ମନୀଷ ଅନୁରାଗଙ୍କ ଶେଷ ଫୋନ କଲ, Live ଆସି କଣ କହିଲେ ତାଙ୍କ ବାପା, ଦେଖନ୍ତୁ Video

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଏହାରି ମଧ୍ୟରେ ନବୀନ ଦାସ ନିଜ ପୁଅକୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକି ବହୁତ ଆଶ୍ଚର୍ଯ୍ୟକର ଅଟେ । ନବୀନ ଦାସଙ୍କ ଅନୁସାରେ ତାଙ୍କ ପୁଅକୁ ସାଙ୍ଗମାନେ ଭୋଜି କରିବେ ବୋଲି ଡାକି ହ-ତ୍ୟା କରି ଦେଲେ । ରବିବାର ଭୋର ୪ ଟା ସମୟରେ ନବୀନ ଦାସଙ୍କୁ ପୁଅ ମନୀଷ ଅନୁରାଗ ଶେଷ ଥର ପାଇଁ ଫୋନ କରିଥିଲେ ।

ପୁଅର ମୃତ୍ୟୁ ପରେ ନବୀନ ଦାସ ନିର୍ଭୟରେ ପ୍ରସାରିତ ଏକ ରିପୋର୍ଟରେ କହିଲେ କି ମୋ ପୁଅକୁ ହ-ତ୍ୟା କରାଯାଇଛି । ନବୀନ ଦାସ କହିଛନ୍ତି କି ପୋ-ଲି-ସ ଉପରେ ତାଙ୍କର ବିଶ୍ଵାସ ଅଛି ଓ ପୋ-ଲି-ସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶିନୀ କହିଛନ୍ତି କି ସେ ଏହି ମାମଲାରେ ହ-ତ୍ୟା-କା-ରୀ-ମା-ନ-ଙ୍କୁ ବହୁତ ଜଲ୍ଦି ଗି-ର-ଫ କରିବେ ବୋଲି କହିଛନ୍ତି ।

ଏହି ବୟସରେ ଏତେ ବଡ ପୁଅର ମୃ-ତ୍ୟୁ-କୁ ପିତା ନବୀନ ଦାସ ସହି ପାରୁ ମାହାନ୍ତି । ଏହା ସତ୍ବେ ବି ସେ ଦର୍ଶକ ମାନଙ୍କୁ ପୁଅ ହ-ତ୍ୟା ବିଷୟରେ କହିଛନ୍ତି । ନିର୍ଭୟ ପେପରରେ ସେ ପୁଅକୁ ହରାଇବା ପରେ ଜଣେ ପିତାର ଅବସ୍ଥା କେମିତି ହୋଇଥାଏ ତାହା ବିଷୟରେ କହିଛନ୍ତି । ଏହା ସହିତ ନବୀନ ଦାସ କହିଲେ କି ମୁଁ ମୋର ବଡ ପୁଅକୁ ହରାଇଛି । ସବୁଠୁ ବଡ ଦୁଃ-ଖ-ର କଥା ହେଉଛି କି ଭୋଜି କରିବାକୁ ଯାଇ ସାଙ୍ଗମାନେ ତାକୁ ହ-ତ୍ୟା କରିଛନ୍ତି ।

ଏହି ବୟସରେ ପୁଅ କିମ୍ବା ଝିଅକୁ ହରାଇବା ବହୁତ ହିଁ କଷ୍ଟଦାୟକ ଅଟେ । ମୁଁ ଆପଣଙ୍କ ନିକଟରୁ ବହୁତ ସାହାନଭୂତି ପାଇଛି ସେଥିପାଇଁ ଆଭାର ପ୍ରକଟ କରିବା ପାଇଁ ଆପଣଙ୍କ ସାମ୍ନାକୁ ଆସିଛି । କିନ୍ତୁ ମୋ ମନ ଭିତରେ ବହୁତ କଷ୍ଟ ଅଛି । ପୋ-ଲି-ସ କମିଶନର ପ୍ରିୟଦର୍ଶିନୀ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେଉଁମାନେ ହ-ତ୍ୟା-କା-ରୀ ସେମାନଙ୍କୁ ଖୁବ ଶୀଘ୍ର ସେ ଗି-ର-ଫ କରିବେ । ପିତା ହିସାବରେ ପୋ-ଲି-ସ ଉପରେ ମୋର ଯଥେଷ୍ଟ ବିଶ୍ଵାସ ଅଛି ।

ଆଇନକୁ ମୁଁ ସମ୍ମାନ କରେ । ଆଶା କରୁଛି ପୋ-ଲି-ସ ହ-ତ୍ୟାକାରୀମାନଙ୍କୁ ଜଲ୍ଦି ସମସ୍ତଙ୍କ ସାମ୍ନାକୁ ଆଣିବ । କହିଦେଛୁ କି ଅନ୍ୟ ପଟେ ପୋ-ଲି-ସ ଏହି ମାମଲାକୁ ନେଇ ନିଜର ଯା-ଞ୍ଚ ଆରମ୍ଭ କରି ଦେଇଛି ଓ ସାଉଥ ସିଟି ହୋଟେଲର ସି-ସି-ଟି-ଭି ଫୁ-ଟେ-ଜ-ରୁ ଜଣା ପଡିବ କି ସେହି ଦିନ ରାତିରେ ମନୀଷଙ୍କ ସହ କିଏ କିଏ ଥିଲେ ଓ ତାହାରି ଆଧାରରେ ହ-ତ୍ୟା-କା-ରୀ-ଙ୍କୁ ଗି-ର-ଫ କରାଯିବ ।