ଗୋଟେ ଝିଅ ସୁନସାନ ରାସ୍ତାରେ ଏକା ଠିଆ ହୋଇଥିଲା, ହଟାତ ଗୋଟେ ବାଇକ ବାଲା ଆସିଲା…

ନିଜକୁ ଚିନ୍ତା ମୁକ୍ତ ରଖିବାର ସବୁଠୁ ଭଲ ଉପାୟ ଖୁସିରେ ରହିବା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ହସିବା ବନ୍ଦ ହେବ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଡବଲ ମୀନିଂଗ ଜୋକ୍ସ ନେଇ ଆସିଛୁ । ଡବଲ ମୀନିଂଗ ଜୋକ୍ସର ଅର୍ଥ କୌଣସି ବି ଶବ୍ଦର ଦୁଇଟି ଅର୍ଥ ବାହାର କରିବା ।

ଜୋକ – ୧

ଝିଅ ଜଣକ ବହୁତ ଅଧିକ ମେକଅପ କରି ଡାକ୍ତରଙ୍କ ପାଖକୁ ଗଲା ।

ଡାକ୍ତର – କଣ କଷ୍ଟ ଅଛି ଆପଣଙ୍କୁ ?

ଝିଅ – ମୁଁ ତ କେତେ ସୁନ୍ଦର ଦେଖା ଯାଉଛି ।

କିନ୍ତୁ ମୋତେ ପ୍ରଶ୍ନ କରିବାର ଅଛି କି ଅସୁନ୍ଦର ଝିଅ କେମିତି ଜନ୍ମ ହୋଇଥାନ୍ତି ?

ଡାକ୍ତର – ଏହି ପ୍ରଶ୍ନର ଜବାବ ତ ଆପଣଙ୍କ ମା ଛଡା ଅନ୍ୟ କେହି ଦେଇ ପାରିବେ ନାହିଁ…….

ଜୋକ – ୨

ଅସମ୍ମାନ ଓ ସ୍ତ୍ରୀ ଦୁଇଟି ଭଲ ଜିନିଷ ହୋଇଥାଏ

ଧ୍ୟାନ ଦିଅନ୍ତୁ

ଅସମ୍ମାନ ଓ ସ୍ତ୍ରୀ ଦୁଇଟି ଭଲ ଜିନିଷ ହୋଇଥାଏ

ଭଲ ସେତେବେଳେ ଲାଗେ ଯେତେବେ ଅନ୍ୟର ହୋଇଥାଏ ।

ଜୋକ – ୩

ସ୍ତ୍ରୀ – କିଛି ବର୍ଷ ପୂର୍ବେ ମୋର ଫିଗର ପେପ୍ସି ବୋତଲ ଭଳି ଥିଲା

ସ୍ଵାମୀ – ସେ ତ ତୁମର ବର୍ତ୍ତମାନ ବି ଅଛି

ସ୍ତ୍ରୀ – ସତରେ

ସ୍ଵାମୀ – ହଁ ବୋତଲ ୩୦୦ml ଥିଲା । ବର୍ତ୍ତମାନ ୨ ଲିଟର ହୋଇ ଯାଇଛି ।

ଜୋକ – ୪

ସ୍କୁଲ ଟିଚର ପିଲାମାନଙ୍କୁ

ଟିଚର – ଆଜି କିଛି ମଜେଦାର ପ୍ରଶ୍ନ ପଚାରିବି, ଜବାବ ଭାବି ଚିନ୍ତି ଦେବ

ପିଲାମାନେ – ହଁ ମ୍ୟାଡମ

ଟିଚର – ଏମିତି କେଉଁ ପାନ ଅଛି, ଯାହାକୁ ଖାଇ ହେବ ନାହିଁ ?

ପପୁ – ପପୁ କେବଳ ହସିବାକୁ ଲାଗିଲା ।

ଟିଚର – କଣ ହେଲା ପପୁ ? ଏତେ ହସୁଛ କାହିଁକି ?

ପପୁ – ଟିଚର ଆପଣ ବି କେମିତି କେମିତି ପ୍ରଶ୍ନ କରୁଛନ୍ତି…. ସ୍ତନପାନ

ଟିଚର – ମୂର୍ଖ, ଜାପାନ

ଜୋକ – ୫

ବିବାହ ପରେ ପତ୍ନୀଙ୍କ ପ୍ରତି ଭଲ ପାଇବା ଦର୍ଶାଇବା ପାଇଁ

ଆଇ ଲଭ ୟୁ ଠାରୁ ବି ପ୍ରଭାବୀ ଶବ୍ଦ ଅଛି

ଆଜି ମୁଁ ବାସନ ମାଜି ଦେଉଛି

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।