ଯୋନିରେ ସଂକ୍ରମଣ (Vaginal Infection) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ, ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ Dr Shilpa Mishra ଙ୍କ ଠାରୁ

ଅଧିକାଂଶ ମହିଳା ଯୋ-ନି କୁ-ଣ୍ଡା-ଇ ହେବା, ଲା-ଲ ପ-ଡିଯିବା, ଧ୍ଲା-ସ୍ରା-ବ, ଦୁର୍ଗ-ନ୍ଧ-ଯୁ-କ୍ତ ସ୍ରା-ବ ଓ ପ-ରି-ସ୍ରା ପୋ-ଡା ଭଳି ସମସ୍ଯାର ସମୁଖୀନ ହୋଇଥାନ୍ତି । ଏହି ସବୁ ସମସ୍ଯା ହେତୁ ବହୁତ ଅସହଜ ଅନୁଭବ ହୋଇଥାଏ ଓ କଷ୍ଟ ମଧ୍ୟ ହୋଇଥାଏ । ଏହି ସମସ୍ତ ସମସ୍ଯା ସଂ-କ୍ର-ମ-ଣ ହେତୁ ହୋଇଥାଏ । ତେବେ ଏଭଳି ସମସ୍ଯା କାହିଁକି ହୋଇଥାଏ ? ଏହି ସମସ୍ଯା ଗୁଡିକର ଚିକିତ୍ସା କିପରି କରିବେ ଓ ଏହାର କଣ ସବୁ ନିରାକରଣ ରହିଛି ଆସନ୍ତୁ ଜାଣିବା ପ୍ର-ସୂ-ତି ଓ ସ୍ତ୍ରୀ ରୋ-ଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କ ଠାରୁ ।

ଜଣେ ସୁସ୍ଥ ଯୁବତୀଙ୍କ ଯୋ-ନି-ର ଗୋଟିଏ pH ସ୍ତର ବା ଏ-ସି-ଡ ବାଲାନ୍ସ ସ୍ତର ରହିଥାଏ । ଏଥିରେ ସନ୍ତୁଳନ ରକ୍ଷା କରିବା ପାଇଁ ଲାକ୍ଟୋ ବା-ସି-ଲା-ଇ ନାମକ ବ୍ୟାକ୍ଟେରିଆ ସାହାଯ୍ୟ କରିଥାଏ । ଏକ ସୁସ୍ଥ ଯୋ-ନି-ର pH ସ୍ତର ୪-୪.୫ ମଧ୍ୟରେ ଥାଏ । ଯଦି କୌଣସି କାରଣରୁ ଏହି ବ୍ୟାକ୍ଟେରିଆ ନ-ଷ୍ଟ ହୋଇଯାଏ ବା ଠିକ ଭାବେ କାମ କରିପାରେ ନାହିଁ ତେବେ ଯୋ-ନି ସଂ-କ୍ର-ମ-ଣ ଦେଖା ଦେଇଥାଏ ।

ଝିଅଙ୍କର ପି-ରି-ୟ-ଡସ ଆରମ୍ଭ ଏହା ପୂର୍ବରୁ, ଗ-ର୍ଭା-ବ-ସ୍ଥା ସମୟରେ, ଅଧିକ ସମୟ ଧରି ଆଣ୍ଟି ବା-ୟୋ-ତି-କ ସେବନ କରିବା ଦ୍ଵାରା ଏପରି କେତେକେ କାରଣ ଯୋଗୁଁ ଯୋ-ନି ସଂ-କ୍ର-ମ-ଣ ଦେଖା ଦେଇଥାଏ । ଏହି ସଂ-କ୍ର-ମ-ଣ ଅନେକ ପ୍ରକାରର ହୋଇଥାଏ । ଯଦି ଆପଣଙ୍କୁ ବ୍ୟାକ୍ଟେରିଆଲ ଭଜାଇନେସିସ ହୋଇଥିବ, ତେବେ ଧଳା କିମ୍ବା ପାଉଁଶିଆ ରଙ୍ଗର ଏକ ଡି-ସ-ଚା-ର୍ଜ ହେବ ଓ ଏହା ଫି-ଶି ସ୍ମେ-ଲ ବା ମାଛ ପରି ଗ-ନ୍ଧ ହୋଇଥାଏ । ଏହା ସାଧାରଣତଃ କୁ-ଣ୍ଡା-ଇ ହୁଏନାହିଁ ।

ଏହା ଛଡା ଆଉ ଏକ କମନ ଇ-ନ-ଫେ-କ-ସ-ନ ହେଉଛି ଇ-ଷ୍ଟ ଇନ-ଫେ-କ-ସ-ନ ବା ଫଙ୍ଗା-ଲ ଇନ-ଫେ-କସ-ନ । ଏଥିରେ ଟିକେ ମୋଟା ଡି-ସ-ଚା-ର୍ଜ ହୁଏ ଓ ଏହା ମଧ୍ୟ କୁ-ଣ୍ଡା-ଇ ହୁଏ ନାହିଁ । କିନ୍ତୁ ପ-ରି-ସ୍ରା ସମୟରେ ଟିକେ ଜ-ଳା-ପୋ-ଡା ହୋଇଥାଏ । ଏହା ସହ ଆଉ ଏକ ବିରଳ ଇ-ନ-ଫେ-କ-ସ-ନ ହେଉଛି ଟ୍ରାଇ-କୋ-ମୋ-ନାସ ଇ-ନ-ଫେ-କ-ସ-ନ । ଏଥିରେ ହଳଦିଆ ରଙ୍ଗର ଏକ ମୋଟା ଡି-ସ-ଚା-ର୍ଜ ହୁଏ । ଏହି ରୋଗ ହୋଇଥିଲେ ରୋଗୀ ସହ ତାଙ୍କ ପାର୍ଟନରଙ୍କୁ ମଧ୍ୟ ଚିକିତ୍ସା କରିବାକୁ ପଡିଥାଏ ।

ଯଦି ଆପଣଙ୍କୁ ଏହିପରି କିଛି ସଂ-କ୍ର-ମ-ଣ ହୋଇଥିବା ଅନୁଭବ ହେଉଛି ତେବେ ଆରମ୍ଭରୁ ନିଜେ କିଛି ଚିକିତ୍ସା ନକରି ଡାକ୍ତରଙ୍କ ପରାମର୍ଶ ନେବା ହିଁ ଉଚିତ ହେବ । ଡାକ୍ତର ଆପଣଙ୍କ ପରିୟଡ ହିଷ୍ଟ୍ରି ଷ୍ଟଡି କରିବା ସହ ଆପଣଙ୍କୁ କିଛି ଟେ-ଷ୍ଟ କରିବା ପାଇଁ ମଧ୍ୟ କହିବେ । ତା’ପରେ ଆପଣଙ୍କୁ ସେହି ଅନୁସାରେ ଚିକିତ୍ସା କରିବେ । ଏଥିପାଇଁ ଆପଣଙ୍କୁ ସେହି ସ୍ଥାନ ପରିଷ୍କାର ରଖିବା ନିହାତି ଆବଶ୍ୟକ । ଅଣ୍ଡର ଗାରମେଣ୍ଟ ଗୁଡିକ ଗରମ ପାଣିରେ ଧୋଇବା ପରେ ଏବଂ ଭଲ ଭାବେ ଶୁଖିବା ପରେ ଯାଇ ବ୍ୟବହାର କରନ୍ତୁ ।

ଯେକୌଣସି ଔଷଧ ଖାଇବା ଏବଂ ଲୋଶନ ଲଗାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନନ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।