ସାହସୀ ସାମ୍ବାଦିକ Arindam Das ଙ୍କ ସ୍ମୃତିରେ Soro ରେ ନିର୍ମାଣ କରାଯାଇଛି ସୁନ୍ଦର କଳାକୃତି, ଆପଣ ବି ଦେଖିଲେ ଖୁସି ହୋଇଯିବେ, ଦେଖନ୍ତୁ video ଲୋକେ କ’ଣ କହୁଛନ୍ତି

ଓ-ଟି-ଭି-ର ମୁଖ୍ୟ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ଘ-ଟ-ଣା ଆଜି ଯାଏଁ ମଧ୍ୟ ଓଡିଶାବାସୀଙ୍କ ମନରୁ ଲିଭି ନାହିଁ । ଏହି ଘ-ଟ-ଣା-କୁ ପ୍ରାୟ ଦେଢ ମାସ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକେ ତାଙ୍କୁ ଝୁରି ହେଉଛନ୍ତି । ସେଦିନର ସେହି ହୃ-ଦ-ୟ ବି-ଦା-ର-କ ଘ-ଟ-ଣା ଆଜି ବି ଆଖି ଆଗରେ ନାଚିଯାଉଛି । ମୁଣ୍ଡଳି ଠାରେ ମହାନଦୀ ମଧ୍ୟରେ ଏକ ଦନ୍ତା ହାତୀର ଉଦ୍ଧାର ଅ-ପ-ରେ-ସ-ନ ବେଳେ ଘ-ଟି ଯାଇଥିଲା ଏକ ବଡ ଅ-ଘ-ଟ-ଣ । ଯାହା ସମଗ୍ର ରାଜ୍ୟବାସୀଙ୍କ ମନକୁ ଦୋହଲାଇ ରଖି ଦେଇଥିଲା ।

ମହାନଦୀର ଅକାତ ପାଣି ମଧ୍ୟରେ ହାତୀଟି ବାହାରକୁ ଆସିବା ପାଇଁ ସଂ-ଘ-ର୍ଷ କରୁଥିବା ବେଳେ ତାକୁ କୂଳକୁ ଆଣିବା ଦାୟିତ୍ଵ ଦିଆ ଯାଇଥିଲା ଓଡ୍ରାଫ ଟିମ୍ ର କିଛି ସଦସ୍ୟଙ୍କୁ । ତେବେ ସେମାନଙ୍କ ସହ ଅ-ପ-ରେ-ସ-ନ ଗଜରାଜରେ ପାଣି ଭିତରକୁ ଯିବାକୁ ବାହାରି ଥିଲେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ତାଙ୍କର ଜଣେ ସାଥି ତଥା କ୍ୟାମେରାମ୍ୟାନ । ମହାନଦୀରେ ଏତେ ପାଣି ଥିଲା ଯେ ତା ସୁ-ଅକୁ କା-ବୁ କରି ବୋଟ୍ କୁ ନି-ୟ-ନ୍ତ୍ର-ଣ-ରେ ରଖିବା ସେମାନଙ୍କ ପକ୍ଷେ ଅସାଧ୍ୟ ହୋଇ ଯାଇଥିଲା ।

ଶେଷରେ ରିପୋର୍ଟିଂ କରୁ କରୁ ଖାଇ ମଧ୍ୟକୁ ଖସି ପଡିଥିଲା ଅରିନ୍ଦମ ବସିଥିବା ଓଡ୍ରାଫ ବୋଟ୍ ଟି । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରାଗଲା କିନ୍ତୁ ଅରିନ୍ଦମ ଓ ଆଉ ଜଣେ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ ତାଙ୍କ ଅମୂଲ୍ୟ ଜୀବନ ହ-ରା-ଇ ଦେଇଥିଲେ । ଏହାକୁ ନେଇ ଅନେକ ବା-ଦ-ବି-ବା-ଦ ମଧ୍ୟ ଦେଖା ଦେଇଥିଲା । କିନ୍ତୁ ତାଙ୍କ ପରିବାର ଲୋକେ, ସହକର୍ମୀ ଓ ବନ୍ଧୁବାନ୍ଧବ ଏକଦମ ଭା-ଙ୍ଗି ପଡିଥିଲେ ।

ତେବେ ଦେଢ ମାସ ପରେ ବାଲେଶ୍ଵର ସୋରର ବାଗୁଡି ଠାରେ ସାମ୍ବାଦିକ ଅରିନ୍ଦମଙ୍କ ସ୍ମୃତିରେ ଏକ କଳାକୃତି ନିର୍ମାଣ କରାଯାଇଛି । ତାଙ୍କ କାର୍ଯ୍ୟକୁ ସମ୍ମାନ ଦେଇ ସେଠାରେ ଲୋକଙ୍କ ଦ୍ଵାରା ଏକ ସୁନ୍ଦର କଳାକୃତି ପ୍ରସ୍ତୁତ କରାଯାଇଛି । ସେଥିରେ ଅରିନ୍ଦମଙ୍କ ଶେଷ କେଇ ମୂହୁର୍ତ୍ତର ସେହି ଦୃଶ୍ୟମାନକୁ ଖୁବ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି । ସେଠାକାର ଲୋକେ ମଧ୍ୟ ଏହା ଦେଖି ଖୁବ ଖୁସି ହେଉଛନ୍ତି ଓ ଅରିନ୍ଦମଙ୍କୁ ମନେ ପକାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।