ଅନୁଷ୍କାଙ୍କ ଲେଟେସ୍ଟ ଫଟୋ ଦେଖି ବିରାଟ କୋହଲୀ ହେଲେ କ୍ଲୀନ ବୋଲ୍ଡ, କଲେ ଏମିତି କମେଣ୍ଟ

ଅନୁଷ୍କା ଶର୍ମା ଓ ବିରାଟ କୋହଲୀ ବର୍ତ୍ତମାନ ଦିନରେ କ୍ୱଲିଟୀ ଟାଇମ ସ୍ପେଂଡ କରୁଛନ୍ତି । ଏହି ସମୟର ସେମାନଙ୍କ କିଛି ଫଟୋ ଓ ଭିଡିଓ ଆପଣ ସୋସିଆଲ ମିଡିଆରେ ବି ଦେଖି ପାରିବେ । କିନ୍ତୁ ବର୍ତ୍ତମାନ ଦିନରେ ଅନୁଷ୍କା ନିଜର ବୋଲ୍ଡ ଫଟୋଶୁଟ ପାଇଁ ଚର୍ଚାରେ ଅଛନ୍ତି । ତାଙ୍କର ଏହି ଫଟୋକୁ ଦେଖି ତାଙ୍କର ଫ୍ୟାନମାନେ ପୁରା ପାଗଳ ହୋଇ ଯାଇଛନ୍ତି । ତାଙ୍କର ଫଟୋ ଦେଖି ସ୍ଵାମୀ ବିରାଟ କୋହଲି ବି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

 

View this post on Instagram

 

Ocean baby 💙🌊 @vogueindia @anaitashroffadajania

A post shared by AnushkaSharma1588 (@anushkasharma) on

ଅଭିନେତ୍ରୀଙ୍କ ଏହି ଫଟୋଶୁଟ ଏକ ମାଗାଜିନ ପାଇଁ ହୋଇଥିଲା । ଏହି ଫଟୋଶୁଟ ଗୋଆରେ କରା ଯାଇ ଥିଲା । ସମୁଦ୍ର ବାଲି ଓ ସମୁଦ୍ରର ଲହରୀ ମଧ୍ୟରେ ଅନୁଷ୍କା ବହୁତ ଗ୍ଲୈମରସ ଅବତାରରେ ନଜର ଆସୁଛନ୍ତି । ଥିମ ଅନୁସାରେ ଅନୁଷ୍କା କପଡା ବି ପିନ୍ଧିଥିଲେ । ଫଟୋରେ ଅନୁଷ୍କା ଅଲଗା ଅଲଗା ଡ୍ରେସ ଓ ବିକିନିରେ ନଜର ଆସୁଛନ୍ତି । ଅନୁଷ୍କାଙ୍କ ଫଟୋରେ କଲରଫୁଲ ଠାରୁ ନେଇ ଲେକର ଡାର୍କ ଓ ଲାଇଟ ଶେଡର ଆଉଟଫିଟ୍ସରେ ନଜର ଆସୁଛନ୍ତି ।

 

View this post on Instagram

 

🌴🌴🌴 @vogueindia @anaitashroffadajania

A post shared by AnushkaSharma1588 (@anushkasharma) on

ତାଙ୍କର ସବୁ ଲୁକକୁ ଅନିତା ଶ୍ରଫ ଅଦଜାନିୟା ଷ୍ଟାଇଲ କରିଥିଲେ । ଲୁକକୁ ଅଧିକ ନ୍ୟାଚୁରାଲ ରଖିବା ପାଇଁ ମେକଅପ ନ୍ୟୁଡ ଟୋନ ରଖା ଯାଇ ଥିଲା । ଅନ୍ୟ ପଟେ ତାଙ୍କର କେଶକୁ ମେସୀ ଓ ବୀଚୀ ୱେବରେ ସ୍ଟାଇଲ କରା ଯାଇ ଥିଲା । ଏହା ଛଡା ଅନୁଷ୍କା ବି ଏହି ଫଟୋ ସବୁକୁ ବୋଲ୍ଡ ଟଚ ଦେଇଛନ୍ତି ।

 

View this post on Instagram

 

Swaying by the lazy ocean 🌊🐚🐠 @vogueindia @anaitashroffadajania

A post shared by AnushkaSharma1588 (@anushkasharma) on

ସ୍ଵାମୀ ବିରାଟଙ୍କ ରିଆକ୍ସନ

ଅନୁଷ୍କାଙ୍କ ଏହି ଫଟୋ ଉପରେ ବିରାଟ କୋହଲି ବି ଫିଦା ହୋଇ ଯାଇଛନ୍ତି । ସେ ନିଜର ପ୍ରେମକୁ ଦେଖାଇବା ପାଇଁ ଓ ଲୁକକୁ ହଟ କହିବା ପାଇଁ ହଟ ଓ ଫାୟାର ଇମୋଜି ବ୍ୟବହାର କରିଛନ୍ତି । ବିରାଟ କେବଳ ଗୋଟିଏ ଫଟୋରେ ନୁହେଁ ଅଥବା ଅନୁଷ୍କାଙ୍କ ସବୁ ଫଟୋରେ ରିଆକ୍ସନ ଦେଇଛନ୍ତି । ଅନ୍ୟ ପଟେ ଫ୍ୟାନମାନେ ବି ଅନୁଷ୍କାଙ୍କ ଗ୍ଲୈମରସ ଲୁକକୁ ଦେଖି କମେଣ୍ଟ ଦେଉଛନ୍ତି । ଏହା ଛଡା ଅନ୍ୟ ଷ୍ଟାରମାନେ ବି ଅନୁଷ୍କାଙ୍କ ଫଟୋରେ କମେଣ୍ଟ ଦେଉଛନ୍ତି ।

 

View this post on Instagram

 

For shore! 🌊 @vogueindia @anaitashroffadajania

A post shared by AnushkaSharma1588 (@anushkasharma) on

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।