ପ୍ରଥମ ଥର ପାଇଁ ଦେଖନ୍ତୁ ସିରିଏଲ “ଦିବ୍ୟଦୃଷ୍ଟି” ର ଅଭିନେତା ମାନଙ୍କର ରିଅଲ ଲାଇଫ ମା’, ଆଗରୁ ଦେଖି ନଥିବେ

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜିକାଲି ଘରେ ଘରେ ଟିଭିରେ ପ୍ରସାରିତ ହେଉଥିବା ସିରିବଲ ଦେଖିବା ପାଇଁ ଲୋକ ମାନେ ଅଧିକ ଆଗ୍ରହ ହେଉଛନ୍ତି ।

ଏହି କଳାକାର ମାନେ ନିଜର ଅଭିନୟ ପାଇଁ ନୁହେ ବରଂ ନିଜର ପର୍ସନାଲିଟି, ଲୁକ, ଷ୍ଟାଇଲିସ ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା “ଦିବ୍ୟଦ୍ରୁଷ୍ଟି” ସିରିଏଲର କଳାକାର ମାନଙ୍କର ରିୟଲ ଲାଇଫରେ “ମା” ମାନେ କିଏ ସେହି ବିଷୟରେ ସଂକ୍ଷିପ୍ତ ବିବାରଣୀ ଦେବାକୁ ଯାଉଛୁ ।

ସାର୍ଥକ ଚ୍ଯାନେଲର ସବୁଠାରୁ ମୋଷ୍ଟ ପପୁଲର ସିରିଏଲ ଭାବେ ଘରେ ଘରେ “ଦିବ୍ୟଦ୍ରୁଷ୍ଟି” ସିରିଏଲଟି ପରିଚିତ ଅଟେ । ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ଲୋକଙ୍କ ମାନରତେ ଏକ ଅଲଗା ପ୍ରକାରର ଭାବନା ସୃଷ୍ଟି କରିବାରେ ସଫଳ ହୋଇ ପଡ଼ିଛନ୍ତି ।

ଏହି ସିରିଏଲଟି ଏକ ଘରୋଇ କାହାଣୀ ସହ ଏଥିରେ ଦାଂପତ୍ଯ ଜୀବନକୁ ଆଧାର କରି କିଛି କାହାଣୀ ରହିଛି । ଯେଉଁଥିରେ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସିରିଏଲର କଳାକାର ମାନଙ୍କର ରିୟଲ ଲାଇଫ ମା ମାନେ କିଏ ଅଟନ୍ତି ।

୧- “ରୋଶନ ରାଉତ” : ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ “ଦିବ୍ୟଦ୍ରୁଷ୍ଟି”ରେ ଅଭିନେତା ରୋଷନ ରାଉତ ପିକୁ ଭୂମିକାରେ ଅଭିନୟ କରିବାର ନଜର ଆସୁଛନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପଡ଼ିଛନ୍ତି । ଏହି ବିଡିଓରେ ଥିବା ଛବି ତାଙ୍କ ରିୟଲ ଲାଇଫ ମାଙ୍କର ଅଟେ ।

୨- “ଅନନ୍ତ ରଥ” : ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ “ଦିବ୍ୟଦ୍ରୁଷ୍ଟି”ରେ ଦିପୁ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ବିଡିଓରେ ଥିବା ଛବି ତାଙ୍କ ରିୟଲ ଲାଇଫ ମାଙ୍କର ଅଟେ ।

୩-  “ଅନନ୍ୟା ଦାସ” : ସାର୍ଥକ ଚ୍ଯାନେଲର ମୋଷ୍ଟ ପପୁଲର ସିରିଏଲ “ଦିବ୍ୟଦ୍ରୁଷ୍ଟି”ରେ ଅଭିନେତ୍ରୀ ଅନନ୍ୟା ଦାସ ଦ୍ରୁଷ୍ଟି ଭାବେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଦ୍ରୁଷ୍ଟି ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ରିୟଲ ଲାଇଫ ମାଙ୍କର ନାଁ ହେଉଛି ରଶ୍ମୀରେଖା ମିଶ୍ର ଅଟେ ।

୪- “ରିଷିକ ମିଶ୍ର’ : ସାର୍ଥକ ଚ୍ଯାନେଲରେ ନମ୍ବର ୱାନ ସିରିଏଲରେ ରହିଥିବା “ଦିବ୍ୟଦ୍ରୁଷ୍ଟି’ ରେ ମୁଖ ଭୂମିକରେ ଦିବ୍ୟ ନାମରେ ଅଭିନେତା ଋଷିକ ମିଶ୍ର ଅଭିନୟ କରି ଖୁବ ଲୋକପ୍ରିୟ ହାସଲ କରିଛନ୍ତି ।  ଏହି ବିଡିଓରେ ଥିବା ଛବି ତାଙ୍କ ରିୟଲ ଲାଇଫ ମାଙ୍କର ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ