‘South City’ ର ରେଗୁଲାର କଷ୍ଟମର ଥିଲେ ମନୀଷ, ଦେଖନ୍ତୁ Video କଣ କହୁଛନ୍ତି ହୋଟେଲର ଷ୍ଟାଫ ମାନେ

ଗତକାଲି ଭୁବନେଶ୍ବର ଉପକଣ୍ଠ ପାତ୍ରପଡା ଗାଁ’ର ଏକ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃ-ତ-ଦେ-ହ ସ-ନ୍ଦେ-ହ-ଜ-ନକ ଅବସ୍ଥାରେ ମିଳିଥିଲା । ପୋଖରୀରୁ ଶ-ବ ଉ-ଦ୍ଧା-ର ପରେ ପୋ-ଲି-ସ ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇ ଦେଇଥିଲା ଓ ଏକ ମା-ମ-ଲା ରୁ-ଜୁ କରି ତ-ଦ-ନ୍ତ ଆରମ୍ଭ କରିଥିଲା । ତ-ଦ-ନ୍ତ ପାଇଁ ଏକ ସ୍ପେଶାଲ ସ୍କ୍ବାଡ ମଧ୍ୟ ଗଠନ ହୋଇଥିବା ଜଣାପଡିଛି । ଶନିବାର ଦିନ ସନ୍ଧ୍ୟାରେ ମନୀଷଙ୍କୁ ଇନଫୋସିଟି ଇଲାକାରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ଏହାପରେ ସେ ପଟିଆ ଠାରେ ନିଜ ଗାଡି ପାର୍କ କରି ଦୁଇ ଜଣ ବନ୍ଧୁଙ୍କ ସହ ଏକ କାରରେ ଯାଇଥିଲେ । ତେବେ ସେହି ଦୁଇ ଜଣ କିଏ ଏବଂ ସେମାନେ କେଉଁଠାକୁ ଯାଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ପ୍ରାଥମିକ ତ-ଦ-ନ୍ତ-ରୁ ଜଣାପଡିଛି ଯେ ମନୀଷ ପାତ୍ରପଡା ଅଞ୍ଚଳର ଏକ ବଡ ହୋଟେଲ ‘ସାଉଥ ସିଟି’ ର ନିୟମିତ ଗ୍ରାହକ ଥିଲେ । ପୋ-ଲି-ସ ତ-ଦ-ନ୍ତ କରିବା ସହ ହୋଟେଲର ସିସିଟିଭି ଫୁଟେଜ ଯା-ଞ୍ଚ କରିବା ସହ ହୋଟେଲର ଷ୍ଟାଫଙ୍କୁ ମଧ୍ୟ ପଚରା ଉଚରା କରିଛି ।

ତେବେ ଶନିବାର ଦିନ ବିଳମ୍ବିତ ରାତି ତଥା ଭୋର ପ୍ରାୟ ୪ଟା ସମୟକୁ ସାଉଥ ସିଟି ହୋଟେଲର ବାର୍ ରୁ ମନୀଷ ବାହାରି ଯାଉଥିବାର ଜଣେ ଷ୍ଟାଫ ଦେଖିଥିଲେ ବୋଲି କହିଛନ୍ତି । ସେହି ସମୟରେ ମନୀଷ ନିଶାରେ ଥିଲେ ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ପୋ-ଲି-ସ ଏହି ମା-ମ-ଲା-ର ତ-ଦ-ନ୍ତ ଜୋରଦାର ଚଳାଇଛି ।

ତେବେ ମନୀଷ ଙ୍କର ଗତ ଏପ୍ରିଲ ମାସରେ ନିର୍ବନ୍ଧ ହୋଇଥିଲା ଓ ଆସନ୍ତା ଅକ୍ଟୋବର ୨୧ ତାରିଖରେ ସେ ବିବାହ କରିଥାନ୍ତେ । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଅନେକ ସାଙ୍ଗସାଥି ଏବଂ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ ସରିଥିଲା । ତାଙ୍କ ବାପା ଜଣେ ବରିଷ୍ଠ ସାମ୍ବାଦିକ ହୋଇଥିବାରୁ ଅନେକ VVIP ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ସରିଥିଲା ।

କିନ୍ତୁ ପୋଖରୀରେ ଭା-ସୁ-ଥି-ବା ଅବସ୍ଥାରେ ପୁଅର ମୃ-ତ-ଦେ-ହ ପାଇ ଭାଙ୍ଗି ପଡିଛନ୍ତି ଲୋକେ । ସେମାନଙ୍କ ପ୍ରତିକ୍ରିୟା ଏ ଯାଏଁ ମିଳି ପାରି ନାହିଁ । ତେବେ ସମସ୍ତ ବିଷୟର ସଠିକ ତ-ଦ-ନ୍ତ କଲେ ନିଶ୍ଚୟ ଏକ ବଡ ରହସ୍ୟ ସାମନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।