10ମ ପାସ୍ କେମିତି ବନିଗଲା ଏୟାରଫୋର୍ସ ଅଫିସର ? ଦେଖନ୍ତୁ Video ଫୁଲମାଳ ପିନ୍ଧି ରାସ୍ତାରେ ଉତ୍ସବ ମନାଇବା ପରେ ହେଲା କିଛି ଏମିତି

ମଧ୍ୟପ୍ରଦେଶରେ ରାସ୍ତାରେ ଫୁଲମାଳ ସହ ଜଣେ ଯୁବକଙ୍କ ସ୍ଵାଗତ ହେଉଥିବାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ପୁରା ଗାଁ ଢୋଲ ବାଦ୍ୟ ଶବ୍ଦରେ ଗୁଞ୍ଜି ଉଠୁଛି । ଆଉ ଯୁବକ ଜଣକ ନିଜ ପିତାମାତାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି । ମଧ୍ୟପ୍ରଦେଶର ହରଦାରେ ଦେଖିବାକୁ ମିଳିଛି ଏହିପରି ଏକ ରୋ-ଚ-କ ଦୃଶ୍ୟ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅନେକ ବିଶେଷ ବ୍ୟକ୍ତି ମଧ୍ୟ ଏହି ଯୁବକଙ୍କୁ ସ୍ଵାଗତ କରିବା ପାଇଁ ପହଞ୍ଚୁଛନ୍ତି ।

ତେବେ ଏହି ସଂପୂର୍ଣ୍ଣ ଉତ୍ସବ ପଛର କାରଣ ହେଉଛି ଏହି ଯୁବକ ଜଣକ କହିଥିଲେ କି ଇଣ୍ଡିଆନ ଏୟାରଫୋର୍ସରେ ଜଣେ ଅଫିସର ପଦରେ ସେ ନିଯୁକ୍ତି ପାଇଛନ୍ତି । କେବଳ ଏତିକି ନୁହେଁ, ଏହାସହ ଯୁବକ ଜଣକ ଅନ୍ୟ ଯୁବା ମାନଙ୍କୁ ମଧ୍ୟ ଉପଦେଶ ଦେଉଥିବାର ଦେଖିବାକୁ ମିଳୁଛି । ନିଜ ସଫଳତା ପାଇଁ ଯୁବକ ଜଣକ ଏଥିପାଇଁ ଅନେକ ୟୁ-ଟ୍ଯୁ-ବ ଚ୍ଯା-ନେ-ଲ-କୁ ଇଣ୍ଟରଭ୍ୟୁ ମଧ୍ୟ ଦେଇ ସାରିଛନ୍ତି । କିନ୍ତୁ ଏହି ଉତ୍ସବର ଭି-ଡି-ଓ ଭା-ଇ-ରା-ଲ ହେବା ପରେ ଯୁବକଙ୍କ ଖୁସି ଫସର ଫା-ଟି-ଗ-ଲା ।

ଏହି ଭି-ଡି-ଓ ଦେଖିବା ପରେ ଇଣ୍ଡିଆନ ଏୟାରଫୋର୍ସ ହରଦା ଥା-ନା-କୁ ଏକ ଚିଠି ଲେଖିଥିଲେ । ଏହାପରେ ଏହି ଯୁବକଙ୍କ ଫ-ର୍ଜି ଚାକିରିର ପ-ର୍ଦା-ଫା-ଶ ହୋଇ ଯାଇଛି । ଇଣ୍ଡିଆନ ଏୟାରଫୋର୍ସ ନିଜ ଚିଠିରେ ପରିଷ୍କାର ଭାବେ ଲେଖିଛନ୍ତି କି ଏହିପରି କୌଣସି ନିଯୁକ୍ତି ଦିଆ ଯାଇନାହିଁ । ବର୍ତ୍ତମାନ ପୋ-ଲି-ସ ଉକ୍ତ ଯୁବକଙ୍କ ବି-ରୋ-ଧ-ରେ ଏକ ମା-ମ-ଲା ରୁ-ଜୁ କରିଛି ।

ତେବେ ସବୁଠୁ ରୋ-ଚ-କ କଥା ହେଉଛି ନିଜ ମି-ଛ କଥାରେ ଘରଲୋକଙ୍କ ସମେତ ପଡୋଶୀ ତଥା ପୁରା ଗାଁ ଲୋକଙ୍କୁ ପାଠ ପଢେଇଥିବା ଏହି ଯୁବକ ଜଣକ ବର୍ତ୍ତମାନ ଜଣେ ନା-ବା-ଳ-କ ଅଟନ୍ତି । ଆ-ରୋ-ପି ଜଣକ ମାତ୍ର ଦଶମ ପାସ୍ କରିଛନ୍ତି ଓ ତାଙ୍କ ପିତକା ଜଣେ ଦିନ ମ-ଜୁ-ରି-ଆ ଅଟନ୍ତି । ଘରଲୋକଙ୍କ କହିବା ମୁତାବକ ସେ ଟ୍ରେନିଂ ରେ ଯାଉଛନ୍ତି କହି ଘରୁ ପଳାଇଥିଲେ ।

ଏହାପରେ ସେ ଏୟାରଫୋର୍ସ ୟୁନିଫର୍ମରେ ଆସିଥିଲେ ଓ ଅଫିସର ହୋଇ ଯାଇଛନ୍ତି ବୋଲି କହିଥିଲେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।