Ajinkya Rahane ପୁଣି ଜିତି ନେଲେ ସମସ୍ତଙ୍କ ହୃଦୟ, ଗାବା ରେ ଜିତିବା ପରେ ଡ୍ରେସିଂ ରୁମ ରେ କହିଲେ କିଛି ଏମିତି କି କାନ୍ଦି ପକାଇଲେ Kuldeep Yadav

ଆଜିକ୍ୟ ରାହାନେ ଏବେ ଭାରତ ଟିମର କ୍ୟାପଟେନ ଅଟନ୍ତି । ଏବେ ସେ ଡ୍ରେସିଂ ରୁମରେ ଏପରି କିଛି କଥା କହିଛନ୍ତି ଯାହା ଫଳରେ କାନ୍ଦି ପକାଇଲେ କୁଳଦୀପ । ଆଉ ଏକ କଥା ହେଉଛି ସୁବମାନ ଗିଲ ଅଷ୍ଟ୍ରେଲିୟାର ଜଣେ ଖେଳାଳି ଜିତିବାର ସବୁ ଶ୍ରେୟ ଯୁବରାଜଙ୍କୁ ଦେଲେ । ଭାରତ ଖେଳୁଥିବା ଅଷ୍ଟ୍ରେଲିୟାର ପଡିଆରେ ତାକୁ ହିଁ 2 ଥର ହରାଇଛି । ଏହାପରେ ଭାରତ ବଡର ଗାଭାସ୍କର ପୁରସ୍କାର ଜିତିଛି ।

ଭାରତ ଏହିଭଳି ବିଜୟ ହେବା ଫଳରେ କ୍ୟାପଟେନ ଆଜିକ୍ୟ ରାହାନେ ସମସ୍ଥଙ୍କୁ ସମ୍ବୋଧନା ଦେଇଥିଲେ ଓ ସେଲିବ୍ରେଟି କରିବା ବହୁତ ମଜା ମଧ୍ୟ କରୁଥିଲେ । ଏହିପରି ସେ ବହୁତ ଭଲ ଉପାୟ କରି ଖେଳତ ଜିତିଥିଲେ । ତାସାଙ୍ଗରେ ଟିମରେ ଖେଳୁଥିବା ପିଲା ମାନଙ୍କର ତାରିଫ କରିବା ସହ ଅନ୍ୟ ପିଲା ମାନଙ୍କର ମଧ୍ୟ ପ୍ରଶଂସା କରିଥିଲେ ।

ବିସିସିଆଇ ଏକ ଭିଡିଓ ଛାଡିଥିଲା ଯେଉଁଥିରେ ଅଜିକ୍ୟ ଚାଇନା ମ୍ୟାନ କୁଦୀପଙ୍କୁ ବହୁତ ପ୍ରଶଂସା କଲେ । ଭିଡିଓରେ ଦେଖା ଯାଉଛିକି ଭାରତ ଏହି ମ୍ୟାଚ ଜିତିବା ପରେ ରାହାନେ ସମସ୍ତଙ୍କୁ ସମ୍ବୋଧନ କରୁଛନ୍ତି । ଏହା ପରେ ସେ କହିଲେ ଏହା ଆମ ପାଇଁ ଏକ ବହୁତ ବଡ ସମୟ ଅଟେ । ପୂର୍ବ ମ୍ୟାଚ ଅପେକ୍ଷା ଏହି ମ୍ୟାଚରେ ଯେଉଁ ଭଳି ଖେଳ ହେଇଛି ଓ ଏହାପରେ ଆଗକୁ ଯେଉଁ ଭଳି ଖେଳ ହେଲା ଏହା ଦେଖିବାକୁ ବହୁତ ମଜା ଲାଗିଲା ।

ଆପଣ ମାନେ ସମସ୍ଥେ ଭଲରେ ଖେଳିଲେ ଓ ପୂର୍ଣ ମତରେ ସହୋଯୋଗ କଲେ ସେଥିପାଇଁ ଆମେ ଜିତ୍ୟ ପାରିଲୁ ଓ ଏହା କେବଳ ଜଣଙ୍କର ସହୋଯୋଗ ନଥିଲା ଏହାପୁରା ଏକ ଟିମର ମିଳିତ ସହୋଯୋଗ କରିଥିଲେ ଯାହା ଫଳରେ ଆମେ ଜିତି ପାରିଲୁ । ଏହାପରେ ସେ କହିଲେ କି ମୁଁ କୁଲଦୀପ ଓ କାର୍ତିକଙ୍କ ବିଷୟର କିଛି କହିବି । କୁଳଦୀପଙ୍କୁ ପୁର୍ବୁରୁ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ତାଙ୍କୁ ମୌକା ମିଳି ନଥିଲେ ସେଥିପାଇଁ ସେ ମନ ଦୁଖ କରିପାରନ୍ତି । କିନ୍ତୁ ରାହାନେ କହିଥିଲେ କି ମୁଁ ଜାଣିଛି ଏହା ତମ ପାଇଁ ବହୁତ କଷ୍ଟ ଥିଲା କିନ୍ତୁ ତମର ଦ୍ରୁଷ୍ଟି ବହୁତ ଭଲ ଥିଲା ।

ଏହାପରେ ତମର ମଧ୍ୟ ସମୟ ଆସିବ ତମେ ସେହି ସମୟରେ ପୁରା ଦମଦାର ଖେଳିବ । ଏହାପରେ କାର୍ତିକଙ୍କୁ କରହିଲେ ତମେବି ଏହି ସିରିଜରେ ବହୁତ ପରିଶ୍ରମ କରିଛ ଏହାପରେ ତମର ମଧ୍ୟ ସମୟ ଆସିବ ତମେବି ଭଲରେ ଖେଳିବ । ଏହା ଶୁଣି କୁଲଦୀପ କାନ୍ଦି ପାକାଇଲେ । ଏହାପରେ ରୋହିତ ତାଙ୍କ ଉପରେ ହାତ ରଖି ବଧାଇ ଦେଲେ । ଆଉ କିଛି ଦିନ ଭିତରେ ଇଂଲଣ୍ଡ ସାଙ୍ଗରେ ଖେଳ ହେବ ।  ବିସିସିଆଇ ଏହା ନିର୍ଧାରଣ କରିଛି ଯେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚରେ କୁଳଦୀପ ମଧ୍ୟ ଖେଳିବେ ।

ସୁମନ ଗିଲ ଅଷ୍ଟ୍ରେଲିୟାର ଜଣେ ଖେଳାଳି ଜିତିବାର ସବୁ ଶ୍ରେୟ ଯୁବରାଜଙ୍କୁ ଦେଲେ । କହିବାକୁ ଗଲେ ଏହି ଟେଷ୍ଟ ମ୍ୟାଚ ଜିତି ଇତିହାସ ରଚିଛନ୍ତି ଓ ଏହା ପରେ ଆଉ ଏକ କଥା ହେଉଛି ଏହି ମ୍ୟାଚରେ ଖେଳିଥିବା କିଛି ପିଲା ଭବିଷ୍ୟତରେ ନିଜ ଦମରେ ମ୍ୟାଚ ଜିତାଇବାର କ୍ଷମତା ରଖିଥିବା ପିଲା ମଧ୍ୟ ମିଲିଛନ୍ତି । ତାଙ୍କ ମଧ୍ୟରୁ ଗୋଟିଏ ପିଲା ହେଉଛନ୍ତି ସୁଖମନ ଗିଲ । ଯାହାକି ସେ ମେଳବନ ଟେଷ୍ଟରେ ଜିତାଇ ଥିଲେ । ସେ ବହୁତ ଭଲ ଖେଳି ଟିମକୁ ଜିତାଇ ବାରେ ପୁରା ସହୋଯୋଗ କରିଛନ୍ତି । ସେ ଅଷ୍ଟ୍ରେଲିୟାର କିଛି ବୋଲରଙ୍କ ବଳକୁ ବହୁତ ଭଲ ଖେଳିଥିଲେ । ଯାହା ଦ୍ଵାରା ଆଜିକ୍ୟ ବହୁତ ଖୁସି ହୋଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । କ୍ରିକେଟ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ