ACF Soumya Ranjan ମୃ-ତ୍ୟୁ ମାମଲା: ବିଦ୍ୟାଶ୍ରୀ ଙ୍କ ଉପରେ ବଢୁଛି ସନ୍ଦେହ, ଉଭୟଙ୍କ ମଧ୍ୟରେ ହୋଇଥିଲା ଚୁକ୍ତିନାମା, ଦେଖନ୍ତୁ ଏମିତି କଣ ଥିଲା ଏହି ଚୁକ୍ତିନାମାରେ ?

ଦିନକୁ ଦିନ ନୂଆ ମୋଡ ନେଉଛି ପାରଳାଖେମୁଣ୍ଡି ACF ସୌମ୍ଯା ରଞ୍ଜନଙ୍କ ମୃ-ତ୍ୟୁ ମାମଲା । ଏବେ ପୁଣି ଥରେ ଘ-ଟ-ଣା-ର ଏକ ନୂଆ ଦିଗ ସାମନାକୁ ଆସିଛି । ସୌମ୍ଯ ରଞ୍ଜନଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ କେବେ ମଧ୍ୟ ଆ-ତ୍ମ-ହ-ତ୍ୟା କରି ପାରିବେ ନାହିଁ । ତାଙ୍କ ଉପରେ ମା-ନ-ସି-କ ଚା-ପ ପକା ଯାଇଛି ।

ତାଙ୍କ ପୁଅଙ୍କ ମୃ-ତ୍ୟୁ ଏକ ଷ-ଡ-ଯ-ନ୍ତ୍ର ଜନିତ ହ-ତ୍ୟା-କା-ଣ୍ଡ ଅଟେ ବୋଲି ସେ କହିଛନ୍ତି । ତାଙ୍କ ପୁଅଙ୍କ ମୃ-ତ୍ୟୁ ମା-ମ-ଲା-କୁ ଭଲ ଭାବେ ଯା-ଞ୍ଚ କରାଯାଉ ନାହିଁ ବୋଲି ମଧ୍ୟ ସୌମ୍ଯାରଞ୍ଜନଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି । ତେବେ ACF ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ଉପରୁ ପ-ର୍ଦା ଉଠିବାକୁ ଯେତିକି ବିଳମ୍ବ ହେଉଛି, ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ସେତେ ଗୁ-ମ-ର ଖୋଲିବାରେ ଲାଗିଛି ।

ମୃ-ତ ସୌମ୍ଯ ରଞ୍ଜନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଭାରତୀଙ୍କ ସହ ତାଙ୍କ ପୁଅ ସୌମ୍ଯ ରଞ୍ଜନ ବିବାହ କରିଥିଲେ ସତ, ମାତ୍ର ଏହି ବିବାହ ଏକ କ-ଣ୍ଟ୍ରା-କ୍ଟ ମ୍ୟାରେଜ ଥିଲା । ସେହି କ-ଣ୍ଟ୍ରା-କ୍ଟ ଅନୁସାରେ କେବଳ ବର୍ଷକ ପାଇଁ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବୁ-ଝା-ମ-ଣା । ଯେପରି କେଉଁ ଫିଲ୍ମରେ ହୋଇଥାଏ, ସେହିପରି ଶା-ରୀ–ରିକ ସ-ମ୍ପ-ର୍କ ନ ରଖିବାକୁ ସେମାନଙ୍କ ମଧ୍ୟରେ ହୋଇଥିଲା ଏକ କ୍ଲ-ଜ ଆ-ଗ୍ରି-ମେ-ଣ୍ଟ ।

ଏପରି ଏକ ମ୍ୟାରେଜ କ-ଣ୍ଟ୍ରା-କ୍ଟ ଆମ ସଂସ୍କୃତି ଓ ପରମ୍ପରାରେ ଆପଣ କେବେ ମଧ୍ୟ ଶୁଣି ନ ଥିବେ । କିନ୍ତୁ ଏହି ଉଚ୍ଚ ଶିକ୍ଷିତ ଦମ୍ପତ୍ତି ତାଙ୍କ ମଧ୍ୟରେ ଏହିପରି ଏକ ବୁଝାମଣା କରିଥିଲେ । ଗୋଟେ ଛାତ ତଳେ ରହିଲେ ମଧ୍ୟ ସେମାନେ ପରସ୍ପରକୁ ସ୍ପର୍ଶ କରୁ ନ ଥିଲେ । କିନ୍ତୁ ଏହି ବିଷୟରେ କେବଳ ସୌମ୍ଯ ରଞ୍ଜନ, ବିଦ୍ୟାଭାରତୀ ଓ ତାଙ୍କ ବାପା ମା ହିଁ ଜାଣିଥିଲେ । ସୌମ୍ଯଙ୍କ ବିବାହ ବେଳେ ତାଙ୍କ ପରିବାର ଏହି ବିଷୟରେ ଜାଣି ନ ଥିବା ଅ-ଭି-ଯୋ-ଗ କରିଛନ୍ତି ।

କେବଳ ଏତିକି ନୁହେଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନ ଥିଲା ଓ ଅନେକ ସମୟରେ କ-ଳି ଝ-ଗ-ଡା ହେଉଥିଲା । ଏପରିକି ଦିନେ ବିଦ୍ୟାଭାରତୀ ଶଙ୍ଖା ଚୁଡି ଖୋ-ଲି ଫୋ-ପା-ଡି DFO ଙ୍କ ଘରକୁ ଚାଲି ଯାଇଥିଲେ ବୋଲି ସୌମ୍ଯ ରଞ୍ଜନଙ୍କ ଭାଇ ଅ-ଭି-ଯୋ-ଗ କରିଛନ୍ତି । ଏହି ସବୁକୁ ନେଇ ସୌମ୍ଯ ସବୁବେଳେ ଚା-ପ-ରେ ରହୁଥିଲେ । ଘର ଲୋକଙ୍କ ଅଭିଯୋଗ ଅନୁସାରେ ପୋ-ଲି-ସ ମା-ମ-ଲା ରୁଜୁ କରି ତ-ଦ-ନ୍ତ ଚଳାଇ ଥିଲେ ମଧ୍ୟ, ସୌମ୍ୟଙ୍କ ପରିବାର ଲୋକ ଏଥିରେ ସନ୍ତୁଷ୍ଟ ନାହାନ୍ତି ।

DFO ଙ୍କ ବଦଳି ଦାବି କରିବା ସହ ଉଚ୍ଚ ସ୍ତରୀୟ ତ-ଦ-ନ୍ତ ଦାବି କରିଛନ୍ତି ସୌମ୍ଯଙ୍କ ବାପା । ତେବେ ଏହି ମାମଲାରେ ମୂଳରୁ DFO ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ନେଇ ସ-ନ୍ଦେ-ହ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସୌମ୍ଯଙ୍କୁ ଜାଣି ଶୁଣି ରାତି ଡ୍ଯୁଟି ଦେଇଥିଲେ ଓ ସୌମ୍ୟଙ୍କ ପତ୍ନୀଙ୍କ ସହ DFO ଙ୍କର ସମ୍ପର୍କ ଥିବା ନେଇ ସ-ଙ୍ଗୀ-ନ ଅ-ଭି-ଯୋ-ଗ କରି ଆସୁଛନ୍ତି ପରିବାର ଲୋକେ ।

ଆହୁରି ମଧ୍ୟ ଜଣା ପଡିଛି ଯେ ସୌମ୍ଯ ଓ ତାଙ୍କ ପତ୍ନୀଙ୍କୁ ନେବା ଆଣିବା ପାଇଁ ମଧ୍ୟ ଗାଡି ପଠାଉ ଥିଲେ DFO । ତେବେ DFO ଙ୍କର ଏପରି ଅନୁକମ୍ପା କାହିଁକି ଥିଲା ? ଏହି ସବୁ ନେଇ ଉଚ୍ଚ ସ୍ତରରେ ତ-ଦ-ନ୍ତ ହେଉ ବୋଲି ସୌମ୍ୟଙ୍କ ପରିବାର ଲୋକ ଦାବି କରୁଛନ୍ତି ।