ବହୁତ ସୁନ୍ଦର ଓ ହଟ ଦେଖିବାକୁ ମିଥୁନ ଚକ୍ରବର୍ତୀଙ୍କ ଝିଅ, ଆଗରୁ କେବେ ଦେଖିନଥିବେ

କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲୀଉଡରେ ଷ୍ଟାରକିଡ୍ସଙ୍କ ଜାଲୱା ଦେଖିବାକୁ ମିଳୁଛି । ଷ୍ଟାରକିଡ୍ସଙ୍କ ଫିଲ୍ମ ଗୁଡିକ ବି ବଲୀଉଡରେ ଧମାଲ କରୁଛି । କିନ୍ତୁ ବହୁତ ଷ୍ଟାରକିଡ୍ସ ଏମିତି ବି ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡରେ ଗୋଡ ରଖି ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫୋଲୋଇଙ୍ଗ ବହୁତ ଅଛି । ଏହି ଲିସ୍ଟରେ ମିଥୁନ ଚକ୍ରବର୍ତୀଙ୍କ ଝିଅ ଦିଶାନୀ ଚକ୍ରବର୍ତୀ ବି ସାମିଲ ଅଛନ୍ତି । କହିଦେଉଛୁ ଦିଶାନୀ ଚକ୍ରବର୍ତୀଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ ।

କିଛି ସମୟ ପୂର୍ବରୁ ହିଁ ଦିଶାନୀ ଚକ୍ରବର୍ତୀ ଗୋଟିଏ ଫଟୋସୁଟ କରି କିଛି ଫଟୋ ସେୟାର କରିଥିଲେ । ଯାହାକୁ ଫ୍ୟାନମାନେ ବହୁତ ପସନ୍ଦ ବି କରୁଛନ୍ତି । ଦିଶାନୀ ଚକ୍ରବର୍ତୀ ଏହି ଫଟୋରେ ବହୁତ ସୁନ୍ଦର ଓ ଷ୍ଟାଲିସ ନଜର ଆସୁଛନ୍ତି ।

ଫ୍ୟାନମାନଙ୍କୁ ଦିଶାନୀ ଚକ୍ରବର୍ତୀଙ୍କ ଅନ୍ଦାଜ ବି ବହୁତ ପସନ୍ଦ ଆସୁଛି । ଆପଣଙ୍କୁ କହିଦେଉଛୁ କି ମିଥୁନ ଚକ୍ରବର୍ତୀଙ୍କ ଝିଅ ଦିଶାନୀ ଚକ୍ରବର୍ତୀ ବହୁତ ଜଲ୍ଦି ବଲୀଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେ ବର୍ତମାନ ପର୍ଯ୍ୟନ୍ତ ବଲୀଉଡରେ ଡେବ୍ୟୁ କରି ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫୋଲୋଇଙ୍ଗ ବହୁତ ଅଧିକ ଅଛି । ଦିଶାନୀ ଚକ୍ରବର୍ତୀ ନିଜର ଫଟୋ କାରଣରୁ ପ୍ରାୟତଃ ଚର୍ଚାରେ ବି ଆସି ଯାଆନ୍ତି । ଦିଶାନୀ ଚକ୍ରବର୍ତୀଙ୍କ ଷ୍ଟାଇଲ ଓ ସୁନ୍ଦରତାରୁ ଏହା ଅନ୍ଦାଜ ଲଗା ଯାଇ ପାରିବ କି ସେ ବଲୀଉଡରେ ଅନ୍ୟ ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇ ପାରନ୍ତି ।

ଦିଶାନୀ ଚକ୍ରବର୍ତୀ କେବଳ ସୁନ୍ଦର ନୁହନ୍ତି ତାଙ୍କର ଫ୍ୟାସନ ସେନ୍ସ ବି ବହୁତ ଭଲ ଅଟେ । ମିଥୁନଙ୍କ ଝିଅ ଫିଲ୍ମି ପରିବାରରେ ବଢିଛନ୍ତି । ସେଥିପାଇଁ ତାଙ୍କର ରୁଚି ସବୁବେଳେ ଫିଲ୍ମ ପ୍ରତି ହିଁ ରହିଛି । କହିଦେଉଛୁ କି ବର୍ତ୍ତମାନ ସମୟରେ ଦିଶାନୀ ଚକ୍ରବର୍ତୀ ନିଉୟର୍କର ଏକ ଅଭିନୟ ଏକାଡେମିରେ ଅଭିନୟ ଶିକ୍ଷା ନେଉଛନ୍ତି । ସେ ବହୁତ ଶର୍ଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କହିଦେଉଛୁ କି ଘରେ ଦିଶାନୀ ଚକ୍ରବର୍ତୀ ସମସ୍ତଙ୍କର ଗ୍ଲେହା ଅଟନ୍ତି ।

କହିଦେଉଛୁ କି ଦିଶା ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କର ଅସଲ ମାତା ପିତା ତାକୁ ଏକ ଅଳିଆ ଗଦାରେ ଛାଡି ଦେଇ ଚାଲି ଯାଇଥିଲେ । ଏହା ପରେ ଆଖପାଖରେ ଯାଉଥିବା କିଛି ଲୋକମାନେ ଯେତେବେଳେ କୌଣସି ଶିଶୁର କାନ୍ଦିବାର ଆବାଜ ଶୁଣିଲେ ତେବେ ଲୋକମାନେ ସେହି ଶିଶୁକୁ ସେହି ସ୍ଥାନରୁ ଉଧାର କରିଲେ ।

ଏହା ପରେ ଆସନ୍ତା ଦିନ ଯେତେବେଳେ ମିଥୁନଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ମିଥୁନ ଚକ୍ରବର୍ତୀ ତାଙ୍କର ପତ୍ନୀଙ୍କ ସହ ସେଇ ଶିଶିକୁ ଘରକୁ ଆଣିବା ପାଇଁ କଥାବାର୍ତ୍ତ କରିଲେ । ଏହା ପରେ ଦୁଇ ଜଣ ମିଶି ସେହି ଶିଶୁ କନ୍ୟାକୁ ନିଜ ଘରକୁ ନେଇ ଆସିଲେ । କହିଦେଉଛୁ କି ଦିଶା ସଲମାନ ଖାନଙ୍କର ବଡ ଫ୍ୟାନ ଅଟନ୍ତି ଓ ତାଙ୍କ ସହିତ ବଡ ପରଦାରେ କାମ ବି କରିବାକୁ ଚାହୁଁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।