ପୃଥିବୀକୁ ମାଡି ଆସୁଛି ବିପଦ ! NASA ଦେଲା ସତର୍କ ସୂଚନା, ଆକାରରେ Eiffel Tower ଠାରୁ ମଧ୍ୟ ବଡ ଧୂମକେତୁ (Asteroid) କ୍ଷିପ୍ର ବେଗରେ ପୃଥିବୀ ଆଡକୁ ମୁହାଁଉଛି

ବିଶ୍ଵର ସୃଷ୍ଟି ବଡ ବିଚିତ୍ର । ପ୍ରତ୍ଯେକ ଦିନ ଅନ୍ତରୀକ୍ଷରେ ଅଜବ ଘ-ଟ-ଣା-ମା-ନ ଦେଖିବାକୁ ମିଳେ । ଅନେକ ଥର ମହାକାଶରେ ଘୁରି ବୁଲୁଥିବା କ୍ଷୁଦ୍ର ଗ୍ରହ ଓ ଧୂମକେତୁ ମାନେ ପୃଥିବୀ ପାଇଁ ବି-ପ-ଦ ସୃଷ୍ଟି କରିଥାନ୍ତି । ତେବେ ପୁଣି ଠାରେ ପୃଥିବୀକୁ ମା-ଡି ଆସୁଛି ବି-ପ-ଦ । ପୃଥିବୀ ଆଡକୁ ତୀବ୍ର ବେଗରେ ମା-ଡି ଆସୁଛି ଏକ ବିରାଟକାୟ ଧୂମକେତୁ । ଘଣ୍ଟାପ୍ରତି ପ୍ରାୟ ୫ ହଜାର କିମି ବେଗରେ ଏହା ପୃଥିବୀ ଆଡକୁ ମୁହାଁଉଛି । ଏହା ଦେଖି ସାରା ବିଶ୍ଵକୁ ସ-ତ-ର୍କ କରାଇଛି ଆମେରିକୀୟ ଅନ୍ତରୀକ୍ଷ ବିଭାଗ ନାସା ।

ପୃଥିବୀକୁ ଚେ-ତା-ବ-ନୀ ଦେଇ ନାସା କହିଛି ପୃଥିବୀ ଆଡକୁ ଏକ ବିରାଟକାୟ ଆଷ୍ଟୋରଏଡ ମା-ଡି ଆସୁଛି । ତେବେ ସବୁଠୁ ବଡ କଥା ହେଉଛି ଏହି ବିଶାଳ ଧୂମକେତୁଟି ଆକାରରେ ଫ୍ରାନ୍ସର ଆଇଫିଏଲ ଟାୱାର ଠାରୁ ମଧ୍ୟ ଅଧିକ ବଡ ରହିଛି । ପୃଥିବୀ ଆଡକୁ କ୍ଷିପ୍ର ଗତିରେ ମା-ଡି ଆସୁଥିବା ଏହି ବିଶାଳ ଓ ଭ-ୟ-ଙ୍କ-ର ଧୂମକେତୁର ନାମ ରଖାଯାଇଛି ୪୬୬୦ ନେରିମେସ । ଏହି ଧୂମକେତୁର ଆକାର ଗୋଟିଏ ଫୁଟବଲ୍ ଗ୍ରାଉଣ୍ଡ ଠାରୁ ତିନି ଗୁଣ ବଡ ଅଟେ ।

ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ଖୁବ୍ ନିକଟ ଦେଇ ଗତି କରିପାରେ ବୋଲି ନାସା ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି । ତେବେ ଅତ୍ୟନ୍ତ କ୍ଷିପ୍ର ବେଗରେ ମା-ଡି ଆସୁଥିବା ଏହି ଧୂମକେତୁ ପୃଥିବୀ ପାଇଁ ବି-ପ-ଦ-ଜ-ନ-କ ହେବ କି ନାହିଁ ତାହା ଆଉ କିଛି ଦିନ ମଧ୍ୟରେ ଜଣା ପଡିଯିବ । କାରଣ ଏହା ଏବେ ପୃଥିବୀ ଠାରୁ ପ୍ରାୟ ୩୯ ଲକ୍ଷ କିମି ଦୂରରେ ରହିଛି । ଯାହାକି ପୃଥିବୀ ଓ ଚନ୍ଦ୍ରର ଦୂରତା ଠାରୁ ପ୍ରାୟ ଦଶ ଗୁଣ ଅଧିକ ।

ଘଣ୍ଟା ପ୍ରତି ୫ ହଜାର କିମି ବେଗରେ ମା-ଡି ଆସୁଥିବା ଏହି ଧୂମକେତୁ ପୃଥିବୀର ଅତି ନିକଟ ଦେଇ ଗତି କାରିପାରେ ବୋଲି ଆକଳନ କରୁଛି ନାସା । ଅନ୍ତରୀକ୍ଷରେ ଥିବା ପ୍ରାୟ ୯୦ ପ୍ରତିଶତ ଧୂମକେତୁ ଏହାଠାରୁ ଖୁବ ଛୋଟ ଅଟନ୍ତି । ପୂର୍ବରୁ ଏହିପରି ଅନେକ ଧୂମକେତୁ ପୃଥିବୀ ପୃଷ୍ଠକୁ ମା-ଡି ଆସିଥିଲେ ବି ଧ-କ୍କା ହେବାର ସମ୍ଭାବନା କମ୍ ରହିଥିଲା । କିନ୍ତୁ ଏହି ଧୂମକେତୁର ଗନ୍ତବ୍ୟ ସ୍ଥିତିକୁ ଦେଖି ବିଶ୍ଵବାସୀଙ୍କୁ ଚେ-ତା-ବ-ନୀ ଦେବାକୁ ବାଧ୍ୟ ହୋଇଛି ନାସା ।

ପ୍ରତି ଦଶ ଲକ୍ଷ ବର୍ଷରେ ଏଭଳି ଆଷ୍ଟୋରଏଡ ଦେଖିବାକୁ ମିଳେ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।