ବାଛନ୍ତୁ ନିଜ ପସନ୍ଦର ଗୋଟିଏ ହୃଦୟ ଓ ଜାଣନ୍ତୁ ଆପଣଙ୍କୁ ପାଇବା ପାଇଁ କିଏ ସବୁବେଳେ ଭଗବାନଙ୍କୁ କରୁଛି ପ୍ରାର୍ଥନା- Love Quiz Game

ମଣିଷ ଜୀବନରେ କେବଳ ଭଲ ପାଇବା ଏଭଳି ଜିନିଷ ଯାହାକୁ ପାଇବା ପାଇଁ ଲୋକମାନେ ପାଗଳ ଭଳି ହୁଅନ୍ତି । ଏହାକୁ ପାଇବା ଏତେ ସହଜ ନୁହେଁ । ତଥାପି ଲୋକମାନେ ନିଜ ଭଲ ପାଇବାକୁ ପାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି କିଏ ମାନଷିକ କରିଥିବା ବେଳେ ।

କିଏ କରିଥାଏ ପ୍ରାର୍ଥନା । ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ପାଇବା ପାଇଁ କିଏ ଅଧିକ ପ୍ରାର୍ଥନା କରୁଛି । ଆମେ ଆଜି ଆପଣଙ୍କ ପାଇଁ ଆଣିବୁ ୫ ଟି ହୃଦୟ ଓ ଆପଣ ତା ଭିତରୁ ବାଛିବେ ଗୋଟେ । ଯାହା ସାହାଯ୍ୟରେ ଆମେ କହିବୁ କି ଆପଣଙ୍କୁ କିଏ ଅଧିକ ଭଲ ପାନ୍ତି । ଯଦି ଆପଣ ବାଛିଛନ୍ତି ପ୍ରଥମ ନମ୍ବର ହୃଦୟ ।

ତେବେ ଆପଣଙ୍କ ବନ୍ଧୁ ଆପଣଙ୍କୁ ପାଇବା ପାଇଁ ଖୁବ ପ୍ରାଥନା ଓ ଚିନ୍ତା କରୁଛନ୍ତି । ସେ ଆପଣଙ୍କ ନିକଟତର ବନ୍ଧୁ ଅଟନ୍ତି ସେ ଆପଣଙ୍କୁ ସବୁବେଳେ ପାଖରେ ପାଇବା ପାଇଁ ଚେଷ୍ଟା କରନ୍ତି । ସେ ଆପଣଙ୍କ ପାଖେ  ଥିଲେ ତାଙ୍କୁ ଖୁବ ଶାନ୍ତି ମିଳେ । ସେ ଆପଣଙ୍କ ସହ ସାରା ଜୀବନ ରହିବା ପାଇଁ ଚହାଁନ୍ତି ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ହୃଦୟ ତେବେ ଆପଣ ଜାଣି ନଥିବା ଏକ ବ୍ୟକ୍ତି ଆପଣଙ୍କୁ ପାଇବା ପାଇଁ ଖୁବ ପ୍ରାଥନା କରୁଛି । ସେ ଆପଣଙ୍କୁ ଖୁବ ଭଲ ପାନ୍ତି ଆପଣ ତାଙ୍କୁ ଜାଣି ନଥିଲେ କି ଦେଖି ନଥିଲେ ବି ସେ ଆପଣଙ୍କୁ ଖୁବ ଭଲରେ ଜାଣିଛନ୍ତି । ସେ ପ୍ରତେକ ମୁହୂର୍ତ୍ତରେ ଆପଣଙ୍କ ସାହ ଆପଣଙ୍କ ଜୀବନ ସାଥି ହୋଇ ରହିବା ପାଇଁ ଚାହୁଁଛନ୍ତି ।

ଯଦି ଆପଣ ବାଛି ଛନ୍ତି ତୃତୀୟ ନମ୍ବର ହୃଦୟ ତେବେ ଆପଣଙ୍କ ଲଭର ଆପଣଙ୍କୁ ପାଇବା ପାଇଁ ଖୁବ ଚେଷ୍ଟା କରୁଛନ୍ତି । ସେ ଆପଣଙ୍କ ବିନା ରହି ପାରିବେ ନି ତେଣୁ ସେ ଆପଣଙ୍କୁ ପାଇବା ପାଇଁ ପ୍ରାଥନା କରୁଛନ୍ତି । ସେ ପ୍ରକୃତ ହୃଦୟରୁ ଆପଣଙ୍କୁ ଖୁବ ଭଲ ପାନ୍ତି । ସେ ଆପଣଙ୍କ ପାଇଁ କିଭଳି ଚିନ୍ତା ରଖିଛନ୍ତି ଆପଣ କେବେ ଚିନ୍ତା କରି ପାରିବେନି ।

ଯଦି ଆପଣ ବାଛିଛନ୍ତି ଚତୁର୍ଥ ତେବେ ଆପଣଙ୍କୁ ପାଇବା ପାଇଁ ଆପଣଙ୍କ ପଡୋଶୀ ପ୍ରାଥନା କରୁଛନ୍ତି । ସେ ଆପଣଙ୍କୁ ପସନ୍ଦ କରନ୍ତି । ସେ ଆପଣଙ୍କୁ ଲୁଚିକି ଦେଖୁଛନ୍ତି । ସେ ଆପଣଙ୍କ ସହ ଦେଖା ହେବା ପାଇଁ ଚେଷ୍ଟା କରୁଛନ୍ତି । କାରଣ ସେ ଆପଣଙ୍କୁ ନିଜ ମନ କଥା କହିବା ପାଇଁ ଚାହୁଞ୍ଚନ୍ତି। ଆପଣ ତାଙ୍କୁ ପିଲା ଦିନରୁ ଖୁବ ଭଲ ଲାଗନ୍ତି ।

ଯଦି ଆପଣ ବାଛି ଛନ୍ତି ପଞ୍ଚମ ହୃଦୟ ତେବେ ଆପଣଙ୍କୁ ପାଇବା ପାଇଁ ଅଧିକ ପ୍ରାର୍ଥନା ସେ କରୁଛନ୍ତି ଯେ କି ଆପଣଙ୍କ ପାଇଁ କିଛି ଭି କରିବା ପାଇଁ ପ୍ରସ୍ତୁତ । ସେ ସବୁ ପ୍ରକାର ସମ୍ଭବ ଚେଷ୍ଟା କରିବେ ଆପଣଙ୍କୁ ନିଜର କରିବା ପାଇଁ ହୁଏତ ସେ ଆପଣଙ୍କୁ ଆଜି ଯାଏ ନ ଦେଖି ଥିବେ । ମାତ୍ର ଯେବେ ସେ ଆପଣଙ୍କୁ ଦେଖିବେ ଆପଣଙ୍କ ପାଇଁ କିଛି ଭି କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ