ସୋରିଷ ତେଲରେ କେବଳ ଏହି ଜିନିଷ ମିଶାଇ ଲଗାଇ ନିଅନ୍ତୁ, ଗୋଟି ଗୋଟି କେଶ ମୂଳରୁ ଏମିତି କଳା ହେଇଯିବ କି ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ- Beauty Tips

ଆପଣଙ୍କୁ ଆଜି ଆମେ ଏପରି ଏକ ପ୍ରାକୃତିକ ତେଲ ବନେଇକି ଦେଖେଇବି ଯାହାକୁ ଆପଣଙ୍କର କେସ ଜନିତ ସମାଶ୍ୟାକୁ ଅନେକ ଦୂର କରିଦବ । ଆପଣଙ୍କର କେଶକୁ ସବୁଦିନ ପାଇଁ କଳା ରଖିଥାଏ । ଏହାର ପ୍ରୟୋଗ ଦ୍ଵାରା କେସ ଝଡିବା ବନ୍ଦ ହୋଇଯାଇଥାଏ । ଆଉ ଆପଣଙ୍କର କେଶ ସାଇନ କରିବାକୁ ଆରମ୍ଭ କରିଦେଇଥାଏ । ଏହି ପ୍ରୟୋଗକୁ ନିହାତି କରିକି ଦେଖନ୍ତୁ ଯାହା ଦ୍ଵାରା କେଶ ଜନିତ ସବୁ ସମସ୍ୟା ଦୂର ହୋଇଯିବ ।

ଏହା ଆପଣଙ୍କର କେଶକୁ କଳା କରିବା ସହିତ କେଶକୁ ମଜବୁତ ମଧ୍ୟ କରିଥାଏ । ଚଲାନ୍ତୁ ଜାଣିବା ଆପଣ ଏହି ଉପଚାରକୁ କେମିତି ବନେଇବେ । ପ୍ରଥମେ ଆପଣ ୧୦୦ରୁ ୨୦୦ ଗ୍ରାମ ସୋରିଷ ତେଲ ନେବେ ।

 

ସୋରିଷ ତେଲ ବହୁ ପୁରାତନ କାଳରୁ ବ୍ୟବହାର ହୋଇକି ଆସୁଛି । ଆପଣ ସୋରିଷ ତେଲର ପ୍ରୟୋଗ କେଶ ପାଇଁ ନିହାତି କରନ୍ତୁ । ତାପରେ ଗୋଟେ ପାତ୍ରରେ ସୋରିଷ ତେଲ ଗରମ କରିବା ପାଇଁ ନିଅନ୍ତୁ ।

ତାପରେ କଳାଜୀରା ଆମ କେଶକୁ ମଜବୁତ କରିଥାଏ ଓ କେଶ ଝାଡିବାରେ ଅଟକାଇଥାଏ । ଏହା ଧଳା କେଶକୁ କଳା କରିବା ବହୁତ ଲାଭ ଦାୟକ ଅଟେ । କଳାଜୀରା କୁ ୨ ଚାମଚ ନେଇକି ତେଲରେ ଦେଇଦିଅନ୍ତୁ । ମେଥି ଦାନା ମଧ୍ୟ ଆମ କେଶ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ପୁଣି ଦୁଇ ଚାମଚ ମେଥି ଦାନା ନିଅନ୍ତୁ । ମେହେନ୍ଦୀ ଗୁଣ୍ଡ ମଧ୍ୟ ଧଳା କେଶକୁ କଳା ମଧ୍ୟ କରିବାରେ ସାହାଯ୍ୟ କରିଥାଏ । ସେହି ତେଲରେ ମେହେନ୍ଦି ଗୁଣ୍ଡ ଦୁଇଚମଚ ପକେଇ ଦିଅନ୍ତୁ । ତାପରେ ଅଳ୍ପ ଆଞ୍ଚରେ ତେଲରେ ଥିବା ଜିନିଷ ଗୁଡିକୁ ଗରମ କରି ନିଅନ୍ତୁ । ଏହା ୫ ମିନିଟ ପର୍ଯ୍ୟନ୍ତ କରନ୍ତୁ । ତାପରେ ତେଲ ହୋଇଯିବା ପରେ ତାହାକୁ ଥଣ୍ଡା କରି ନିଅନ୍ତୁ । ଏହି ତେଲକୁ ଗୋଟିଏ କାଚ ବୋତଲରେ ରଖିବେ ।

ଯାହାକି ବହୁତ ଦିନ ଧରି ରହିପାରିବ । ଥଣ୍ଡା ହୋଇସାରିବା ପରେ ଆପଣ ନିଜ କେଶରେ ସେହି ତେଲଟିକୁ ଲଗାନ୍ତୁ । ଏହା କେବଳ ସପ୍ତାହରେ ୩ ଥର ତେଲଟିକୁ ଲଗାନ୍ତୁ । ତେଲ ଲଗେଇ ସାରିବାରେ ୨ ରୁ ୩ ଘଣ୍ଟା ପରେ ଆର୍ୟୁର୍ବେଦିକ ଶ୍ୟାମପୁରେ ଚୁଟିକୁ ଧୋଇ ନିଅନ୍ତୁ । ଯଦି ଆପଣଙ୍କର କେଶଟି ଧଳା ଅଛି ତାହାକୁ ଆପଣ ସବୁଦିନ ଏହି ଉପାୟଟି କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।