ACFO Soumya Ranjan ଡେଥ କେସ- ସୌମ୍ଯ ଙ୍କ ମୃତ୍ୟୁ ମାମଲାରେ ରହିଛି ଏମିତି 10 ଟି ଦିଗ, ଯାହା ଏହି କେସ କୁ Solve କରିଦେବ

ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁକୁ ସାତ ଦିନ ବିତି ଯାଇଛି । କିନ୍ତୁ ଏବେ ମହଦୟା ଘ-ଟ-ଣା ଉପରୁ ରହସ୍ୟ ଉ-ଠି ପାରି ନାହିଁ । ଘ-ଟ-ଣାର ବିଭିନ୍ନ ଦିଗକୁ ନେଇ ତ-ଦ-ନ୍ତ ଜାରି ରହିଛି ବୋଲି ପୋ-ଲି-ସ କହୁଛି ।

ତେବେ ପୋ-ଲି-ସ-କୁ ଜଣେ ସାଧାରଣ ବ୍ୟକ୍ତି ମଧ୍ୟରେ ଉ-ଠୁ-ଥି-ବା କେତେକ ପ୍ରଶ୍ନକୁ ଗୁରୁତ୍ଵ ଦେବାର ମଧ୍ୟ ଆବଶ୍ୟକତା ରହିଛି । ଘ-ଟ-ଣା-ର ଏହି ଗୁରୁତ୍ୱପୂର୍ଣ୍ଣ ୧୦ଟି ଦିଗ ଉପରେ ଧ୍ୟାନ ଦେଲେ ଯାଇ ପୋ-ଲି-ସ ପ୍ରକୃତ ହ-ତ୍ୟା-କା-ରୀ ପାଖେ ପହଞ୍ଚି ପାରିବ । ପ୍ରଥମେ ସୌମ୍ଯ ରଞ୍ଜନ, ତାଙ୍କ ପତ୍ନୀ ବିଦ୍ୟାଭାରତୀ ଓ DFO ଙ୍କ ମଧ୍ୟରେ ହୋଇଥିବା ସମସ୍ତ କଲ ଡିଟେଲ୍ସ ଓ DFO ଏବଂ ବିଦ୍ୟାଭାରତୀଙ୍କ ହ୍ଵାଟ୍ସ ଆପ ଚାଟ ମଧ୍ୟ ବାହାର କରିବା ଆବଦ୍ୟକ ରହିଛି ।

କାରଣ ସେଥିରୁ କିଛି ବଳିଷ୍ଠ ପ୍ରମାଣ ପୋ-ଲି-ସ-କୁ ମିଳିବାର ଅନୁମାନ କରାଯାଉଛି । ନି-ଆଁ ଲାଗିବା ପୂର୍ବରୁ ଓ ପରେ ବିଦ୍ୟାଭାରତୀ କାହା ଶ କଥା ହୋଇଥିଲେ କି ନାହି ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।

ଏହାପରେ ତାଙ୍କ ରୋଷେୟା ସମସ୍ତ ଘ-ଟ-ଣା-ର ମୂକସାକ୍ଷୀ ହୋଇଥିବାରୁ ତାଙ୍କୁ ସଠିକ ଭାବେ ଜେ-ରା କରିବା ଉଚିତ । ସେଥିରୁ DFO ତାଙ୍କ ଘରକୁ ଆସୁଥିଲେ କି ନାଇ ସେ ସମସ୍ତ ବିଷୟ ଜଣା ପଡିବ । DFO ଙ୍କ ଭୂମିକାକୁ ସ-ନ୍ଦେ-ହ କରି ସୌମ୍ୟଙ୍କ ଘର ଲୋକେ ଅ-ଭି-ଯୋ-ଗ କରିଥିଲେ ମଧ୍ୟ ଏ ଯାଏ ତାଙ୍କୁ କାହିଁକି ପ-ଚ-ରା ଉ-ଚ-ରା କରାଯାଇ ନାହିଁ ଓ ସେ କାହିଁକି ନୀ-ର-ବ ରହିଛନ୍ତି, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ ।

ବାରମ୍ବାର ସୌମ୍ଯଙ୍କ ଡ୍ଯୁଟି ଚାର୍ଟ ବଦଳୁ ଥିବା ନେଇ ସେ ମଧ୍ୟ ଅ-ଭି-ଯୋ-ଗ କରିଥିଲେ । ତେବେ ସୌମ୍ୟଙ୍କ ସରକାରୀ ଡ୍ଯୁଟି ଚାର୍ଟ ମଧ୍ୟ ଯା-ଞ୍ଚ କରିବା ଆବଶ୍ୟକ ରହିଛି । ସୌମ୍ୟଙ୍କ ପତ୍ନୀ ଧରିଥିବା ନାଲି ପୁଟୁଳିରେ କଣ ରହିଥିଲା ସେ ନେଇ ମଧ୍ୟ ଯା-ଞ୍ଚ କରିବା ଆବଶ୍ୟକ ରହିଛି । ସୌମ୍ୟଙ୍କୁ କଟକ ବଡ ମେଡିକାଲ ନେଇ ଆସିବା ବେଳେ ଫ-ରେ-ଷ୍ଟ ଗେଟ ପାଖରେ କାହିଁକି ଏକ ଘଣ୍ଟା ଆମ୍ବୁଲାନ୍ସ ଅଟକ ଯାଇଥିଲା ଏହାର ମଧ୍ୟ ଯା-ଞ୍ଚ କରିବା ଆବଶ୍ୟକ ।

ଜଣେ ମହିଳା ପୋଲିସ ଅଧିକାରୀ ଯିଏ କି ବିଦ୍ୟାଭାରତୀଙ୍କ ସାଙ୍ଗ ସେ ଆମ୍ବୁଲାନ୍ସ ଅଟକାଇ ରଖିଥିଲେ ବୋଲି ସୌମ୍ୟଙ୍କ ଘର ଲୋକ କହିଛନ୍ତି । ପ୍ରକୃତ ଅଭିଯୁକ୍ତଙ୍କ ପକ୍ଷେ ପହଞ୍ଚିବାକୁ ପୋଲିସ କାହିଁକି କୁଣ୍ଠାବୋଧ କରୁଛି, ଏହା ସବୁଠୁ ବଡ ପ୍ରଶ୍ନ ଅଟେ । ହସ୍ପିଟାଲରେ ସୌମ୍ଯଙ୍କୁ ଛାଡି କାହିଁକି ବାପଘରକୁ ଛାଲି ଯାଇଥିଲେ ବିଦ୍ୟାଭାରତୀ ଏହାର ମଧ୍ୟ ତଦନ୍ତ କରାଯିବ ଉଚିତ ।

ଏହା ସହ ସୌମ୍ଯ ଓ ବିଦ୍ୟାଭାରତୀଙ୍କ ଦାଂପତ୍ଯ ଜୀବନ କିପରି ଥିଲା, ଏହା ତଦନ୍ତ କରିବା ନିହାତି ଆବଶ୍ୟକ ରହିଛି । ଏହି ଘଟଣାଟି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତଦନ୍ତର ଦିଗକୁ ନେଇ ଏହିପରି ଅନେକ ପ୍ରଶ୍ନ ଉଠୁଛି ।