କେଶ ଝଡ଼ିବା ଓ ଚନ୍ଦାପଣ ସମସ୍ଯାରୁ କିପରି ପାଇବେ ମୁକ୍ତି ? Dr Satyartha Prakash

ଆଜିକାଲି ମହିଳା ମାନେ ଯେତିକି ଚୁଟି ଝାଡିବାର ସମସ୍ୟାର ସାମନା କରୁଛନ୍ତି ସେହିଭଳି ପୁରୁଷ ମାନେ ମଧ୍ୟ ଏହାର ସମୁଖିନ୍ନ ହେଉଛନ୍ତି । ଚୁଟି ଝାଡିବାର କିଛି ବିଶେଷ କାରଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଚୁଟି ଝଡିବାର କାରଣ କଣ ଓ ଏଥିରୁ କିପରି ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବାକୁ ଯାଉଛୁ ।

ବିଶେଶତ ଦେଖିବାକୁ ଗଲେ ପିଢୀ ପରେ ପିଢୀର ପରିବର୍ତ୍ତନ ଯୋଗୁ ଚୁଟି ଝଡିଥାଏ । ଏହା ବ୍ଯତୀତ ହରମୋନ ଇନବାଲାନ୍ସ ଯେଉଁଥିରେ ନାରୀ ମାନେ ଅଧିକ ଚିନ୍ତତ ରହିବା ବା କୌଣସି ଔଷଧର ସେବନ କରିବା ବା ଥାଇରଡ ସମସ୍ଯା ଯୋଗୁ ଚୁଟି ଝଡିଥାଏ । ଖାଦ୍ୟପାନର ଅସୁନ୍ତୁଳିତ ହେବା ଯୋଗୁ ମଧ୍ୟ ଚୁଟି ଝଡିଥାଏ । ଯଦି ମହିଳା ମାନଙ୍କର ପ୍ରତିଦିନ ୫୦ରୁ ୧୦୦ଟି ଚଟି ଝଡୁଥାଏ ବ ପୁରୁଷ ମାନଙ୍କର ୫ରୁ ୧୦ଟି ଚୁଟି ଝଡୁଥାଏ ଏତେବ ଏହାକୁ ସାଧାରଣ ବୋଲି କୁହଯାଏ ।

ଯଦି ଏପରି ହେଉଥାଏ ତେବେ ପୁଣି ଥରେ ନୂଆ ଚୁଟି ଉଠିଥାଏ । ଯଦି ମୁଣ୍ଡର ମଧ୍ୟ ଭାଗରେ ଚୁଟି ରହିବା ନାହି ତେବେ ଏହା ଚନ୍ଦାପଣକୁ ଗତି କରିଥାଏ । ଯଦି ଚୁଟିର ଗହଳ କମିଛି ତେବେ ଚୁଟି ମୂଳ ସହ ଉପୁଡି ଯାଉଛି । ଚୁଟି ଝଡିବାର କାରଣକୁ ନେଇ ଏହାର ଚିକତ୍ସା କରିବାକୁ ପଡିଥାଏ । କିଛି ବ୍ୟକ୍ତିଙ୍କର ଭେଜିଟେରିୟନ ଖାଦ୍ଯ ଖାଇବା ହେତୁ ତାଙ୍କ ଶରୀରରେ ପ୍ରୋଟିନ କମ ରହୁଥିବାରୁ ଏହି ସମସ୍ଯା ଦେଖାଯାଏ । ଯଦି ବ୍ୟକ୍ତିର ଚନ୍ଦାପଣ ଦେଖାଯାଏ ତେବେ ଏହାର ଚିକିତ୍ସା ନିମନ୍ତେ ହେୟାର ଟ୍ରାନ୍ସପ୍ଳାଣ୍ଟ କରିବାକୁ ପଡିଥାଏ ।

ଯଦି ବ୍ୟକ୍ତିର ଗ୍ରେଡ ୧,୨,୩ ରହିଥାଏ ବା ଫ୍ରଣ୍ଟ ସେଶନରେ ରହିଥାଏ ତେବେ ଏହା ଶିଂଗଲ ଶେଷନରେ ହେୟାର ଟ୍ରାନ୍ସପ୍ଳାଣ୍ଟ ହୋଇଥାଏ । ଯେଉଁ ବ୍ୟକ୍ତିର ଅଧିକ ବଲ୍ଡନେସ ଅଛି  ତେବେ ଗୋଟିଏରୁ ଦୁଇଟି ସେଶନ କରିବାକୁ ପଡିଥାଏ । ହେୟାର ଟ୍ରାନ୍ସପ୍ଳାଣ୍ଟର ଫ୍ଲେଗଜିବିଲିଟି ପ୍ରଥମ ଦିନରେ ସର୍ଜରୀ ହେଲେ ଆଉ ଗୋଟେ ଦିନରେ ଆଉ ଥରେ ସର୍ଜରୀ କରାଯାଏ ।

ହେୟାର ଟ୍ରାନ୍ସପ୍ଳାଣ୍ଟରେ କେତେ ଡ୍ରାଫ୍ଟ କରାଯିବ ତାହା ସର୍ଜରୀ ଆଗରୁ ନିର୍ଧାରଣ କରିବାକୁ ପଡିଥାଏ । ହେୟାର ଫଳ ପାଇଁ ଘରୋଇ ଚିକିତ୍ସା ମଧ୍ୟ କରଯାଏ । ଘରୋଇ ଚିକିତ୍ସାରେ କିଛି ଲୋକ ମାନଙ୍କର ଚନ୍ଦାପଣ ହୋଇଗଲେ ସେମାନେ ଅଧିକାଂଶ ସମୟ ନଣ୍ଡା ହୋଇଥାନ୍ତି । କିନ୍ତୁ ନଣ୍ଡା ହେବାର କିଛି ମେରିଟ ବ ଡିମେରିଟ ଅଛି ।

ତେଣୁ ବିନା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏଭଳି କୌଣସି ସ୍ଟେପ ନେବା ଅନୁଚିତ । ଏହା ବ୍ୟତିତ ଭଲ ଖାଦ୍ଯ ଖାଇବା ସହ ଚୁଟିର ଯତ୍ନ ନେବାକୁ ମଧ୍ୟ ପଡିଥାଏ । ସପ୍ତାହକୁ ଥରେ ଚୁଟିରେ ତେଲେ ଲଗାଇବା ନିହାତି ଜରୁରୀ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ