯ ଥାକରେ । ସିବିଆଇ ଖୁବ ଶୀଘ୍ର ଆଦିତ୍ଯ ଠାକରେ ଙ୍କୁ ଜେରା କାରିବାକୁ ଯାଉଛି ।

ରିୟା ଙ୍କ ଡ୍ରଗ୍ସ ମାମଲାରେ ଆଦିତ୍ଯ ଠାକରେ ଙ୍କର ହାତ ରହିଥିବାର ଜଣ ପଡିବା ପରେ ସିବିଆଇ ଏବଂ ପୁଲିସ ର ବଡ ବଡ ଅଧିକାରୀ ଏହାକୁ ଯାଞ୍ଚ କରିବେ । ରିୟା ଙ୍କ ପଛରେ ରହିଛି ବହୁତ ବଡ ବଡ ଲୋକଙ୍କ ହାତ ଯାହା ଖୁବ ଶୀଘ୍ର ସାମନାକୁ ଆସିବାକୁ ଯାଉଛି । ସିବିଆଇ ର ଏହି ଟୀମ ଆଦିତ୍ଯ ଠାକରେ ଙ୍କ ଉପରେ ଆଗରୁ ହି ନଜର ରଖିଥିଲେ ।

ଡ୍ରଗ୍ସ ସପଲୟର ଗୌରବ ଙ୍କୁ ସିବିଆଇ ପ୍ରଥମେ ଧରିଥିଲା ଯାହା ପରେ ଆଦିତ୍ଯ ଠାକରେ ଙ୍କ ନା ସାମନାକୁ ଆସିଥିଲା । ସିବିଆଇ ମୁମ୍ବାଇ ଆସିବାପରେ ସର୍ବେ ପ୍ରଥମେ ଗୌରବ କୁ ଧରିଥିଲା ଏବଂ ଗୌରବ ଠାରୁ ବହୁତ ବଡ ବଡ ଲୋକଙ୍କ ନା ସାମନାକୁ ଆଣିଥିଲା । ବର୍ତମାନ ସିବିଆଇ କୁ ୩ଟି ବଡ ପ୍ରମାଣ ମିଳିଯାଏଛି, ଯାହା ଦ୍ଵାରା ସିବିଆଇ ନିଜର ତଦନ୍ତ ର ସେସ ସ୍ଟେଜ ରେ ପହଞ୍ଚି ସାରିଛି ।

ରିୟା ନିଜ ମୁହଁ ଖୋଲିବା ଆରମ୍ଭ କରିସାରିଛନ୍ତି ଏବଂ ଖୁବ ଶୀଘ୍ର ସେହି ବଡ ବଡ ବ୍ୟକ୍ତି ମାନଙ୍କ ନା ସାମନାକୁ ଆସିବାକୁ ଯାଉଛି ଜିଆ ସୁଶାନ୍ତ ଙ୍କ ହତ୍ୟା ରେ ସାମିଲ ହୋଇଛନ୍ତି । ସିବିଆଇ କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ ସାମନାକୁ ଆସିବାକୁ ଯାଉଛି ଏବଂ ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କୁ ଦଣ୍ଡ ନିଶ୍ଚିନ୍ତ ଭାବରେ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।